Base Word
מִשְׁלוֹחַ
Short Definitiona sending out, i.e., (abstractly) presentation (favorable), or seizure (unfavorable); also (concretely) a place of dismissal, or a business to be discharged
Long Definitionoutstretching, sending, sending forth
Derivationor מִשְׁלֹחַ; also מִשְׁלָח; from H7971
International Phonetic Alphabetmɪʃˈlo.ɑħ
IPA modmiʃˈlo̞w.ɑχ
Syllablemišlôaḥ
Dictionmish-LOH-ah
Diction Modmeesh-LOH-ak
Usageto lay, to put, sending (forth), to set
Part of speechn-m
Base Word
מִשְׁלוֹחַ
Short Definitiona sending out, i.e., (abstractly) presentation (favorable), or seizure (unfavorable); also (concretely) a place of dismissal, or a business to be discharged
Long Definitionoutstretching, sending, sending forth
Derivationor מִשְׁלֹחַ; also מִשְׁלָח; from H7971
International Phonetic Alphabetmɪʃˈlo.ɑħ
IPA modmiʃˈlo̞w.ɑχ
Syllablemišlôaḥ
Dictionmish-LOH-ah
Diction Modmeesh-LOH-ak
Usageto lay, to put, sending (forth), to set
Part of speechn-m

ଦିତୀୟ ବିବରଣ 12:7
ସହେି ସ୍ଥାନ ରେ ତୁମ୍ଭମାନେେ ଓ ତୁମ୍ଭମାନଙ୍କର ପରିବାର ସଦସ୍ଯଗଣ ସଦାପ୍ରଭୁଙ୍କ ଉପସ୍ଥିତ ରେ ଭୋଜନ କରିବ। ତୁମ୍ଭକୁ ଯାହା ପ୍ରାଲ୍ଗି ହାଇେଛି ସେଥି ରେ ଆନନ୍ଦିତ ହକ୍ସ୍ଟଅ, ଯେ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଶୀର୍ବାଦ କରିଛନ୍ତି।

ଦିତୀୟ ବିବରଣ 12:18
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ସ୍ଥାନ ମନୋନୀତ କରିବେ ସହେି ସ୍ଥାନ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭମାନେେ ତାହା ଭୋଜନ କରିବ। ତୁମ୍ଭେ ଓ ତୁମ୍ଭର ପକ୍ସ୍ଟତ୍ର ତୁମ୍ଭର କନ୍ଯା ତକ୍ସ୍ଟମ୍ଭ ଦାସ ଓ ଦାସୀଗଣ ଏବଂ ନଗରଦ୍ବାର ମଧ୍ଯବର୍ତ୍ତୀ ଲବେୀୟ ଲୋକ ସହେି ନବୈେଦ୍ଯ ଭୋଜନ କରିବ। ଯେଉଁଗକ୍ସ୍ଟଡିକ ତୁମ୍ଭମାନଙ୍କର କଠିନ ପରିଶ୍ରମର ଫଳ, ତହିଁରେ ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ତୁମ୍ଭେ ଆନନ୍ଦ କରିବ।

ଦିତୀୟ ବିବରଣ 15:10
ତୁମ୍ଭମାନେେ ନିଶ୍ଚିତ ଭାବରେ ହୃଦଯ ରେ ସହିତ ତାଙ୍କୁ ଦବୋ ଉଚିତ୍। ତାଙ୍କୁ ଦବୋ ବେଳେ ତୁମ୍ଭେ କକ୍ସ୍ଟସ୍ଖିତ ହବୋ ଉଚିତ୍ ନକ୍ସ୍ଟ ହେଁ। କାରଣ ସହେି କର୍ମ ହତେକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭର ସମସ୍ତ କର୍ମ ରେ ଓ ତୁମ୍ଭେ ଯେଉଁ ବିଷଯ ରେ ଧ୍ଯାନ ଦିଅ, ସଦାପ୍ରଭୁ ସେଥି ରେ ତୁମ୍ଭକୁ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 23:20
ତୁମ୍ଭମାନେେ ବିଦେଶୀମାନଙ୍କଠାରକ୍ସ୍ଟ ସକ୍ସ୍ଟଧ ଗ୍ରହଣ କରିପାରିବ। କିନ୍ତୁ ତୁମ୍ଭମାନେେ କୌଣସି ଇଶ୍ରାୟେଲ ଲୋକଠାରକ୍ସ୍ଟ ସକ୍ସ୍ଟଧ ନବୋ ଉଚିତ୍ ନକ୍ସ୍ଟହଁ। ତେଣୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭେ ଯାହା କରୁଛ ପ୍ରେତ୍ୟକକର ଆଶୀର୍ବାଦ କରିବେ, ଯାହା ତୁମ୍ଭେ ଅଧିକାର କରିବା ପାଇଁ ଯାଉଛ। ତୁମ୍ଭେ ଏହି ନିଯମ ଅନକ୍ସ୍ଟସରଣ କର, ତବେେ ତୁମ୍ଭେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶ୍ବରଙ୍କର ଆଶୀର୍ବାଦର ପାତ୍ର ହବେ। ସଦାପ୍ରଭୁ ତୁମ୍ଭକୁ ସବୁ କାର୍ୟ୍ଯ ରେ ତୁମ୍ଭକୁ ଆଶୀର୍ବୀଦ କରିବେ।

ଦିତୀୟ ବିବରଣ 28:8
ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।

ଦିତୀୟ ବିବରଣ 28:20
ତୁମ୍ଭେ ଯଦି କକ୍ସ୍ଟକର୍ମ କର ଏବଂ ସଦାପ୍ରଭୁଙ୍କ ପ୍ରତି ବିମକ୍ସ୍ଟଖ ହକ୍ସ୍ଟଅ, ତବେେ ସେ ତୁମ୍ଭର ସର୍ବଦା ଅମଙ୍ଗଳ କରିବେ। ତୁମ୍ଭର ସବୁ କାର୍ୟ୍ଯ ରେ ହତୋତ୍ସାହ ଓ ଅସକ୍ସ୍ଟବିଧା ଜନ୍ମିବ। ତୁମ୍ଭେ ସଐୂର୍ଣ ଭାବରେ ବିନାଶ ହବୋ ପର୍ୟ୍ଯନ୍ତ ସେ ତୁମ୍ଭର ଏହିପରି କରିବେ। ସେ ତକ୍ସ୍ଟମ୍ଭ ପ୍ରତି ଏପରି କରିବେ କାରଣ ତୁମ୍ଭେ ତାଙ୍କଠା ରେ ବିମକ୍ସ୍ଟଖ ହାଇେଛ ଓ ତାଙ୍କଠାରକ୍ସ୍ଟ ଦୂ ରଇେ ରହିଛ।

ଏଷ୍ଟର ବିବରଣ 9:19
ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।

ଏଷ୍ଟର ବିବରଣ 9:22
ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।

ଯିଶାଇୟ 7:25
ଦିନ ଥିଲାସଲାକମାଲନସସଠାସର କାର୍ୟ୍ଯରତ ରହୁଥିଲଲ ଓ ପାହାଡ଼ ଉପସର ଖାଦ୍ୟ ଉତ୍ପାଦନ କରୁଥିଲଲ। ମାତ୍ରସସଦିନସଲାକମାଲନ ଆଉସସଠାକୁ ଯିଲବ ନାହିଁ।ସସହି ସ୍ଥାନ ଅନାବନା ଘାସ ଓ କଣ୍ଟକଲର ପୂର୍ଣ୍ଣସହବ। କଲବଳ ମଲଣ୍ଢା ଓସଗାରୁପଲମାନଙ୍କରସସ ଚରାଭୂଇଁସହବ।'

ଯିଶାଇୟ 11:14
ମାତ୍ର ଇଫ୍ରଯିମ ଓ ଯିହୁଦା ଉଭୟେ ପଲେଷ୍ଟୀୟ ଆକ୍ରମଣ କରିବେ। ଏହି ଉଭୟ ଗୋଷ୍ଠୀ ପକ୍ଷୀ ସଦୃଶ କ୍ଷୁଦ୍ର ପ୍ରାଣୀଙ୍କ ଉପରୁ ଝାମ୍ପ ମାରିବେ। ପୂର୍ବଦେଶୀଯ ଲୋକମାନଙ୍କର ସମାନେେ ଧନସମ୍ପଦ ଲୁଣ୍ଠନ କରିବେ। ସେ ଉଭୟେ ଗୋଷ୍ଠୀ ଇଦୋମ, ମାୟୋବ ଓ ଅମ୍ମାନରେ ସନ୍ତାନଗଣଙ୍କୁ ଆଯତ୍ତ କରିବେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்