Base Word
מֹתֶן
Short Definitionproperly, the waist or small of the back; only in plural the loins
Long Definitionloins, hips
Derivationfrom an unused root meaning to be slender
International Phonetic Alphabetmoˈt̪ɛn̪
IPA modmo̞wˈtɛn
Syllablemōten
Dictionmoh-TEN
Diction Modmoh-TEN
Usage+ greyhound, loins, side
Part of speechn-m

Genesis 37:34
ଏହାର ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶଷେ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶାେକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ୟ୍ଯନ୍ତ ପୁତ୍ର ପାଇଁ ଶୋକ କଲେ।

Exodus 12:11
ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।

Exodus 28:42
ସମାନଙ୍କେର ଉଲଗ୍ନତା ଆଚ୍ଛାଦନ ନିମନ୍ତେ କଟୀଠାରୁ ଜଙ୍ଘ ପର୍ୟ୍ଯନ୍ତ ଶୁକ୍ଲ ଜଙ୍ଘିଆ ତିଆରି କର।

Deuteronomy 33:11
ହେ ସଦାପ୍ରଭୁ, ତା'ର ସଐତ୍ତିକକ୍ସ୍ଟ ଆଶୀର୍ବାଦ କର। ତାଙ୍କ ହସ୍ତର କର୍ମମାନ ଗ୍ରହଣ କର। ଯେଉଁମାନେ ତାହା ବିରକ୍ସ୍ଟଦ୍ଧ ରେ ଉଠନ୍ତି, ଯେଉଁମାନେ ତାହାଙ୍କକ୍ସ୍ଟ ଘୃଣା କରନ୍ତି, ସମାନଙ୍କେର ବଳ ଭାଙ୍ଗି ପକାଅ। ଯେପରି ସମାନେେ ଆଉ ପକ୍ସ୍ଟନର୍ବାର ଉଠିପାରିବେ ନାହିଁ।

2 Samuel 20:8
ସମାନେେ ଗିବିଯୋନସ୍ଥ ବୃହତ ପ୍ରସ୍ତର ନିକଟରେ ଉପସ୍ଥିତ ହେଲା ବେଳେ ଅମାସା ସମାନଙ୍କେର ସମ୍ମକ୍ସ୍ଟଖକକ୍ସ୍ଟ ଆସିଲା। ବର୍ତ୍ତମାନ ଯୋୟାବ ଆପଣା ପରିହିତ ୟକ୍ସ୍ଟଦ୍ଧବସ୍ତ୍ର ଭିଡି ପିନ୍ଧିଥିଲା। ତହିଁ ଉପରେ ଏକ କଟିବନ୍ଧନ ଓ କୋଷବଦ୍ଧ ଖଡ୍ଗ ତାହାର କଟି ଦେଶ ରେ ବନ୍ଧାଥିଲା। ପକ୍ସ୍ଟଣି ସେ ଯାଉ ଯାଉ ତାହା ପଡିଗଲା। ତେଣୁ ଯୋୟାବ ଏହାକକ୍ସ୍ଟ ଉଠାଇଲା ଓ ଧରିଲା।

1 Kings 2:5
ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।

1 Kings 12:10
ରାଜାଙ୍କୁ ସହେି ୟୁବ ବନ୍ଧୁମାନେ କହିଲେ, ସହେି ଲୋକମାନେ ତୁମ୍ଭକୁ ଆସି କହିଲେ, 'ତୁମ୍ଭର ପିତା ଆମ୍ଭମାନଙ୍କ ୟୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।' ତୁମ୍ଭେ ସମାନଙ୍କେୁ କୁହ, ' ମାରେ କନିଷ୍ଠ ଅଙ୍ଗୁଳି ମାରେ ପିତାଙ୍କ କଟିଠାରୁ ମାଟେ।

1 Kings 18:46
ସଦାପ୍ରଭୁଙ୍କ ଶକ୍ତି ଏଲିଯଙ୍କ ଉପରେ ପଡିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ୟିଷ୍ରିଯଲରେ ପ୍ରବେଶ ସ୍ଥାନ ପର୍ୟ୍ଯନ୍ତ ଆହାବ୍ଙ୍କ ଆଗେ ଆଗେ ଦୌଡିଗଲେ।

1 Kings 20:31
ତାଙ୍କର ଦାସମାନେ ସମାନଙ୍କେୁ କହିଲ, ଆମ୍ଭେ ଶୁଣିଅଛୁ ଯେ ଇଶ୍ରାୟେଲୀୟ ରାଜଗଣ ଦୟାଳୁ ଅଟନ୍ତି। ଆମ୍ଭେ ଆପଣଙ୍କୁ ବିନଯ କରୁଛୁ, ଆମ୍ଭମାନଙ୍କୁ କଟି ରେ ଅଖା ପିନ୍ଧିବାକୁ ଓ ମୁଣ୍ତ ରେ ରଜ୍ଜୁ ବିନ୍ଧିବାକୁ ଦିଅନ୍ତୁ ଓ ଇଶ୍ରାୟେଲ ରାଜାଙ୍କ ନିକଟକୁ ୟିବାକୁ ଦିଅନ୍ତୁ। ହୁଏତ୍ ସେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେେ।

1 Kings 20:32
ତହୁଁ ସମାନେେ କଟି ରେ ଅଖା ପିନ୍ଧି ଓ ମୁଣ୍ତ ରେ ରଜ୍ଜୁ ବାନ୍ଧି ଇଶ୍ରାୟେଲର ରାଜା ନିକଟକୁ ୟାଇ ବିନଯର ସହିତ କହିଲେ, ତୁମ୍ଭର ଦାସ ବିନ୍ହଦଦ୍ କହୁଛି, 'ଦୟାକରି ମାେତେ ବଞ୍ଚାନ୍ତୁ।'

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்