Base Word
יֶתֶר
Short DefinitionJether, the name of five or six Israelites and of one Midianite
Long Definitionfather-in-law of Moses
Derivationthe same as H3499
International Phonetic Alphabetjɛˈt̪ɛr
IPA modjɛˈtɛʁ
Syllableyeter
Dictionyeh-TER
Diction Modyeh-TER
UsageJether, Jethro
Part of speechn-pr-m

Judges 8:20
ଏହାପରେ ଗିଦ୍ଦିୟୋନ ଯେଥରକକ୍ସ୍ଟ କହିଲେ, ଯେ କି ତାଙ୍କର ଜେଷ୍ଠ ପକ୍ସ୍ଟତ୍ର ଥିଲା, ଏହି ରାଜାମାନଙ୍କୁ ହତ୍ଯାକର। କିନ୍ତୁ ଯେଥର ଜଣେ ବାଳକ ଥିବାରକ୍ସ୍ଟ ଭୟ କଲେ। ତେଣୁ ସେ ତାଙ୍କର ଖଡ୍ଗ ବାହାର କଲେ ନାହିଁ।

1 Kings 2:5
ଦାଉଦ ପୁଣି କହିଲେ, ସରୁଯାର ପୁତ୍ର ଯୋୟାବ ମାେ ବିରୁଦ୍ଧ ରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇଶ୍ରାୟେଲର ଦୁଇ ସନୋପତିଙ୍କୁ ହତ୍ଯା କରିଛି, ନରର ପୁତ୍ର ଅବନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଇର୍ଷାନ୍ବିତ ହାଇେ ହତ୍ଯା କଲା। ସହେି ରକ୍ତ ରେ ତା'ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମାରେ ଦଣ୍ତ ଦବୋର ଉଚିତ୍ ଥିଲା।

1 Kings 2:32
ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ଯା କରିଥିଲେ। ସମାନେେ ହେଲ ଇଶ୍ରାୟେଲର ସନୋପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସନୋପତି ଯେଥରର ପୁତ୍ର ଅମାସା। ସେ ମାେ ପିତା ଦାଉଦଙ୍କ ଅଜ୍ଞାତସାର ରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ଯା କରିଥିଲା। ତେଣୁ ସହେି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦବେେ।

1 Chronicles 2:17
ଅବୀଯଲେ ଅମାସାର ମାତା ଥିଲେ। ଅମାସାଙ୍କର ପିତା ଥିଲେ ଯେଥର। ଏହି ଯେଥର୍ ଇଶମାଯଲେୀଯ ଲୋକଙ୍କ ମଧ୍ଯରୁ ଆସିଥିଲା।

1 Chronicles 2:32
ୟାଦା ଶମ୍ମଯଙ୍କର ଭ୍ରାତା ଥିଲେ। ୟାଦାଙ୍କର ପୁତ୍ରମାନେ ଥିଲେ : ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହାଇେ ମୃତ୍ଯୁବରଣ କଲେ।

1 Chronicles 2:32
ୟାଦା ଶମ୍ମଯଙ୍କର ଭ୍ରାତା ଥିଲେ। ୟାଦାଙ୍କର ପୁତ୍ରମାନେ ଥିଲେ : ଯେଥର, ଯୋନାଥନ। ଯେଥର ନିଃସନ୍ତାନ ହାଇେ ମୃତ୍ଯୁବରଣ କଲେ।

1 Chronicles 4:17
ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମରଦେ, ଏଫର ଓ ଯାଲୋନ୍। ମଲଦଙ୍କେର ବିଥିଯା ନାମ୍ନୀ ଜଣେ ମିଶରୀଯା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିଯମ, ଶମ୍ମଯ ଓ ଇଷ୍ଟିମାୟଙ୍କେର ପିତା ୟିଶବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ୟିହୁଦୀଯ ପତ୍ନୀ ଯରେଦ୍ ହବରେ ଓ ୟିକୂଥୀଯଲଙ୍କେୁ ଜନ୍ମ ଦେଲେ।

1 Chronicles 7:38
ଯେଥରଙ୍କ ପୁତ୍ରମାନେ ଥିଲେ : ଯଫେୁନ୍ନି, ପିଷ୍ପ ଓ ଅରା।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்