Base Word
ὀσφῦς
Short Definitionthe loin (externally), i.e., the hip; internally (by extension) procreative power
Long Definitionthe hip (loin)
Derivationof uncertain affinity
Same as
International Phonetic Alphabetoˈsfys
IPA modowˈsfjus
Syllableosphys
Dictionoh-SFOOS
Diction Modoh-SFYOOS
Usageloin

Matthew 3:4
ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।

Mark 1:6
ଯୋହନ ଓଟ ଲୋମ ରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଚାରିପଟେ ଗୋଟିଏ ଚମଡାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।

Luke 12:35
କର୍ମ ପାଇଁ ସର୍ବଦା ପ୍ରସ୍ତୁତ ରୁହ। ତୁମ୍ଭର ଦୀପଗୁଡିକ ଜଳଇେ ରଖ।

Acts 2:30
ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ବର ତାହାଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ଯରୁ ଜଣଙ୍କୁ ତାହାଙ୍କ ସିଂହାସନ ରେ ବସାଇବେ।

Ephesians 6:14
ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।

Hebrews 7:5
ବ୍ଯବସ୍ଥା ଅନୁସାରେ ଲବେୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜେଲାକ ୟିହୁଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି।

Hebrews 7:10
ଲବେୀ ସେ ପର୍ୟ୍ଯନ୍ତ ଜନ୍ମ ନ ହାଇେଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷଦକଙ୍କେୁ ଭଟେିବା ସମୟରେ ଲବେୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀର ରେ ଥିଲେ।

1 Peter 1:13
ଆତ୍ମସଂୟମୀ ହୁଅ ଓ ନିଜ ମନକୁ ସବୋକାର୍ୟ୍ଯ ପାଇଁ ପ୍ରସ୍ତୁତ କର। ଯୀଶୁଖ୍ରୀଷ୍ଟ ଆସିବା ବେଳେ, ଯେଉଁ ଅନୁଗ୍ରହ ତୁମ୍ଭ୍ ପ୍ରତି ବର୍ତ୍ତିବ, ସେଥି ରେ ତୁମ୍ଭର ପୂର୍ଣ୍ଣ ଭରସା ରହିବା ଉଚିତ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்