No lexicon data found for Strong's number: 4690

Matthew 13:24
ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।

Matthew 13:27
ସହେି ବ୍ଯକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, 'ତୁମ୍ଭେ ତ ଜମି ରେ ଭଲ ବୀଜ ବୁଣିଥିଲ, ତବେେ ଏତେ ବାଳୁଙ୍ଗା କମେିତି ଉଠିଲା?'

Matthew 13:32
ସେ ବୀଜ ଅନ୍ୟ ବୀଜ ତୁଳନା ରେ ସବୁଠାରୁ େଛାଟ ଥାଏ, କିନ୍ତୁ ତାହା ଯେତବେେଳେ ବଡ ହୁଏ, ସେତବେେଳେ ବଗିଚା ରେ ସମସ୍ତ ଚାରା ଅପେକ୍ଷା ବଡ ହାଇଯୋଏ। ତାହା ଗଛ ରେ ପରିଣତ ହୁଏ। ଆକାଶର ପକ୍ଷୀମାନେ ଆସି ଏହି ଗଛର ଶାଖା ରେ ବସା ବାନ୍ଧି ଆଶ୍ରୟ ନିଅନ୍ତି।

Matthew 13:37
ଯୀଶୁ କହିଲେ, ଯେଉଁ ଲୋକ ଜଣକ କ୍ଷତେ ରେ ଭଲ ବୀଜ ବୁଣିଲେ, ସେ ହେଉଛନ୍ତି ମନୁଷ୍ଯପୁତ୍ର

Matthew 13:38
ପୃଥିବୀ ହେଉଛି କ୍ଷତେ। ସ୍ବର୍ଗରାଜ୍ଯ ରେ ଥିବା ପରମେଶ୍ବରଙ୍କ ସମସ୍ତ ସନ୍ତାନ ହେଲେ ଭଲ ବୀଜ, ବାଳୁଙ୍ଗାର ଅର୍ଥ ଶୟତାନର ଅନୁଚର।

Matthew 22:24
ସମାନେେ କହିଲେ, ହେ ଗୁରୁ, ମାଶାେ ଆମ୍ଭକୁ କହିଛନ୍ତି ଯଦି କୌଣସି ଲୋକ ସନ୍ତାନ ନଥାଇ ମରିଯାଏ, ତବେେ ତାର ଭାଇ ତାର ସ୍ତ୍ରୀକୁ ନିଶ୍ଚୟ ବିବାହ କରିବ, ଅତଏବ ନିଜ ମୃତ ଭାଇ ପାଇଁ ସମାନେେ ସନ୍ତାନ ଜନ୍ମ କରିବେ।

Matthew 22:25
ଆମ୍ଭ ଭିତ ରେ ସାତ ଭାଇ ଥିଲେ। ପ୍ରଥମ ଜଣକ ବିବାହ କରିଥିଲା। କିନ୍ତୁ ପରେ ମରିଗଲା। ତାର କୌଣସି ସନ୍ତାନ ନଥିଲେ। ତେଣୁ ତାର ଭାଇ ସହେି ସ୍ତ୍ରୀ ଲୋକଟିକୁ ବିବାହ କଲା।

Mark 4:31
ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ସୋରି। ଦାନା ଭଳି। ଏହି ସୋରି। ଦାନା, ତୁମ୍ଭେ ଜମି ରେ ବୁଣୁଥିବା ବୀଜଗୁଡିକ ଭିତ ରେ ସବୁଠାରୁ ଛଟେ।

Mark 12:19
ସମାନେେ କହିଲେ, ଗୁରୁ, ମାଶାେ ଆମ୍ଭମାନଙ୍କ ପାଇଁ ଲେଖିଛନ୍ତି ଯେ, ଯଦି କୌଣସି ବିବାହିତ ଲୋକ ପିଲାପିଲି ନଥାଇ ମରି ଯାଏ, ତବେେ ତା'ର ଭାଇର ସହେି ସ୍ତ୍ରୀଟିକୁ ବିବାହ କରିବା ଉଚିତ୍। ତା' ହେଲେ ସହେି ମୃତ ଭାଇଟି ପାଇଁ ବଂଶ ବୃଦ୍ଧି କରିପାରିବ।

Mark 12:20
ଥରେ ସାତ ଭାଇ ଥିଲେ। ସବୁଠାରୁ ବଡ ଭାଇ ବିବାହ କଲା। କିନ୍ତୁ କୌଣସି ପିଲାପିଲି ନଥାଇ ସେ ମରିଗଲା।

Occurences : 44

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்