Base Word
βῆμα
Short Definitiona step, i.e., foot-breath; by implication, a rostrum, i.e., a tribunal
Long Definitiona step, pace, the space which a foot covers, a foot-breath
Derivationfrom the base of G0939
Same asG0939
International Phonetic Alphabetˈβe.mɑ
IPA modˈve̞.mɑ
Syllablebēma
DictionVAY-ma
Diction ModVAY-ma
Usagejudgment-seat, set (foot) on, throne

Matthew 27:19
ପୀଲାତ ବିଚାରମଞ୍ଚ ରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: ଏହି ଧର୍ମିକ ଲୋକଟିର କିଛି ହେଲେ କ୍ଷତି କରନାହିଁ। ମୁଁ ତାହାଙ୍କ ବିଷୟ ରେ କାଲି ରାତି ରେ ଗୋଟିଏ ସ୍ବପ୍ନ ଦେଖିଛି। ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହାଇପେଡ଼ିଛି।

John 19:13
ପୀଲାତ ଯିହୂଦୀମାନଙ୍କର ଏହି କଥା ଶୁଣିଲେ। ତେଣୁ ସେ ଯୀଶୁଙ୍କୁ 'ପ୍ରସ୍ତରମଣ୍ଡପ' ନାମକ ସ୍ଥାନକୁ ଆଣିଲେ। ଏବ୍ରୀ ଭାଷା ରେ ଏହାର ନାମ 'ଗବ୍ବଥା' ଅଟେ। ପୀଲାତ ପ୍ରସ୍ତରମଣ୍ଡପରେ ଥିବା ବିଚାରସନ ରେ ବସିଲେ।

Acts 7:5
ପରମେଶ୍ବର ତାହାଙ୍କୁ କିଛି ଦେଲେ ନାହିଁ। ଏପରିକି ଗୋଟିଏ ଫୁଟ ଜାଗା ମଧ୍ଯ ନୁହେଁ। ସେତବେେଳେ ତାହାଙ୍କର କିଛି ପିଲାପିଲି ନଥିଲା। ପରମେଶ୍ବର ତାହାଙ୍କୁ ଓ ତାହାଙ୍କର ଭବିଷ୍ଯତ ଉତ୍ତରାଧିକାରୀଙ୍କୁ ଏହି ଭୂମି ଏକ ଅଧିକାର ରୂପେ ଦବୋପାଇଁ ପ୍ରତିଜ୍ଞା କରିଥିଲେ।

Acts 12:21
େ ହରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସମାନଙ୍କେୁ ଦଖାେ କରିବାପାଇଁ ସ୍ଥିର କଲେ। ସଦେିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନ ରେ ବସି ଲୋକମାନଙ୍କୁ ଭାଷଣ ଦେଲେ।

Acts 18:12
ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।

Acts 18:16
ସେ ଏହା କହି ସମାନଙ୍କେୁ ଅଦାଲତରୁ ବାହାର କରି ଦେଲେ।

Acts 18:17
ତା'ପରେ ସମାନେେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନଇେ ଅଦାଲତ ସାମନା ରେ ପିଟିଲେ। କିନ୍ତୁ ଗାଲ୍ଲିଯୋନ ଏଥି ପ୍ରତି ମାଟେେ ଦୃଷ୍ଟି ଦେଲନୋହିଁ।

Acts 25:6
ତା'ପରେ ଫେଷ୍ଟ ସମାନଙ୍କେ ସହିତ ଆଠ ଦଶଦିନ ରହି କାଇସରୀଆକୁ ଚ଼ାଲିଗଲେ। ତହିଁ ଆରଦିନ ସେ ବିଚ଼ାର ଆସନ ରେ ବସିଲେ, ଓ ପାଉଲଙ୍କୁ ଡ଼କାଇ ପଠାଇଲେ।

Acts 25:10
ପାଉଲ କହିଲେ, ମୁଁ ବର୍ତ୍ତମାନ କାଇସରଙ୍କ ବିଚ଼ାର ଆସନ ସମ୍ମୁଖ ରେ ଠିଆ ହାଇେଛି। ଏଠା ରେ ହିଁ ମାରେ ବିଚ଼ାର ହବେ। ମୁଁ ଯିହୂଦୀୟମାନଙ୍କ ପ୍ରତି ଯେ କୌଣସି ଭୁଲ କରି ନାହିଁ, ଏହା ଆପଣ ଜାଣନ୍ତି।

Acts 25:17
ତେଣୁ ଏହି ଯିହୂଦୀୟମାନେ ବିଚ଼ାର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନକରି ତହିଁ ଆରଦିନ ବିଚ଼ାର ସ୍ଥାନ ରେ ବସିଲି ଓ ସହେି ଲୋକକୁ ବିଚ଼ାରାଳୟକୁ ଆଣିବା ପାଇଁ ଆଦେଶ ଦଲେି।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்