Psalm 82:1
ପରେମେଶ୍ବର ପରମେଶ୍ବରଙ୍କ ମଣ୍ଡଳୀ ମଧ୍ୟରେ ଛିଡ଼ା ହୁଅନ୍ତି। ସେ ବିଚାରକର୍ତ୍ତାମାନଙ୍କ ମଧ୍ୟରେ ବିଚାର କରନ୍ତି।
Psalm 82:1 in Other Translations
King James Version (KJV)
God standeth in the congregation of the mighty; he judgeth among the gods.
American Standard Version (ASV)
God standeth in the congregation of God; He judgeth among the gods.
Bible in Basic English (BBE)
<A Psalm. Of Asaph.> God is in the meeting-place of God; he is judging among the gods.
Darby English Bible (DBY)
{A Psalm of Asaph.} God standeth in the assembly of ùGod, he judgeth among the gods.
Webster's Bible (WBT)
A Psalm of Asaph. God standeth in the congregation of the mighty; he judgeth among the gods.
World English Bible (WEB)
> God presides in the great assembly. He judges among the gods.
Young's Literal Translation (YLT)
-- A Psalm of Asaph. God hath stood in the company of God, In the midst God doth judge.
| God | אֱֽלֹהִ֗ים | ʾĕlōhîm | ay-loh-HEEM |
| standeth | נִצָּ֥ב | niṣṣāb | nee-TSAHV |
| in the congregation | בַּעֲדַת | baʿădat | ba-uh-DAHT |
| mighty; the of | אֵ֑ל | ʾēl | ale |
| he judgeth | בְּקֶ֖רֶב | bĕqereb | beh-KEH-rev |
| among | אֱלֹהִ֣ים | ʾĕlōhîm | ay-loh-HEEM |
| the gods. | יִשְׁפֹּֽט׃ | yišpōṭ | yeesh-POTE |
Cross Reference
2 Chronicles 19:6
ଯିହାଶାଫେଟ୍ ଏହି ବିଚାରକର୍ତ୍ତାମାନଙ୍କୁ କହିଲେ, ତୁମ୍ଭମାନେେ ଯାହା କହୁଅଛ, ସେ ବିଷଯ ରେ ବିଶଷେ ସାବଧାନ ହୁଅ, କାରଣ ଲୋକମାନେ ବିଚାର କଲା ପରି ତୁମ୍ଭମାନେେ ନିଶ୍ଚିତ ସପରେି ବିଚାର କରିବ ନାହିଁ, କିନ୍ତୁ ସଦାପ୍ରଭୁଙ୍କ ପରି କରିବ। ଯେତବେେଳେ ତୁମ୍ଭମାନେେ ଗୋଟିଏ ନିଷ୍ପତ୍ତି ନବେ, ସେତବେେଳେ ସଦାପ୍ରଭୁ ତୁମ୍ଭ ସହିତ ଥିବେ।
Ecclesiastes 5:8
କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
Isaiah 3:13
ସଦାପ୍ରଭୁ ଲୋକମାନଙ୍କର ବିଚାର ପାଇଁ ଠିଆ ହେଉଛନ୍ତି। ସେ ଜାଗି ଉଠିବେ ଓ ତାଙ୍କର ଲୋକମାନଙ୍କ ବିଚାର କରିବେ ?
Psalm 58:11
ଯେତବେେଳେ ଏପରି ଘଟେ, ଲୋକମାନେ କହିବେ, ଏଣୁ ଯେଉଁ ଲୋକମାନେ ୟାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। ସତରେ ପରମେଶ୍ବର ଅଛନ୍ତି, ୟିଏ ପୃଥିବୀ ଉପରେ ବିଚାର କରନ୍ତି।
Exodus 22:28
ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।
Exodus 21:6
ଯଦି ଏପରି ଘଟେ, ତବେେ ତା'ର ମୁନିବ ତାଙ୍କୁ ପରମେଶ୍ବରଙ୍କ ସମ୍ମୁଖକୁ ଆଣିବ, ତା'ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀ ରେ ତା'ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା'ର ସବୋ କରିବ।
John 10:35
ଏହି ଧର୍ମଶାସ୍ତ୍ର କୁ ହେ ଯେ ଯେଉଁମାନେ ପରମେଶ୍ବରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସମାନେେ ଇଶ୍ବରଗଣ। ଆଉ ଶାସ୍ତ୍ରର ବାକ୍ଯ ସର୍ବଦା ସତ୍ଯ।
Psalm 138:1
ହେ ପରମେଶ୍ବର, ମୁଁ ମାରେ ହୃଦଯ ସହିତ ତୁମ୍ଭର ପ୍ରଶଂସା ଗାନ କରିବି। ସମସ୍ତ ଦବେତାଗଣଙ୍କ ସମ୍ମୁଖରେ ମୁଁ ତୁମ୍ଭ ପାଇଁ ପ୍ରଶଂସାର ଗୀତ ଗାନ କରିବି।
Psalm 82:6
ମୁଁ (ପରମେଶ୍ବର) କହିଲି, ତୁମ୍ଭମାନେେ ଈଶ୍ବରଗଣ ଓ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ।
Exodus 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍