Base Word
נָצַב
Short Definitionto station, in various applications (literally or figuratively)
Long Definitionto stand, take one's stand, stand upright, be set (over), establish
Derivationa primitive root
International Phonetic Alphabetn̪ɔːˈt͡sˤɑb
IPA modnɑːˈt͡sɑv
Syllablenāṣab
Dictionnaw-TSAHB
Diction Modna-TSAHV
Usageappointed, deputy, erect, establish, × Huzzah (by mistake for a proper name), lay, officer, pillar, present, rear up, set (over, up), settle, sharpen, establish, (make to) stand(-ing) (still, up, upright), best state
Part of speechv

Genesis 18:2
ଅବ୍ରହାମ ଦେଖିଲେ ତିନିଜଣ ଲୋକ ତାଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ। ଅବ୍ରହାମ ଏହା ଦେଖିବାପରେ ସମାନଙ୍କେ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

Genesis 21:28
ଅବ୍ରହାମ ମଧ୍ଯ ମଷେପଲରୁ ସାତଟା ମଷେବତ୍ସା ଅଲଗା କରି ରଖିଲେ।

Genesis 21:29
ଅବିମଲକେ ଅବ୍ରହାମକୁ ପଚ଼ାରିଲେ, କାହିଁକି ତୁମ୍ଭେ ଏହି ସାତଟା ମଷେକୁ ଅଲଗା କଲ?

Genesis 24:13
ଏହିଠା ରେ ମୁଁ କୂପ ନିକଟରେ ଛିଡ଼ା ହାଇେ ଅଛି। ଏବଂ ନଗରରୁ କନ୍ଯାମାନେ ପାଣି ନବୋକୁ ଏଠାକୁ ଆସୁଛନ୍ତି।

Genesis 24:43
ମୁଁ ସହେି କୂପ ନିକଟରେ ଠିଆ ହଲିେ ଏବଂ ଜଣେ ନିରୁପିତ କନ୍ଯାକୁ ଅପେକ୍ଷା କଲି, ୟିଏ ଏଠାକୁ ପାଣି ପାଇଁ ଆସିବ। ଏହାପରେ ମୁଁ କହିଲି, ଦୟାକରି ମାେତେ ତୁମ୍ଭ ପାତ୍ରରୁ ଜଳପ୍ନ କରିବାକୁ ଦିଅ।

Genesis 28:12
ଯାକୁବ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ ଏକ ସିଡ଼ି ଭୂମିରୁ ସ୍ବର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ବରଙ୍କର ଦୂତଗଣ ସହେି ସିଢ଼ିଦଇେ ଚଢୁଛନ୍ତି ଓ ଓହ୍ଲାଉଛନ୍ତ।

Genesis 28:13
ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।

Genesis 33:20
ପୁଣି ଯାକୁବସସଠାଲର ପରଲମଶ୍ବରଙ୍କର ଉପାସନା ପାଇଁ ଏକ ୟଜ୍ଞବଲଦୀ ସ୍ଥାପନ କଲଲ। ଯାକୁବସସହି ସ୍ଥାନର ନାମସଦଲଲ, "ଏଲ ଇଶ୍ରାଲୟଲର ପରଲମଶ୍ବର।"

Genesis 35:14
ଯାକୁବ ସଠାେରେ ଏକ ସ୍ମରଣାର୍ଥକ ପ୍ରସ୍ଥର ସ୍ଥାପନ କଲେ। ଯାକୁବ ସଠାେରେ ପଯେ ନବୈେଦ୍ଯ ଓ ତୈଳ ଢ଼ାଳିଲେ।

Genesis 35:20
ରାହେଲର କବରସ୍ଥାନ ରେ ଯାକୁବ ଏକ ସ୍ତମ୍ଭ ସ୍ଥାପନ କଲେ। ସହେି ସ୍ତମ୍ଭ ଆଜିପର୍ୟ୍ଯନ୍ତ ରାହେଲ କବରକୁ ଚିହ୍ନାଏ।

Occurences : 75

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்