Base Word
שָׁבַת
Short Definitionto repose, i.e., desist from exertion; used in many implied relations (causative, figurative or specific)
Long Definitionto cease, desist, rest
Derivationa primitive root
International Phonetic Alphabetʃɔːˈbɑt̪
IPA modʃɑːˈvɑt
Syllablešābat
Dictionshaw-BAHT
Diction Modsha-VAHT
Usage(cause to, let, make to) cease, celebrate, cause (make) to fail, keep (sabbath), suffer to be lacking, leave, put away (down), (make to) rest, rid, still, take away
Part of speechv

ଆଦି ପୁସ୍ତକ 2:2
ସପ୍ତମ ଦିନ ରେ, ପରମେଶ୍ବର ସୃଷ୍ଟିର ପ୍ରେତ୍ୟକକ କାର୍ୟ୍ଯ ଜିନିଷକୁ ସମାପ୍ତ କଲେ। ସେଥିପାଇଁ ସପ୍ତମ ଦିନ ରେ ପରମେଶ୍ବର ଆପଣାର ସମସ୍ତ କାର୍ୟ୍ଯରୁ ବିଶ୍ରାମ ନେଲେ।

ଆଦି ପୁସ୍ତକ 2:3
ତା'ପରେ ପରମେଶ୍ବର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ବର ସମସ୍ତ ଜିନିଷ ସୃଷ୍ଟି କରିସାରିଲା ପରେ ବିଶ୍ରାମ ନେଲେ।

ଆଦି ପୁସ୍ତକ 8:22
ଯେ ପର୍ୟ୍ଯନ୍ତ ପୃଥିବୀ ରହିଛି, ସପେର୍ୟ୍ଯନ୍ତ ବୁଣିବାର ସମୟ ଓ ଅମଳ କରିବାର ସମୟ ଥଣ୍ଡା ଓ ଗରମ, ପୁଣି ଗ୍ରୀଷ୍ମ ଓ ଶୀତକାଳ, ଦିବସ ଓ ରାତ୍ରି ଏସବୁ ପୃଥିବୀ ରେ ଚ଼ାଲିଥିବ।

ଯାତ୍ରା ପୁସ୍ତକ 5:5
ଏଠା ରେ ଅନକେ ଲୋକ ଅଛନ୍ତି। ତୁମ୍ଭମାନେେ ସମାନଙ୍କେୁ ସମାନଙ୍କେର କର୍ମରୁ ନିବୃତ୍ତ କରୁଅଛ।

ଯାତ୍ରା ପୁସ୍ତକ 12:15
ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।

ଯାତ୍ରା ପୁସ୍ତକ 16:30
ତେଣୁ ଲୋକମାନେ ବିଶ୍ରାମ ଦିନ ରେ ବିଶ୍ରାମ କଲେ।

ଯାତ୍ରା ପୁସ୍ତକ 23:12
ଛଅ ଦିନ ଧରି କାର୍ୟ୍ଯ କର ଏବଂ ସପ୍ତମ ଦିନ ରେ ବିଶ୍ରାମ କର। ଏପରି ମଧ୍ଯ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ଯ ଏପରି କରିବ। ସମାନଙ୍କେ ପାଇଁ ସପ୍ତମ ଦିନଟି ବିଶ୍ରାମ ଦବେ।

ଯାତ୍ରା ପୁସ୍ତକ 31:17
ମାରେ ଓ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଏହା ଏକ ଅନନ୍ତସାକାଳୀନ ଚିହ୍ନ ହବୋ ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନ ରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନ ରେ ବିଶ୍ରାମ କରି ଆଶ୍ବାସିତ ହାଇେଥିଲେ।'

ଯାତ୍ରା ପୁସ୍ତକ 34:21
ତୁମ୍ଭମାନେେ ଛଅଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭମାନେେ ବିଶ୍ରାମ ନବେ। ତୁମ୍ଭମାନେେ ଏପରିକି ଶସ୍ଯ ବୁଣା ଏବଂ ଶସ୍ଯ ଅମଳ ସମୟରେ ଏହି ନିଯମ ପାଳନ କରିବ।

ଯାତ୍ରା ପୁସ୍ତକ 34:21
ତୁମ୍ଭମାନେେ ଛଅଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭମାନେେ ବିଶ୍ରାମ ନବେ। ତୁମ୍ଭମାନେେ ଏପରିକି ଶସ୍ଯ ବୁଣା ଏବଂ ଶସ୍ଯ ଅମଳ ସମୟରେ ଏହି ନିଯମ ପାଳନ କରିବ।

Occurences : 71

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்