Psalm 82 - WEB (Oriya)
1 > God presides in the great assembly. He judges among the gods.ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
2 "How long will you judge unjustly, And show partiality to the wicked?" Selah.ପରମେଶ୍ବର କହନ୍ତି, ତୁମ୍ଭମାନେେ କେତକୋଳ ପର୍ୟ୍ଯନ୍ତ ଅନ୍ଯାଯ ବିଚାର କରିବ ? ତୁମ୍ଭେ କେତକୋଳ ପର୍ୟ୍ଯନ୍ତ ଦୁଷ୍ଟ ଲୋକମାନଙ୍କୁ ବିନା ଦଣ୍ଡରେ ମୁକ୍ତି କରିବ ?
3 "Defend the weak, the poor, and the fatherless. Maintain the rights of the poor and oppressed.ଅନାଥ ଓ ଗରିବ ଲୋକମାନଙ୍କୁ ରକ୍ଷା କର। ଅତ୍ଯାଚାରିତ ଓ ଗରିବ ଲୋକମାନଙ୍କର ପ୍ରତି ନ୍ଯାଯ ବ୍ଯବହାର କର।
4 Rescue the weak and needy. Deliver them out of the hand of the wicked."ଗରିବ ଓ ଦୀନହୀନମାନଙ୍କୁ ରକ୍ଷା କର। ଦୁଷ୍ଟଗଣର ହସ୍ତରୁ ସମାନଙ୍କେୁ ରକ୍ଷା କର।
5 They don't know, neither do they understand. They walk back and forth in darkness. All the foundations of the earth are shaken.ୟାହାସବୁ ଘଟୁଛି ସମାନେେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ। ସମାନେେ ଅନ୍ଧାରରେ ଝୁଣ୍ଟି ପଡ଼ନ୍ତି। ସମାନଙ୍କେର ପୃଥିବୀ ସମାନଙ୍କେର ଚତୁଃପାଶର୍ବରେ ତଳକୁ ପଡ଼ୁଛି।
6 I said, "You are gods, All of you are sons of the Most High.ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
7 Nevertheless you shall die like men, And fall like one of the rulers."ତଥାପି ତୁମ୍ଭମାନେେ ମନୁଷ୍ଯ ପରି ମରିବ। ତୁମ୍ଭେ ରାଜକୁମାର ପରି ମୃତ୍ଯୁବରଣ କରିବ।
8 Arise, God, judge the earth, For you inherit all of the nations.ହେ ପରମେଶ୍ବର, ଉଠ! ପୃଥିବୀର ବିଚାର କର !ସମସ୍ତ ଜାତିଗଣ ତୁମ୍ଭର ଅଟେ।
Oriya Bible