Acts 17:22
ପାଉଲ ଆରୟପାଗ ସଭାର ସାମନା ରେ ଠିଆ ହାଇେ କହିଲେ, ହେ ଆଥୀନୀୟ ଲୋକମାନେ, ମୁଁ ଦେଖୁଛି, ତୁମ୍ଭମାନେେ ସବୁ ବିଷୟ ରେ ଅତି ଧାର୍ମିକ।
Then | Σταθεὶς | statheis | sta-THEES |
δὲ | de | thay | |
Paul | ὁ | ho | oh |
stood | Παῦλος | paulos | PA-lose |
in | ἐν | en | ane |
the midst | μέσῳ | mesō | MAY-soh |
Mars' of | τοῦ | tou | too |
hill, | Ἀρείου | areiou | ah-REE-oo |
and said, | Πάγου | pagou | PA-goo |
men Ye | ἔφη | ephē | A-fay |
of Athens, | Ἄνδρες | andres | AN-thrase |
I perceive | Ἀθηναῖοι | athēnaioi | ah-thay-NAY-oo |
in that | κατὰ | kata | ka-TA |
all things | πάντα | panta | PAHN-ta |
ye | ὡς | hōs | ose |
are | δεισιδαιμονεστέρους | deisidaimonesterous | thee-see-thay-moh-nay-STAY-roos |
too superstitious. | ὑμᾶς | hymas | yoo-MAHS |
θεωρῶ | theōrō | thay-oh-ROH |
Cross Reference
Acts 25:19
ତା' ପରିବର୍ତେ ସମାନେେ କବଳେ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ଯକ୍ତି ବିଷୟ ରେ ୟୁକ୍ତି ତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ।
Jeremiah 10:2
ସଦାପ୍ରଭୁ ଏହିକଥା କହନ୍ତି,
Jeremiah 50:38
ତାହାର ଜଳାଶଯଗୁଡ଼ିକ ଖଡ୍ଗର ଆଘାତ ରେ ଜଳଶୂନ୍ଯ ହବେ। ଆଉ ତା'ର ଖାଦେିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହାଇେଅଛନ୍ତି ଓ ସମାନଙ୍କେ ପାଇଁ ମନ୍ଦଫଳ ଘଟିବ।
Acts 17:16
ପାଉଲ ଆଥୀନୀ ନଗର ରେ ଶୀଲା ଓ ତୀମଥିଙ୍କୁ ଅପେକ୍ଷା କରିଥାଆନ୍ତି। ନଗର ସାରା ମୂର୍ତ୍ତିଗୁଡ଼ିକରେ ପୂର୍ଣ୍ଣ ହାଇେଥିବାର ଦେଖି ସେ ହୃଦୟ ରେ ଅତି ମାତ୍ରା ରେ ବିବ୍ରତ ହାଇେ ପଡ଼ିଲେ।
Acts 19:35
ଏହା ଶୁଣି ନଗରର ବବେର୍ତ୍ତା ଜନଗହଳିକୁ ଶାନ୍ତ କରଇେ କହିଲେ, ହେ ଏଫିସୀୟ ବାସିନ୍ଦାମାନେ, ସାରା ପୃଥିବୀର କିଏ ନଜାଣେ ଯେ, ଏଫିସ ନଗର, ଆର୍ତ୍ତମେୀ ମହାଦବେୀ ଓ ସ୍ବର୍ଗରୁ ପଡ଼ିଥିବା ପବିତ୍ର ଶିଳାର ମନ୍ଦିରର ରକ୍ଷକ ଅଟେ?