Base Word
מָה
Short Definitionwhat?, why?, how?
Long Definitionwhat?, whatever
Derivationcorresponding to H4100
International Phonetic Alphabetmɔː
IPA modmɑː
Syllable
Dictionmaw
Diction Modma
Usagehow great (mighty), that which, what(-soever), why
Part of speechi

Ezra 4:22
ସାବଧାନ୍, ତୁମ୍ଭମାନେେ ଏ ବିଷଯ ରେ ହଳୋ କରନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।

Ezra 6:9
ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।

Ezra 7:18
ଆଉ ଅବଶିଷ୍ଟ ରୂପା ଓ ସୁନା ରେ ତୁମ୍ଭକୁ ଓ ତୁମ୍ଭ ଭାତୃବର୍ଗଙ୍କୁ ଯାହା କରିବାକୁ ଭଲ ଦିଶିବ, ତାହା ତୁମ୍ଭମାନେେ ଆପଣାମାନଙ୍କ ପରମେଶ୍ବରଙ୍କ ଇଚ୍ଛା ପ୍ରମାଣେ କରିବେ।

Ezra 7:23
ସ୍ବର୍ଗସ୍ଥ ପରମେଶ୍ବରଙ୍କ ଦ୍ବାରା ଯାହା ଯାହା ଆଜ୍ଞା କରାଯାଉଛି, ତାହାସବୁ ସ୍ବର୍ଗସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଠିକ୍ରୂପେ କରାଯାଉ, କାରଣ ରାଜା ଓ ତାହାଙ୍କ ପୁତ୍ରଗଣର ରାଜ୍ଯବିରୁଦ୍ଧ ରେ କାହିଁକି କୋପ ବର୍ତ୍ତିବ।

Daniel 2:15
ଦାନିୟେଲ ଅରିଯୋକ୍କୁ କହିଲେ, ରାଜଦଣ୍ତ ଏତେ କଠାେର କାହିଁକି?

Daniel 2:22
ସେ ଗଭୀର ଓ ଗୁପ୍ତ ବିଷଯ ସବୁ ପ୍ରକାଶ କରିପାରନ୍ତି। ଯେ ହତେୁ ଜ୍ଯୋତି ତାଙ୍କ ନିକଟରେ ବାସ କରେ। ଅନ୍ଧକାର ରେ ଯାହା ଅଛି ସେ ଜାଣନ୍ତି।

Daniel 2:28
ମାତ୍ର ସ୍ବର୍ଗସ୍ଥ ପରମେଶ୍ବର ହିଁ କବଳେ ନିଗୂଢ ବିଷଯମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ଯ ପରମେଶ୍ବର ନବୂଖଦ୍ନିତ୍ସଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ବପ୍ନ ଥିଲା ଏବଂ ଏହି ଗୁଡିକୁ ଆପଣ ବିଛଣା ରେ ଶୋଇଥିଲା ବେଳେ ଦେଖିଲେ।

Daniel 2:29
ହେ ମହାରାଜ, ଶୟ୍ଯା ଉପ ରେ ଆପଣ ଶୋଇଥିଲା ବେଳେ ଭବିଷ୍ଯତ ରେ କ'ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ ବିଷଯମାନ ପ୍ରକାଶ କରନ୍ତି, ସହେି ପରମେଶ୍ବର ଯାହା ଭବିଷ୍ଯତ ରେ ଘଟିବ ତାହା ଦର୍ଶନ ରେ ପ୍ରକାଶ କଲେ।

Daniel 2:29
ହେ ମହାରାଜ, ଶୟ୍ଯା ଉପ ରେ ଆପଣ ଶୋଇଥିଲା ବେଳେ ଭବିଷ୍ଯତ ରେ କ'ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ ବିଷଯମାନ ପ୍ରକାଶ କରନ୍ତି, ସହେି ପରମେଶ୍ବର ଯାହା ଭବିଷ୍ଯତ ରେ ଘଟିବ ତାହା ଦର୍ଶନ ରେ ପ୍ରକାଶ କଲେ।

Daniel 2:45
ଏବଂ ଆପଣ ସ୍ବପ୍ନ ରେ ଦେଖିଲେ କୌଣସି ଲୋକଦ୍ବାରା ଛଦେିତ ହାଇେ ନଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସହେି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୁର୍ଣ୍ଣ କଲା। ତେଣୁ ଯାହା ଏହାପ ରେ ଘଟିବ ତାହା ମହାନ୍ ପରମେଶ୍ବର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ବପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ଯ।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்