Base Word
סָגַר
Short Definitionto shut up; figuratively, to surrender
Long Definitionto shut, close
Derivationa primitive root
International Phonetic Alphabetsɔːˈɡɑr
IPA modsɑːˈɡɑʁ
Syllablesāgar
Dictionsaw-ɡAHR
Diction Modsa-ɡAHR
Usageclose up, deliver (up), give over (up), inclose, × pure, repair, shut (in, self, out, up, up together), stop, × straitly
Part of speechv

Genesis 2:21
ତା'ପରେ ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ ଘାରେ ନିଦ୍ରା ରେ ଶୁଆଇ ଦେଲେ। ସେ ତା'ର ଶରୀରରୁ ଖଣ୍ଡେ ପଞ୍ଜରା ନେଲେ ଏବଂ ସହେି କ୍ଷତ ବନ୍ଦ କରି ଦେଲେ।

Genesis 7:16
ପରମେଶ୍ବରଙ୍କର ଆଜ୍ଞାନୁସା ରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରେତ୍ୟକକ ପ୍ରକାରର ଜାହାଜ ମଧ୍ଯକୁ ପ୍ରବେଶ କଲେ, ଏହାପରେ ସଦାପ୍ରଭୁ ଜାହାଜର ଦ୍ବାରା ବନ୍ଦ କରି ଦେଲେ।

Genesis 19:6
ଲୋଟ ବାହାରକୁ ଗଲା ଓ ଦ୍ବାର ବନ୍ଦ କରି ଦଲୋ।

Genesis 19:10
ମାତ୍ର ସହେି ଦୁଇଜଣ ଲୋକ ହାତ ବଢ଼ାଇ ଲୋଟକୁ ଭିତରକୁ ନଇେ କବାଟ ବନ୍ଦ କରି ଦେଲେ।

Exodus 14:3
ତହିଁରେ ଫାରୋ ଭାବିବେ ଯେ, ଇଶ୍ରାୟେଲର ଲୋକମାନେ ମରୁଭୂମି ମଧିଅରେ ବାଟବଣା ହାଇେଅଛନ୍ତି।

Leviticus 13:4
ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।

Leviticus 13:5
ସପ୍ତମ ଦିନ ରେ ଯାଜକ ସହେି ଚିହ୍ନକୁ ଦେଖିବ। ଯଦି ସହେି ଘା' ବଦଳି ନଥାଏ କିମ୍ବା ଚର୍ମ ଉପରେ ଅଧିକ ବ୍ଯାପି ନଥାଏ, ତବେେ ଯାଜକ ତାକୁ ଆହୁରି ସାତଦିନ ଅନ୍ୟମାନଙ୍କ ଠାରୁ ପୃଥକ୍ କରି ରଖିବ।

Leviticus 13:11
ତବେେ ତାହା ଶରୀରର ଚର୍ମ ରେ କୁଷ୍ଠ ରୋଗ ଅଟେ, ପୁଣି ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ସେ ତାହାକୁ ସମାଜରୁ ପୃଥକ୍ କରିବ ନାହିଁ, କାରଣ ସେ ଅଶୁଚି।

Leviticus 13:21
ମାତ୍ର ଯଦି ଯାଜକ ଦେଖିବ, ସେଥି ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ ତବେେ ଯାଜକ ତାହାକୁ ସାତ ଦିନ ପୃଥକ୍ କରି ରଖିବ।

Leviticus 13:26
ମାତ୍ର ଯଦି ଯାଜକ ଦେଖିବ, ସହେି ଚିକ୍କଣ ଚିହ୍ନ ରେ ଶ୍ବତବେର୍ଣ୍ଣ ଲୋମ ନଥାଏ ଓ ତାହା ଚର୍ମର ନୀଚସ୍ଥ ନ ହାଇେ ମଳିନ ହାଇେଥାଏ, ତବେେ ଯାଜକ ତାକୁ ସାତ ଦିନ ପୃଥକ୍ କରି ରଖିବ।

Occurences : 91

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்