Ezekiel 14:16
ଆଉ ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନିଜଣ ଲୋକ ସଠାେ ରେ ଥାନ୍ତେ ସମାନେେ କବଳେ ରକ୍ଷା ପାଇଥାନ୍ତେ। ସମାନେେ ଏପରିକି ଅନ୍ୟମାନଙ୍କ ନିଜ ସନ୍ତାନମାନଙ୍କୁ ଉଦ୍ଧାର କରିପାରି ନ ଥାନ୍ତେ। ଏବଂ ଦେଶ ଏକ ମରୁଭୂମି ହାଇୟୋଇଥାନ୍ତା। ଏହା ସଦାପ୍ରଭୁ ମାରେପ୍ରଭୁ କହନ୍ତି।
Ezekiel 14:16 in Other Translations
King James Version (KJV)
Though these three men were in it, as I live, saith the Lord GOD, they shall deliver neither sons nor daughters; they only shall be delivered, but the land shall be desolate.
American Standard Version (ASV)
though these three men were in it, as I live, saith the Lord Jehovah, they should deliver neither sons nor daughters; they only should be delivered, but the land should be desolate.
Bible in Basic English (BBE)
Even if these three men were in it, by my life, says the Lord, they would not keep safe their sons or daughters, but only themselves, and the land would be made waste.
Darby English Bible (DBY)
-- though these three men should be in it, [as] I live, saith the Lord Jehovah, they should deliver neither sons nor daughters: they only should be delivered, and the land should be a desolation.
World English Bible (WEB)
though these three men were in it, as I live, says the Lord Yahweh, they should deliver neither sons nor daughters; they only should be delivered, but the land should be desolate.
Young's Literal Translation (YLT)
these three men in its midst: I live -- an affirmation of the Lord Jehovah -- neither sons nor daughters do they deliver; they alone are delivered, and the land is a desolation.
| Though these | שְׁלֹ֨שֶׁת | šĕlōšet | sheh-LOH-shet |
| three | הָאֲנָשִׁ֣ים | hāʾănāšîm | ha-uh-na-SHEEM |
| men | הָאֵלֶּה֮ | hāʾēlleh | ha-ay-LEH |
| were in it, | בְּתוֹכָהּ֒ | bĕtôkāh | beh-toh-HA |
| I as | חַי | ḥay | hai |
| live, | אָ֗נִי | ʾānî | AH-nee |
| saith | נְאֻם֙ | nĕʾum | neh-OOM |
| the Lord | אֲדֹנָ֣י | ʾădōnāy | uh-doh-NAI |
| God, | יְהוִ֔ה | yĕhwi | yeh-VEE |
| they | אִם | ʾim | eem |
| deliver shall | בָּנִ֥ים | bānîm | ba-NEEM |
| neither | וְאִם | wĕʾim | veh-EEM |
| sons | בָּנ֖וֹת | bānôt | ba-NOTE |
| nor | יַצִּ֑ילוּ | yaṣṣîlû | ya-TSEE-loo |
| daughters; | הֵ֤מָּה | hēmmâ | HAY-ma |
| they only | לְבַדָּם֙ | lĕbaddām | leh-va-DAHM |
| delivered, be shall | יִנָּצֵ֔לוּ | yinnāṣēlû | yee-na-TSAY-loo |
| but the land | וְהָאָ֖רֶץ | wĕhāʾāreṣ | veh-ha-AH-rets |
| shall be | תִּהְיֶ֥ה | tihye | tee-YEH |
| desolate. | שְׁמָמָֽה׃ | šĕmāmâ | sheh-ma-MA |
Cross Reference
ଆଦି ପୁସ୍ତକ 19:29
ଏହିରୂପେ ସହେି ପ୍ରାନ୍ତର ସ୍ଥିତ ସମସ୍ତ ନଗରର ବିନାଶ ସମୟରେ ପରମେଶ୍ବର ଅବ୍ରହାମକୁ ମନେ କଲେ। ପୁଣି ଲୋଟ ଯେଉଁ ଯେଉଁ ନଗର ରେ ବାସ କରିଥିଲେ। ସହେି ନଗର ରେ ଉତ୍ପାଟନ ସମୟରେ ସେ ଲୋଟକୁ ତନ୍ମଧ୍ଯରୁ ବାହାର କରୁଥିଲେ।
ଯାକୁବଙ୍କ ପତ୍ 5:16
ତୁମ୍ଭେ କରିଥିବା ପାପଗୁଡ଼ିକୁ ପରସ୍ପର ନିକଟରେ ସ୍ବୀକାର କର। ତା'ପରେ ପରସ୍ପର ପାଇଁ ପ୍ରାର୍ଥନା କର। ପରମେଶ୍ବର ଯେପରି ତୁମ୍ଭକୁ ସୁସ୍ଥ କରିଦିଅନ୍ତି, ସେଥିନିମନ୍ତେ ଏପରି କର। ଜଣେ ଧାର୍ମିକ ଲୋକ ଯେତବେେଳେ ନିରନ୍ତର ପ୍ରାର୍ଥନା କରେ, ସେତବେେଳେ ମହାନ ଘଟଣାମାନ ଘଟିଥାଏ।
ଏବ୍ରୀମାନଙ୍କ ନିକଟକୁ ପତ୍ର 11:7
କେତକେ ଦେଖି ନ ପାରୁ ଥିବା ବିଷୟଗୁଡ଼ିକ ପ୍ରତି ପରମେଶ୍ବର ନୋହଙ୍କୁ ସତର୍କ କରି ଦଇେଥିଲେ। ନୋହଙ୍କର ପରମେଶ୍ବରଙ୍କ ପ୍ରତି ବିଶ୍ବାସ ଓ ଭକ୍ତିଭାବ ଥିଲା। ଅତଏବ ନୋହ ନିଜ ପରିବାରକୁ ରକ୍ଷା କରିବାକୁ ଯାଇ ବଡ଼ ଜାହାଜଟିଏ ତିଆରି କଲେ। ନିଜ ବିଶ୍ବାସ ବଳ ରେ ନୋହ ଦଖାଇେଲେ ଯେ, ଜଗତ ଦୋଷୀ ଥିଲା। ଯେଉଁମାନଙ୍କୁ ପରମେଶ୍ବର ବିଶ୍ବାସ ବଳ ରେ ଧାର୍ମିକ କରନ୍ତି, ସମାନଙ୍କେ ଭିତରୁ ନୋହ ଜଣେ ଥିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 27:24
'ଭୟ କରନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ୟିବ। ପରମେଶ୍ବର ତୁମ୍ଭ ହତେୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।'
ମାଥିଉଲିଖିତ ସୁସମାଚାର 18:19
ମୁଁ ତୁମ୍ଭକୁ ପୁଣି କହୁଛି ଯେ, ଏ ଜଗତ ରେ ଯଦି ତୁମ୍ଭ ଭିତରୁ କହେି ଦୁଇଜଣ ଏକମତ ହାଇେ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କୁ କିଛି ମାଗିବେ, ତବେେ ସେ ତାହା ତୁମ୍ଭ ପାଇଁ ପୂରଣ କରି ଦବେେ।
ଯିହିଜିକଲ 33:11
ତବେେ ତୁମ୍ଭେ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ଦୁଷ୍ଟର ମରଣ ରେ ଆମ୍ଭର ସନ୍ତାଷେ ନାହିଁା କିନ୍ତୁ ଦୁଷ୍ଟ ଯେପରି ନିଜ ପାପ ପଥରୁ ନିବୃତ୍ତ ହାଇେ ବଞ୍ଚେ, ସେଥି ରେ ଆମ୍ଭେ ସନ୍ତାଷେ ଲାଭ କରୁ। ତେଣୁ ତୁମ୍ଭମାନେେ ନିଜ ନିଜ କୁପଥରୁ ଫରେ ଓ ମାରେ ନିକଟବର୍ତ୍ତୀ ହୁଅ। ହେ ଇଶ୍ରାୟେଲ ବଂଶ ତୁମ୍ଭେ କାହିଁକି ମରିବ ?'
ଯିହିଜିକଲ 18:20
କବଳେ ପାପୀମାନେ ମୃତ୍ଯୁବରଣ କରିବେ। ପୁତ୍ର ପିତାର ପାପର ଦଣ୍ଡସବୁ ବହନ କରିବ ନାହିଁ କିମ୍ବା ପିତା ପତ୍ରର ପାପର ଦଣ୍ଡସବୁ ବହନ କରିବ ନାହିଁ। ଜଣେ ଧାର୍ମିକ ବ୍ଯକ୍ତିର ଧାର୍ମିକତା ହିସାବ କରାୟିବ ଓ ଦୁଷ୍ଟର ଦୁଷ୍ଟତା ହିସାବ କରାୟିବ।
ଯିହିଜିକଲ 14:20
ଯଦି ନୋହ, ଦାନିୟେଲ, ଓ ଆୟୁବ ଥାନ୍ତେ ତବେେ ସମାନେେ କବଳେ ସମାନଙ୍କେର ଧାର୍ମିକତା ଦ୍ବାରା ରକ୍ଷା ପାଇଥାନ୍ତେ, ଏପରିକି ସମାନେେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ ଶପଥ କରନ୍ତି।
ଯିହିଜିକଲ 14:18
ଏପରିକି ଯଦି ନୋହ, ଦାନିୟେଲ ଓ ଆୟୁବ ଏହି ତିନିଜଣ ଥାନ୍ତେ, ତାହା ହେଲେ ସମାନେେ ଆପଣା ଧାର୍ମିକତା ଯୋଗୁଁ କବଳେ ନିଜକୁ ରକ୍ଷା କରି ପାରିଥାନ୍ତେ। କିନ୍ତୁ ସଦାପ୍ରଭୁ କହନ୍ତି, ମୁଁ ପ୍ରତିଜ୍ଞା କରୁଛି, ଏପରିକି ସମାନେେ ନିଜର ସନ୍ତାନମାନଙ୍କୁ ମଧ୍ଯ ରକ୍ଷା କରିପାରି ନ ଥାନ୍ତେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଛନ୍ତି।
ଯିହିଜିକଲ 14:14
ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତବେେ ସମାନେେ ସମାନଙ୍କେର ଧାର୍ମିକତା ଦ୍ବାରା ନିଜର ପ୍ରାଣ ରକ୍ଷା କରିଥାନ୍ତେ, କିନ୍ତୁ ସମାନେେ ଦେଶକୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।
ଆୟୁବ ପୁସ୍ତକ 22:20
'ସତ ରେ ଆମ୍ଭ ଶତ୍ରୁମାନେ ଧ୍ବଂସ ହାଇେଛନ୍ତି। ଅଗ୍ନି ସମାନଙ୍କେ ସମ୍ପତ୍ତିକୁ ଜାଳି ଦଇେଛି।'
ଗଣନା ପୁସ୍ତକ 14:28
ସମାନଙ୍କେୁ କୁହ, 'ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସମାନେେ ଯାହା ଅଭିଯୋଗ କରିଛନ୍ତି' ତାହାହିଁ ମୁଁ କରିବି।
ଆଦି ପୁସ୍ତକ 18:23
ଏହାପରେ ଅବ୍ରହାମ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହେଲେ ଏବଂ କହିଲେ, ହେ ସଦାପ୍ରଭୁ, ଆପଣ କ'ଣ ନୀରିହ ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବାପାଇଁ ଯୋଜନା କରିଅଛନ୍ତି?