Base Word
θάλασσα
Short Definitionthe sea (genitive case or specially)
Long Definitionthe sea
Derivationprobably prolonged from G0251
Same asG0251
International Phonetic Alphabetˈθɑ.lɑs.sɑ
IPA modˈθɑ.lɑs.sɑ
Syllablethalassa
DictionTHA-lahs-sa
Diction ModTHA-lahs-sa
Usagesea

Matthew 4:15
ସବୂଲୂନ ଓ ନପ୍ତାଲୀ ପ୍ରଦେଶ, ସମୁଦ୍ର ରାସ୍ତାର ନିକଟସ୍ଥ ୟର୍ଦ୍ଦନ ନଦୀର ପରପାରିସ୍ଥ ଗାଲୀଲୀର ଏକ ଅଣଯିହୂଦୀ ପ୍ରଦେଶ।

Matthew 4:18
ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

Matthew 4:18
ଯୀଶୁ ଗାଲୀଲୀ ହ୍ରଦ ପାଖ ଦଇେ ଯାଉଥିଲେ। ସେ (ପିତର ନାମ ରେ ଖ୍ଯାତ) ଶିମାନେ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ଦାଖିଲେ। ସମାନେେ ହ୍ରଦ ରେ ଜାଲ ପକାଉଥିଲେ। ସମାନେେ, ବ୍ଯବସାୟ ରେ କେଉଟ ଥିଲେ।

Matthew 8:24
ସହେି ସମୟରେ ହ୍ରଦ ରେ ଭୟଙ୍କର ଝଡ ହେଲା। ଲହଡି ରେ ଡଙ୍ଗା ଓଲଟ ପାଲଟ ହାଇେ ପଡୁଥିଲା। କିନ୍ତୁ ଯୀଶୁ ଶାଇେ ଥିଲେ।

Matthew 8:26
ଯୀଶୁ ସମାନଙ୍କେୁ କହିଲେ, ହେ ଅଳ୍ପ ବିଶ୍ବାସୀଗଣ, ତୁମ୍ଭେ ସବୁ ଏତେ ଡରିଯାଉଛ କାହିଁକି? ତା'ପରେ ଯୀଶୁ ଉଠିଲେ। ସେ ପବନ ଓ ଲହଡିକୁ ଧମକ ଦେଲେ। ପବନ ବନ୍ଦ ହାଇଗେଲା। ହ୍ରଦ ଶାନ୍ତ ହାଇଗେଲା। ତା'ପରେ ସଠାେରେ ସମ୍ପୂର୍ଣ୍ଣ ନୀରବତା ଆସିଗଲା।

Matthew 8:27
ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କହିଲେ, ଏ କି ପ୍ରକାର ବ୍ଯକ୍ତି? ଏପରିକି ପବନ ଓ ହ୍ରଦ ମଧ୍ଯ ତାହାଙ୍କ କଥା ମାନୁଛନ୍ତି?

Matthew 8:32
ଯୀଶୁ ସମାନଙ୍କେୁ କହିଲେ, ଯାଅ! ତେଣୁ ଭୂତମାନେ ମଣିଷଙ୍କ ଦହରେୁ ବାହାରି ଘୁଷୁରିମାନଙ୍କ ଦହକେୁ ଚାଲିଗଲେ। ତାପରେ ସହେି ଘୁଷୁରିପଲ ତୀଖ ପାହାଡରୁ ତଳକୁ ଗଡିଯାଇ ଶଷେ ରେ ହ୍ରଦ ରେ ବୁଡିଗଲେ।

Matthew 13:1
ସହେି ଦିନ ଯୀଶୁ ସହେି ଘରୁ ବାହାରି ଚାଲିଗଲେ ଓ ହ୍ରଦ କୂଳ ରେ ଯାଇ ବସିଲେ।

Matthew 13:47
ସ୍ବର୍ଗରାଜ୍ଯ ମଧ୍ଯ ହ୍ରଦ ରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥି ରେ ବିଭିନ୍ନ ପ୍ରକାରର ମାଛ ଧରା ପଡିଲେ।

Matthew 14:24
ସେତବେେଳକେୁ ହ୍ରଦ ଭିତ ରେ ଡଙ୍ଗା ଅନକେ ଦୂରକୁ ଚାଲିଯାଇଥିଲା। ଢେଉ ରେ ଧକ୍କା ଖାଇ ଡଙ୍ଗଟି ଟଳମଳ ହେଉଥିଲା। ଖୁବ୍ ଜାରେ ରେ ପ୍ରତିକୂଳ ପବନ ବହୁଥିଲା।

Occurences : 92

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்