Base Word
נָתִיב
Short Definitiona (beaten) track
Long Definitiontrodden with the feet, path, pathway
Derivationor (feminine) נְתִיבָה; or נְתִבָה; (Jeremiah 6:16), from an unused root meaning to tramp
International Phonetic Alphabetn̪ɔːˈt̪ɪi̯b
IPA modnɑːˈtiːv
Syllablenātîb
Dictionnaw-TEEB
Diction Modna-TEEV
Usagepath(-way), × travel(-ler), way
Part of speechn-m
Base Word
נָתִיב
Short Definitiona (beaten) track
Long Definitiontrodden with the feet, path, pathway
Derivationor (feminine) נְתִיבָה; or נְתִבָה; (Jeremiah 6:16), from an unused root meaning to tramp
International Phonetic Alphabetn̪ɔːˈt̪ɪi̯b
IPA modnɑːˈtiːv
Syllablenātîb
Dictionnaw-TEEB
Diction Modna-TEEV
Usagepath(-way), × travel(-ler), way
Part of speechn-f

Judges 5:6
ସହେିଦିନ ଅନାତ୍ ପକ୍ସ୍ଟତ୍ର ଶମଗର ସମୟରେ ଏବଂ ୟାଯଲେ ସମୟରେ ମକ୍ସ୍ଟଖ୍ଯ ରାସ୍ତାଗକ୍ସ୍ଟଡିକ ଜନଶୂନ୍ଯ ହେଲା। ବପୋରୀମାନେ ପଥଗ୍ଭରିମାନେ ବକ୍ର ଉପ ପଥ ଦଇେ ଗମନ କଲେ।

Job 18:10
ଭୂମିରେ ଲୁକ୍କାଯିତ ଗୋଟିଏ ଦଉଡ଼ି ତାକୁ ଫାଶ ରେ ପକାଇବ। ସେ ପଡ଼ିବାକୁ ଥିବା ୟନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।

Job 19:8
ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।

Job 24:13
କେତକେ ଲୋକ ଆଲୁଅ ବିରୁଦ୍ଧ ରେ ବିଦ୍ରୋହ ଘାଷେଣା କରନ୍ତି। ସମାନେେ ଜାଣିପାରନ୍ତି ନାହିଁ ପରମେଶ୍ବର କ'ଣ ଚାହାଁନ୍ତି ? ପରମେଶ୍ବର ଚାହୁଁଥିବା ରାସ୍ତା ରେ ସମାନେେ ଚାଲନ୍ତି ନାହିଁ।

Job 28:7
ବଣୁଆ ପକ୍ଷୀ ମାଟିତଳେ ଥିବା ରାସ୍ତା ବିଷଯ ରେ କିଛି ଜାଣନ୍ତି ନାହିଁ। କୌଣସି ଉତ୍କ୍ରୋଶ ପକ୍ଷୀ ମଧ୍ଯ ସଭେଳି ଅନ୍ଧାର ବାଟ ଦେଖି ନ ଥାଏ।

Job 30:13
ସମାନେେ ମାରେ ରାସ୍ତାକୁ ଜଗନ୍ତି। ମୁଁ ଯାହା ଫଳ ରେ ପଳାଯନ କରିପା ରେ ନାହିଁ। ମାେତେ ଧ୍ବଂସ କରିବା ରେ ସମାନେେ ସଫଳ ହୁଅନ୍ତି। ସମାନେେ କାହାରି ସାହାୟ୍ଯ ଆବଶ୍ଯକ କରନ୍ତି ନାହିଁ।

Job 38:20
ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା'ର ପୂର୍ବ ସ୍ଥାନକୁ ଫରୋଇ ଦଇପୋରିବ କି ? ତୁମ୍ଭେ ସେ ସ୍ଥାନକୁ କିପରି ୟାଇପାରିବ ଜାଣିଛ କି ?

Job 41:32
ଲବେିଯାଥନ ଯେତବେେଳେ ତହିଁରେ ତା' ପେଛ ପେଛ ପଥ ଛାଡ଼ିୟାଏ। ସେ ପାଣିକୁ ଘାଣ୍ଟି ପକାଏ ଏବଂ ତା' ପଛ ଆଡ଼େ ଧଳାଫଣେ ଛାଡ଼ିୟାଏ।

Psalm 78:50
ପରମେଶ୍ବର ନିଜ କୋର୍ଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ଯୁରୁ ସମାନଙ୍କେ ପ୍ରାଣ ରକ୍ଷା କଲେ ନାହିଁ। ମାତ୍ର ମହାମାରୀରେ ସମାନଙ୍କେ ଜୀବନକୁ ସମାପ୍ତ କଲେ।

Psalm 119:35
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।

Occurences : 26

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்