Matthew 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
Luke 5:18
ସତେିକି ବେଳେ କେତକେ ଲୋକ ଗୋଟିଏ ପକ୍ଷାଘାତ ରୋଗୀକୁ ଖଟ ରେ ବୋହିକରି ଯୀଶୁଙ୍କ ପାଖକୁ ଆଣିଲେ। ସମାନେେ ରୋଗୀଟିକୁ ଭିତରକୁ ଆଣି ଯୀଶୁଙ୍କ ଆଗ ରେ ରଖିବା ପାଇଁ ଚେଷ୍ଟା କଲେ।
Luke 5:19
କିନ୍ତୁ ସଠାେରେ ଏତେ ଲୋକ ଥିଲେ ଯେ ସମାନେେ ଯୀଶୁଙ୍କ ପାଖକୁ ୟିବାକୁ ବାଟ ପାଇଲେ ନାହିଁ। ତେଣୁ ସମାନେେ ଛାତ ଉପରକୁ ଚାଲିଗଲେ। ଛାତରୁ ଛପର କିଛି ବାହାର କରି କଣାଟିଏ କଲେ। ସମାନେେ ସହେି କଣା ବାଟେ ପକ୍ଷାଘାତ ରୋଗୀଟିକୁ ଖଟ ସହିତ ଯୀଶୁଙ୍କ ସାମନାକୁ ଖ ସଇେ ଦେଲେ।
Luke 11:4
ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'
Acts 17:20
ତୁମ୍ଭେ ଆମ୍ଭ ନିକଟରେ କେତକେ ଅଦ୍ଦ୍ଭୂତ ବିଚ଼ାରମାନ ଉପସ୍ଥାପିତ କରୁଛ ଓ ଆମ୍ଭମାନେେ ସଗେୁଡ଼ିକ କ'ଣ ତାହା ଜାଣିବାକୁ ଚ଼ାହୁଁ।
1 Timothy 6:7
ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତବେେଳେ ଆମ୍ଭେ ମରିୟିବା ଏଠାରୁ କିଛି ନଇେ ଯାଇ ପାରିବା ନାହିଁ।
Hebrews 13:11
ମହାୟାଜକ ପଶୁମାନଙ୍କର ରକ୍ତକୁ ଅତି ପବିତ୍ର ସ୍ଥାନକୁ ନଇେ ଯାଆନ୍ତି, ଓ ପାପ ପାଇଁ ସେ ରକ୍ତକୁ ସମର୍ପଣ କରନ୍ତି। କିନ୍ତୁ ଶିବିର ବାହା ରେ ପଶୁମାନଙ୍କର ଶରୀରଗୁଡ଼ିକୁ ପୋଡ଼ି ଦିଆଯାଏ।
Occurences : 7
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்