Base Word
διάβολος
Short Definitiona traducer; specially, Satan (compare H7854)
Long Definitionprone to slander, slanderous, accusing falsely
Derivationfrom G1225
Same asH7854
International Phonetic Alphabetðiˈɑ.βo.los
IPA modðiˈɑ.vow.lows
Syllablediabolos
Dictionthee-AH-voh-lose
Diction Modthee-AH-voh-lose
Usagefalse accuser, devil, slanderer

Matthew 4:1
ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।

Matthew 4:5
ତା'ପରେ ଶୟତାନ ତାହାଙ୍କୁ ପବିତ୍ର ନଗରୀ ୟିରୂଶାଲମକୁ ନଇଗେଲା। ସେ ଯୀଶୁଙ୍କକୁ ମନ୍ଦିରର ସବୁଠାରୁ ଉଚ୍ଚ ସ୍ଥାନ ରେ ରଖିଲା।

Matthew 4:8
ତାପରେ, ସେ ଯୀଶୁଙ୍କୁ ବହୁତ ଉଚ୍ଚ ପର୍ବତ ଉପରକୁ ନାଇଗଲା ଏବଂ ତାହାଙ୍କୁ ସଂସାରର ସମସ୍ତ ରାଜ୍ଯ ଓ ସଗେୁଡିକର ଐଶ୍ବର୍ୟ୍ଯ ଦଖାଇେଲା.

Matthew 4:11
ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।

Matthew 13:39
ଯେଉଁ ଶତୃ ଜଣକ ବାଳୁଙ୍ଗା ବୁଣି ଦଇେଥିଲା, ସେ ହେଉଛି ଶୟତାନ। ଫସଲ କାଟିବା ସମୟ ହେଉଛି ଜଗତର ଅନ୍ତିମ ସମୟ ଏବଂ କଟାଳି ହେଉଛନ୍ତି ସ୍ବର୍ଗଦୂତମାନେ।

Matthew 25:41
ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, 'ମାେ ପାଖରୁ ଚ଼ାଲିଯାଅ। ପରମେଶ୍ବର ତୁମ୍ଭ ନିମନ୍ତେ ଦଣ୍ଡ ନିରୁପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ୟିବ, ଯାହାକି ଶୟତାନ ଓ ତାର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହାଇେଛି।

Luke 4:2
ସଠାେରେ ଶୟତାନ ଚାଳିଶ ଦିନ ପର୍ୟ୍ଯନ୍ତ ତାହାଙ୍କର ପରୀକ୍ଷା ନଲୋ। ସହେି ଦିନମାନଙ୍କ ରେ ଯୀଶୁ କିଛି ନଖାଇ ନପିଇ ରହିଲେ। ସହେି ଦିନତକ ସରିୟିବା ପରେ ଯୀଶୁଙ୍କୁ ବଡ ଭୋକ ଲାଗିଲା।

Luke 4:3
ଶୟତାନ ଯୀଶୁଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ସନ୍ତାନ ତବେେ ଏହି ପଥରଟିକୁ କୁହ, ସେ ରୋଟୀ ହାଇଯୋଉ।

Luke 4:5
ତା'ପରେ ଶୟତାନ ତାହାଙ୍କୁ ବହୁତ ଉପରକୁ ନଇଯାେଇ କ୍ଷଣକ ମଧିଅରେ ସାରା ସଂସାରର ସମସ୍ତ ରାଜ୍ଯ ଦଖାଇେ ଦଲୋ।

Luke 4:6
ଶୟତାନ ଯୀଶୁଙ୍କୁ କହିଲା, ମୁଁ ଏହିସବୁ ରାଜ୍ଯ ଏବଂ ସମାନଙ୍କେର ସମସ୍ତ କ୍ଷମତା ବିଭବ ତୁମ୍ଭକୁ ଦଇେ ଦବେି। ସଗେୁଡିକୁ ମାେତେ ଦିଆ ଯାଇଛି। ମୁଁ ଯାହାକୁ ଚାହିଁବି, ତାହାକୁ ଏ ସମସ୍ତ ଦଇପୋରିବି।

Occurences : 38

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்