Base Word
βασιλικός
Short Definitionregal (in relation), i.e., (literally) belonging to (or befitting) the sovereign (as land, dress, or a courtier), or (figuratively) preeminent
Long Definitionof or belong to a king, kingly, royal, regal
Derivationfrom G0935
Same asG0935
International Phonetic Alphabetβɑ.si.liˈkos
IPA modvɑ.si.liˈkows
Syllablebasilikos
Dictionva-see-lee-KOSE
Diction Modva-see-lee-KOSE
Usageking's, nobleman, royal

ଯୋହନଲିଖିତ ସୁସମାଚାର 4:46
ଯୀଶୁ ଗାଲୀଲର କାନା ନଗରକୁ ପୁଣି ଥରେ ଗଲେ। କାନ୍ନା ରେ ସେ ଜଳକୁ ଦ୍ରାକ୍ଷାରସ ରେ ପରିଣତ କରିଥିଲେ। ରାଜାଙ୍କର ଜଣେ ମୁଖ୍ଯକର୍ମଚାରୀ କଫର୍ନାହୂମ ନଗର ରେ ବାସ କରୁଥିଲେ। ଏହି ବ୍ଯକ୍ତିଙ୍କର ପୁତ୍ର ଅସୁସ୍ଥ ଥିଲା।

ଯୋହନଲିଖିତ ସୁସମାଚାର 4:49
ରାଜକର୍ମଚାରୀଜଣକ କହିଲେ, ମହାଶୟ, ମାେ ପୁତ୍ର ମରିବା ପୂର୍ବରୁ ଆପଣ ମାେ ଘରକୁ ଆସନ୍ତୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:20
େ ହରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସମାନେେ ଦଳଦଳ ହାଇେ ତାହାଙ୍କୁ ଦେଖିବାକୁ ଆସିଲେ। ସମାନେେ ରାଜାଙ୍କର ବ୍ଯକ୍ତିଗତ ଚ଼ାକର ବ୍ଲାସ୍ତଙ୍କ ସାହାୟ୍ଯ ନେଲେ। ସମାନେେ େ ହରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସମାନଙ୍କେ ଦେଶକୁ ଖାଦ୍ୟ ଆସୁଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:21
େ ହରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସମାନଙ୍କେୁ ଦଖାେ କରିବାପାଇଁ ସ୍ଥିର କଲେ। ସଦେିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନ ରେ ବସି ଲୋକମାନଙ୍କୁ ଭାଷଣ ଦେଲେ।

ଯାକୁବଙ୍କ ପତ୍ 2:8
ଗୋଟିଏ ନିୟମ, ଅନ୍ୟ ସମସ୍ତ ନିୟମଗୁଡ଼ିକର ଉପରେ ଆଧିପତ୍ଯ କରେ। ଶାସ୍ତ୍ର ରେ ଏହି ରାଜକୀୟ ନିୟମଟି ମିଳେ : ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ଯ ପ୍ ରମେ କର।329 ଯଦି ତୁମ୍ଭେ ଏହି ନିୟମ ପାଳନ କରୁଛ, ତା' ହେଲେ ତୁମ୍ଭେ ଠିକ୍ କରୁଛ।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்