Base Word
אֶרֶץ
Short Definitionthe earth (at large, or partitively a land)
Long Definitionland, earth
Derivationfrom an unused root probably meaning to be firm
International Phonetic Alphabetʔɛˈrɛt͡sˤ
IPA modʔɛˈʁɛt͡s
Syllableʾereṣ
Dictioneh-RETS
Diction Modeh-RETS
Usage× common, country, earth, field, ground, land, × nations, way, + wilderness, world
Part of speechn-f

Genesis 1:1
ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

Genesis 1:2
ପୃଥିବୀ ସେତବେେଳେ ସଂପୂରନ୍ଭାବେ ଶୂନ୍ଯ ଓ କିଛି ନଥିଲା। ଜଳଭାଗ ଉପରେ ଅନ୍ଧକାର ଘାଡ଼ଇେେ ରଖିଥିଲା ଏବଂ ପରମେଶ୍ବରଙ୍କର ଆତ୍ମା ଜଳଭାଗ

Genesis 1:10
ପରମେଶ୍ବର ଶୁଖିଲା ଭୂମିର ନାମ ପୃଥିବୀ ଦେଲେ। ଏବଂ ଜଳସମୁହ ଭାଗର ନାମ ଦେଲେ, ସମୁଦ୍ର। ଏହା ପରମେଶ୍ବରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

Genesis 1:11
ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।

Genesis 1:11
ପରମେଶ୍ବର କହିଲେ, ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ, ଏହିପରି ହେଲା।

Genesis 1:12
ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ଜୀବ ଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସଜୀବ ଫଳ ଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ବରଙ୍କ ଦୃଷ୍ଟି ରେ ଅତି ଉତ୍ତମ ଦିଶୁଥିଲା।

Genesis 1:15
ସହେି ଜାତିଗେଣ ପୃଥିବୀ ରେ ଆଲୋକ ଦବୋ ପାଇଁ ସମାନେେ ତାରଣେ ମଧିଅରେ ଥାନ୍ତୁ। ଏବଂ ଏହିପରି ହେଲା।

Genesis 1:17
ପରମେଶ୍ବର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।

Genesis 1:20
ଏହାପରେ ପରମେଶ୍ବର କହିଲେ, ଜଳ ଜୀବିତ ପ୍ରାଣୀ ରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତାରଣେ ତଳେ ଉଡ଼ନ୍ତୁ।

Genesis 1:22
ପରମେଶ୍ବର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ବର ସମାନଙ୍କେୁ କହିଲେ, ବହୁବଂଶ ହାଇେ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀ ରେ ପକ୍ଷୀଗଣ ବହୁସଂଖ୍ଯକ ହୁଅନ୍ତୁ।

Occurences : 2505

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்