Base Word
יְהֹוִה
Short DefinitionGod
Long DefinitionJehovah—used primarily in the combination 'Lord Jehovah'
Derivationa variation of H3068 [used after H0136, and pronounced by Jews as H0430, in order to prevent the repetition of the same sound, since they elsewhere pronounce H3068 as H0136]
International Phonetic Alphabetjɛ̆.hoˈwɪ
IPA modjɛ̆.ho̞wˈvi
Syllableyĕhōwi
Dictionyeh-hoh-WIH
Diction Modyeh-hoh-VEE
UsageGod
Part of speechn-pr

Genesis 15:2
କିନ୍ତୁ ଅବ୍ରାମ କହିଲେ, ସଦାପ୍ରଭୁ ପରମେଶ୍ବର, ମାେତେ ପୁରସ୍କାର ଦଇେ କଣ ଭଲ ହବେ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମସକରେ ମାରେ ମୁଖ୍ଯ ସବେକ ଇଲିଯଜେର ମାରେ ସମ୍ପତ୍ତି ଅଧିକାର କରିବ।

Deuteronomy 3:24
' ହେ ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନକଟ ରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିଯା ତିଲ୍ଯ ଓ ତୁମ୍ଭର ପରାକ୍ରାନ୍ତ କର୍ମତିଲ୍ଯ ଯେ କରିପା ରେ, ସ୍ବର୍ଗ ରେ କି ମର୍ତ୍ତ ରେ ଏମନ୍ତ ପରମେଶ୍ବର ଆଉ କିଏ ଅଛି।'

Joshua 7:7
ଯିହାଶୂେୟ କହିଲେ, ହେ ମାରେ ପ୍ରଭକ୍ସ୍ଟ, ଆପଣ କାହିଁକି ଏହି ଲୋକମାନଙ୍କୁ ୟର୍ଦ୍ଦନ ପାର ହବୋକକ୍ସ୍ଟ ଦେଲେ? କ'ଣ ଆମ୍ଭକକ୍ସ୍ଟ ଇ ମାରେୀଯମାନଙ୍କ ହସ୍ତ ରେ ବିନାଶ କରିବାକୁ, ଏହା କଲେ? ଆହା ଯଦି ମୁ ୟର୍ଦ୍ଦନ ସପୋରି ରେ ରହିଥାନ୍ତି।

Judges 6:22
ଏହାପରେ ଗିଦ୍ଦିୟୋନ ହୃଦଯଙ୍ଗମ କଲେ ଯେ, ସେ ସଦାପ୍ରଭୁଙ୍କର ଦୂତଙ୍କ ସହିତ କଥା ହେଉଥିଲେ। ତେଣୁ ଗିଦ୍ଦିୟୋନ ଚିତ୍କାର କଲେ, ହେ ସର୍ବଶକ୍ତିମାନ ପରମେଶ୍ବର, ମାରେପ୍ରଭକ୍ସ୍ଟ, ମୁ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ ମକ୍ସ୍ଟହାଁ ମକ୍ସ୍ଟହିଁ ଦେଖିଛି!

Judges 16:28
ଏହାପରେ ଶାମ୍ଶାେନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, ହେ ସର୍ବଶକ୍ତିମାନ ସଦାପ୍ରଭୁ! ମାେତେ ଭକ୍ସ୍ଟଲି ୟାଅ ନାହିଁ। ପ୍ରଭକ୍ସ୍ଟ, ଦୟାକରି ମାେତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳ ରେ ମୁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦଇପୋରିବି ଏବଂ ଏକ ମକ୍ସ୍ଟଷ୍ଟିଘାତ ରେ ମୁ ସମାନଙ୍କେଠାରକ୍ସ୍ଟ ପ୍ରତି ଶାଧେ ନବେି। ଯେଉଁମାନେ ମାରେ ଦକ୍ସ୍ଟଇ ଆଖି ଉପାଡି ଦଇେଛନ୍ତି।

2 Samuel 7:18
ଦାଉଦ କହିଲା, ସଦାପ୍ରଭୁ ମାରେ ପ୍ରଭକ୍ସ୍ଟ, କାହିଁକି ମୁ ତକ୍ସ୍ଟମ୍ଭ ପକ୍ଷ ରେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାରେପରିବାର ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ? କାହିଁକି ମାେତେ ଏତେ ଗକ୍ସ୍ଟରକ୍ସ୍ଟତ୍ବପୂର୍ଣ କରିଛ?

2 Samuel 7:20
ଏଣୁ ଦାଉଦ ତୁମ୍ଭକୁ ଆଉ କ'ଣ କହିପା ରେ? କାରଣ ହେ ପ୍ରଭକ୍ସ୍ଟ, ତୁମ୍ଭେ ଆପଣା ଦାସକକ୍ସ୍ଟ ଜାଣକ୍ସ୍ଟ ଅଛ।

2 Samuel 7:28
ହେ ସଦାପ୍ରଭୁ! ମାରେପ୍ରଭକ୍ସ୍ଟ, ତୁମ୍ଭେ ହେଉଛ ପରମେଶ୍ବର ଓ ଆପଣଙ୍କର ବାକ୍ଯ ସତ୍ଯ। ପକ୍ସ୍ଟଣି ନିଜେ ଆପଣ ନିଜର ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ।

2 Samuel 7:29
ବର୍ତ୍ତମାନ, ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କର। ପରମେଶ୍ବର, ସମାନେେ ତୁମ୍ଭର ଚିରଦିନ ସବୋ କରିବା ପାଇଁ ଓ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ଛିଡା ହବୋ ପାଇଁ ସକ୍ସ୍ଟୟୋଗ ଦିଅନ୍ତକ୍ସ୍ଟ। ହେ ସଦାପ୍ରଭୁ! ମାରେପ୍ରଭକ୍ସ୍ଟ, ତୁମ୍ଭେ ଏହିସବୁ କହିଅଛ। ତୁମ୍ଭେ ମାରେ ପରିବାରକକ୍ସ୍ଟ ଆଶୀର୍ବାଦ କଲ, ତାହା ଚିରଦିନ ପାଇଁ ରହକ୍ସ୍ଟ।

1 Kings 2:26
ତା'ପରେ ରାଜା ଯାଜକ ଅବିଯାଥରକୁ କହିଲେ, ତୁମ୍ଭେ ଅନାେଥାତ ସ୍ଥିତ ତୁମ୍ଭର ଗୃହକୁ ୟାଅ। କାରଣ ତୁମ୍ଭେ ଯଦିଓ ମୃତ୍ଯୁ ଯୋଗ୍ଯ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉନାହିଁ, କାରଣ ତୁମ୍ଭେ ମାରେ ପିତା ଦାଉଦଙ୍କ ସମ୍ମୁଖ ରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମାେ ପିତାଙ୍କର କଠିନ ସମୟରେ ସହେି ପ୍ରକାର ବିପଦଗୁଡିକରେ ଭାଗୀ ହାଇେଥିଲା।

Occurences : 250

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்