Psalm 82

1 ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।

2 ପରମେଶ୍ବର କହନ୍ତି, ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?

3 ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।

4 ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର। ଦୁଷ୍ଟଗଣର ହସ୍ତରୁ ସମାନଙ୍କେୁ ରକ୍ଷା କର।

5 ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍‌ବରେ ତଳକୁ ପଡ଼ୁଛି।

6 ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।

7 ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।

8 ହେ ପରମେଶ୍ବର, ଉଠ! ପୃଥିବୀର ବିଚାର କର !ସମସ୍ତ ଜାତିଗଣ ତୁମ୍ଭର ଅଟେ।

1 A Psalm of Asaph.

2 God standeth in the congregation of the mighty; he judgeth among the gods.

3 How long will ye judge unjustly, and accept the persons of the wicked? Selah.

4 Defend the poor and fatherless: do justice to the afflicted and needy.

5 Deliver the poor and needy: rid them out of the hand of the wicked.

6 They know not, neither will they understand; they walk on in darkness: all the foundations of the earth are out of course.

7 I have said, Ye are gods; and all of you are children of the most High.

8 But ye shall die like men, and fall like one of the princes.

9 Arise, O God, judge the earth: for thou shalt inherit all nations.