Acts 17:23 ମୁଁ ନଗରର ଚ଼ାରିପାଖ ରେ ଭ୍ରମଣ କରି, ତୁମ୍ଭମାନଙ୍କର ପୂଜା କରୁଥିବା ବସ୍ତୁମାନ ଦେଖିଲି। ମୁଁ ଗୋଟିଏ ବଦେୀ ଦେଖିଲି ଯାହା ଉପରେ ଲଖାେଥିଲା, 'ଏକ ଈଶ୍ବର ଯାହାଙ୍କୁ ଆମ୍ଭେ ଜାଣିନାହୁଁ।' ତେଣୁ ତୁମ୍ଭମାନେେ ନ ଜାଣି ଯାହା ପୂଜା କରୁଛ, ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗ ରେ ପ୍ରଚ଼ାର କରୁଛି।
Acts 17:23 in Other Translations
King James Version (KJV) For as I passed by, and beheld your devotions, I found an altar with this inscription, TO THE UNKNOWN GOD. Whom therefore ye ignorantly worship, him declare I unto you.
American Standard Version (ASV) For as I passed along, and observed the objects of your worship, I found also an altar with this inscription, TO AN UNKNOWN GOD. What therefore ye worship in ignorance, this I set forth unto you.
Bible in Basic English (BBE) For when I came by, I was looking at the things to which you give worship, and I saw an altar with this writing on it, TO THE GOD OF WHOM THERE IS NO KNOWLEDGE. Now, what you, without knowledge, give worship to, I make clear to you.
Darby English Bible (DBY) for, passing through and beholding your shrines, I found also an altar on which was inscribed, To the unknown God. Whom therefore ye reverence, not knowing [him], him I announce to you.
World English Bible (WEB) For as I passed along, and observed the objects of your worship, I found also an altar with this inscription: 'TO AN UNKNOWN GOD.' What therefore you worship in ignorance, this I announce to you.
Young's Literal Translation (YLT) for passing through and contemplating your objects of worship, I found also an erection on which had been inscribed: To God -- unknown; whom, therefore -- not knowing -- ye do worship, this One I announce to you.
as I passed by,
διερχόμενος
dierchomai
thee-ARE-hoh-may
For
γὰρ
gar
gahr
and
καὶ
kai
kay
beheld
ἀναθεωρῶν
anatheōreō
ah-na-thay-oh-RAY-oh
τὰ
ho
oh
devotions,
σεβάσματα
sebasma
SAY-va-sma
your
ὑμῶν
hymōn
yoo-MONE
I found
εὗρον
heuriskō
ave-REE-skoh
an
καὶ
kai
kay
altar
βωμὸν
bōmos
voh-MOSE
with
ἐν
en
ane
this
ᾧ
hos
ose
inscription,
ἐπεγέγραπτο
epigraphō
ay-pee-GRA-foh
TO THE UNKNOWN
Ἀγνώστῳ
agnōstos
AH-gnose-tose
GOD.
θεῷ
theos
thay-OSE
Whom
ὃν
hos
ose
therefore
οὖν
oun
oon
ye ignorantly
ἀγνοοῦντες
agnoeō
ah-gnoh-A-oh
worship,
εὐσεβεῖτε
eusebeō
afe-say-VAY-oh
him
τοῦτον
touton
TOO-tone
I
ἐγὼ
egō
ay-GOH
declare
καταγγέλλω
katangellō
ka-tahng-GALE-loh
unto you.
ὑμῖν
hymin
yoo-MEEN
Read Full Chapter :
Acts 17
Cross Reference
ଯୋହନଲିଖିତ ସୁସମାଚାର 4:22
ତୁମ୍ଭେ ଶମିରୋଣୀୟମାନେ କିଛି ନଜାଣି ନବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯୀହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆ ସେ।
ଯୋହନଲିଖିତ ସୁସମାଚାର 17:3
ମ୍ଭେ ଯେ ଏକମାତ୍ର ସତ୍ଯ ପରମେଶ୍ବର, ତୁମ୍ଭଙ୍କୁ ଓ ଯାହାଙ୍କୁ ତୁମ୍ଭେ ପଠାଇଛ, ସହେି ଯୀଶୁଖ୍ରୀଷ୍ଟଙ୍କୁ ଜାଣିବାହିଁ ଅନନ୍ତଜୀବନ ଅଟେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 17:30
ପୂର୍ବରୁ ପରମେଶ୍ବର ଲୋକମାନଙ୍କର ଏହି ନିର୍ବୋଧତା ଉପେକ୍ଷା କରିଥିଲେ। ମାତ୍ର ବର୍ତ୍ତମାନ ସେ ସାରା ପୃଥିବୀର ଲୋକମାନଙ୍କୁ ଅନୁତାପ କରି ଫରେିଆସିବା ପାଇଁ ଆଦେଶ ଦିଅନ୍ତି।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:8
ପୂର୍ବରୁ ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ। ତୁମ୍ଭମାନେେ ମିଥ୍ଯା ଦବେତାମାନଙ୍କର ଦାସ ଥିଲ।
ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:4
ସହେି ମନ୍ଦ ବ୍ଯକ୍ତି, ପରମେଶ୍ବରଙ୍କ କିମ୍ବା ଏପରି କିଛି ଯାହା ଲୋକଙ୍କ ଦ୍ବାରା ଉପାସିତ, ଏହିପରି ପ୍ରେତ୍ୟକକ ବିଷୟର ବିରୋଧୀ କରେ। ସେ ନିଜକୁ ପ୍ରେତ୍ୟକକଠାରୁ ଉଚ୍ଚ ବୋଲି ଦଖାେଏ, ଈଶ୍ବରଙ୍କ ନାମ ରେ ଖ୍ଯାତ ଓ ପୂଜା ପାଉଥିବା ସମସ୍ତଙ୍କର ସେ ବି ରୋଧ କରେ। ସେ ଲୋକ ପରମେଶ୍ବରଙ୍କ ମନ୍ଦିରକୁ ଯାଇ, ସିଂହାସନ ରେ ବସି ନିଜକୁ ପରମେଶ୍ବର ବୋଲି ଘାଷେଣା କରେ।
ଯୋହନଙ୍କ ପ୍ରଥମ ପତ୍ର 5:20
ଆମ୍ଭେ ଏହା ମଧ୍ଯ ଜାଣୁ ଯେ, ପରମେଶ୍ବରଙ୍କ ପୁତ୍ର ଆସି ଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ବରଙ୍କୁ ଜାଣିପାରୁ। ସହେି ପରମେଶ୍ବର ସତ୍ଯ ଅଟନ୍ତି। ସହେି ସତ୍ଯମୟ ପରମେଶ୍ବର ଓ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠା ରେ ଆମ୍ଭମାନଙ୍କର ଜୀବନ ଅଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:28
ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରପ୍ତ କରିବାକୁ ଲୋକେ ଗୁରୁତ୍ବ ଦେଲନୋହିଁ। ସେଥିପାଇଁ ପରମେଶ୍ବର ସମାନଙ୍କେୁ ସମାନଙ୍କେ ବିକୃତ ଚ଼ିନ୍ତା ରେ ରହିବାକୁ ଛାଡ଼ି ଦେଲେ ଓ ସମାନେେ ଅନୁଚ଼ିତ କର୍ମକରି ରହିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:21
ପରମେଶ୍ବର ଆପଣା ଜ୍ଞାନ ରେ ଏହା ଚାହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳ ରେ ପରମେଶ୍ବରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଚାରକୁ ଜଗତ ମୂର୍ଖତା ବୋଲି କୁ ହେ, ସହେି ବାର୍ତ୍ତା ଯେଉଁମାନେ ବିଶ୍ବାସ କରୁଛନ୍ତି, ତଦ୍ଦ୍ବାରା ସମାନଙ୍କେୁ ଉଦ୍ଧାର କରିବାକୁ ଇଚ୍ଛାକଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 8:5
ଆକାଶ ବା ପୃଥିବୀ ରେ ଅନକଗେୁଡ଼ିଏ ତଥା-କଥିତ ଦବେତା ଥାଇ ପାରନ୍ତି (ଲୋକେ ଅନକେ ବସ୍ତୁକୁ ଦବଗେଣ ଓ ପ୍ରଭୁଗଣ ବୋଲି କହୁଛନ୍ତି, କିନ୍ତୁ ତାହା ମହତ୍ତ୍ବପୂର୍ଣ୍ଣ ନୁହେଁ।)
ଗୀତସଂହିତା 50:21
ଅତୀତରେ, ତୁମ୍ଭେ ମନ୍ଦକାର୍ୟ୍ଯ କଲ। ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନଇେଛ ମୁଁ ମଧ୍ଯ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହିପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:12
ମନରେଖ, ତୁମ୍ଭମାନେେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭମାନେେ ଇସ୍ରାଯଲରେ ନାଗରିକ ନ ଥିଲ। ତେଣୁ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ୟୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହାଇେ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:17
ସହେି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ଯ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ୟୁଗେ ୟୁଗେ କବଳେ ପରମେଶ୍ବରଙ୍କର। ଆମେନ୍।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:4
ଅବିଶ୍ବାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦଇେଛି। ତେଣୁ ସମାନେେ ଖ୍ରୀଷ୍ଟଙ୍କର ସୁସମାଚାରର ଆଲୋକ ଦେଖି ପାରନ୍ତି ନାହିଁ।
ଗୀତସଂହିତା 147:20
ପରମେଶ୍ବର କୌଣସି ଦେଶ ପାଇଁ କବେେ ଏହିପରି କରି ନାହାଁନ୍ତି। ସେ ତାଙ୍କର ନିଯମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାଁନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର।
ମାଥିଉଲିଖିତ ସୁସମାଚାର 15:9
ସମାନେେ ମାେତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ଯହୀନ। ସମାନେେ ଯେଉଁ ସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କବଳେ ମଣିଷ ତିଆରି ବିଧିବିଧାନ।' ୟିଶାଇୟ 29:13
ଯୋହନଲିଖିତ ସୁସମାଚାର 8:54
ଯୀଶୁ ଉତ୍ତର ଦେଲେ, ଯଦି ମୁଁ ନିଜକୁ ସମ୍ମାନ ଦିଅନ୍ତି, ତବେେ ସେ ସମ୍ମାନର କିଛି ମୂଲ୍ଯ ନାହିଁ। ମାେତେ ୟିଏ ସମ୍ମାନ ଦିଅନ୍ତି, ସେ ମାରେ ପରିମପିତା। ଏବଂ ତୁମ୍ଭମାନେେ କହୁଛ, ସେ ତୁମ୍ଭର ପରମେଶ୍ବର।
ଯୋହନଲିଖିତ ସୁସମାଚାର 17:25
ହେ ପରମପିତା ତୁମ୍ଭେ ହେଉଛ ଉତ୍ତମ। ଏହି ଜଗତ ତୁମ୍ଭକୁ ଚିହ୍ନି ନାହିଁ କିନ୍ତୁ ମୁଁ ତୁମ୍ଭକୁ ଚିହ୍ନେ। ଏହି ଲୋକମାନେ ଜାଣନ୍ତି ଯେ, ତୁମ୍ଭେ ମାେତେ ପଠାଇଛ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:20
ପରମେଶ୍ବରଙ୍କ ବିଷୟ ରେ କେତକେ ତଥ୍ଯ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ବରତ୍ବ ତାହାଙ୍କୁ ପରମେଶ୍ବର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସଗେୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରା ଯାଇଛି। ଏଗୁଡ଼ିକ ପରମେଶ୍ବର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହାଇେ ଥାଏ। ସେଥିପାଇଁ ମନ୍ଦ କାର୍ୟ୍ଯ କରିବା ପାଇଁ ଲୋକମାନଙ୍କ ପାଖ ରେ କୌଣସି ବାହାନା ନାହିଁ।