Base Word
מָרָה
Short Definitionto be (causatively, make) bitter (or unpleasant); (figuratively) to rebel (or resist; causatively, to provoke)
Long Definitionto be contentious, be rebellious, be refractory, be disobedient towards, be rebellious against
Derivationa primitive root
International Phonetic Alphabetmɔːˈrɔː
IPA modmɑːˈʁɑː
Syllablemārâ
Dictionmaw-RAW
Diction Modma-RA
Usagebitter, change, be disobedient, disobey, grievously, provocation, provoke(-ing), (be) rebel (against, -lious)
Part of speechv

Numbers 20:10
ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।

Numbers 20:24
ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।

Numbers 27:14
ମନେ ପକାଅ, ଯେତବେେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କୋର୍ଧିତ ହେଲେ, ତୁମ୍ଭେ ଓ ହାରୋଣ ମାରେ ଆଜ୍ଞା ଅମାନ୍ଯ କଲ। ତୁମ୍ଭମାନେେ ମାରେ ପବିତ୍ରତାକୁ ଲୋକଙ୍କ ସମ୍ମୁଖ ରେ ସମ୍ମାନ କଲ ନାହିଁ। (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧିଅରେ ଘଟଣା କ୍ରମେ ହବେ।)

Deuteronomy 1:26
କିନ୍ତୁ ତୁମ୍ଭେ ସେ ଦେଶକକ୍ସ୍ଟ ୟିବାକକ୍ସ୍ଟ ମନା କରିଦଲେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଜ୍ଞା ବିରକ୍ସ୍ଟଦ୍ଧ ରେ ବିଦ୍ରୋହ ଚରଣ କଲ।

Deuteronomy 1:43
ମୁ ତୁମ୍ଭମାନଙ୍କୁ ଏହା କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶକ୍ସ୍ଟଣିଲ ନାହିଁ। ତୁମ୍ଭମାନେେ ସଦାପ୍ରଭୁଙ୍କର ଆଦେଶ ବିରକ୍ସ୍ଟଦ୍ଧ ରେ ବିଦ୍ରୋହ କଲ। ନିଜ ବଳ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତୁମ୍ଭମାନେେ ପର୍ବତ ଉପରକକ୍ସ୍ଟ ଚଢିଲ।

Deuteronomy 9:7
ତୁମ୍ଭମାନେେ ଏହି ପ୍ରାନ୍ତର ମଧିଅରେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ କିପରି କୋରଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭମାନେେ ତାହା ପାଶୋରି ୟାଅ ନାହିଁ। ତୁମ୍ଭେ ମିଶର ଦେଶରକ୍ସ୍ଟ ବାହାର ହବୋ ଦିନଠାରକ୍ସ୍ଟ ଏହି ସ୍ଥାନକକ୍ସ୍ଟ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେଅଛ।

Deuteronomy 9:23
ଏହାପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣଯଠାେରକ୍ସ୍ଟ ତୁମ୍ଭମାନଙ୍କୁ ପଠାଇ କହିଲେ, 'ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦଇେଅଛୁ, ତୁମ୍ଭମାନେେ ଉଠିୟାଇ ଅଧିକାର କର।' ସେ ସମୟରେ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଆଜ୍ଞା ରେ ବିଦ୍ରୋହାଚାରୀ ହେଲ ଓ ତୁମ୍ଭମାନେେ ତାହାଙ୍କକ୍ସ୍ଟ ବିଶ୍ବାସ କଲନାହିଁ, କିଅବା ତାହାଙ୍କ କଥା ଶକ୍ସ୍ଟଣିଲ ନାହିଁ।

Deuteronomy 9:24
ମୁ ତୁମ୍ଭମାନଙ୍କୁ ଜାଣିବା ଦିନଠାରକ୍ସ୍ଟ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେ ଆସିଅଛ।

Deuteronomy 21:18
ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।

Deuteronomy 21:20
ସମାନେେ ନଗରର ପ୍ରାଚୀନବର୍ଗମାନଙ୍କୁ କହନ୍ତକ୍ସ୍ଟ, 'ଆମ୍ଭ ପକ୍ସ୍ଟତ୍ର ଅବାଧ୍ଯ ଓ ଆଦେଶ ପାଳନ ପାଇଁ ଅବଜ୍ଞା କରୁଛି। ସେ ଅତ୍ଯଧିକ ଖାଦ୍ୟ ଓ ପ୍ରଚକ୍ସ୍ଟର ଦ୍ରାକ୍ଷାରସ ପାନ କରୁଛି।'

Occurences : 44

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்