John 8:37
ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମାେତେ ହତ୍ଯା କରିବାକୁ ଚାହଁ, ଯେ ହତେୁ ତୁମ୍ଭେ ମାରେ ଉପଦେଶ ଗ୍ରହଣ କରିବା ପାଇଁ ଚାହଁନାହିଁ।
John 8:37 in Other Translations
King James Version (KJV)
I know that ye are Abraham's seed; but ye seek to kill me, because my word hath no place in you.
American Standard Version (ASV)
I know that ye are Abraham's seed: yet ye seek to kill me, because my word hath not free course in you.
Bible in Basic English (BBE)
I am conscious that you are Abraham's seed; but you have a desire to put me to death because my word has no place in you.
Darby English Bible (DBY)
I know that ye are Abraham's seed; but ye seek to kill me, because my word has no entrance in you.
World English Bible (WEB)
I know that you are Abraham's seed, yet you seek to kill me, because my word finds no place in you.
Young's Literal Translation (YLT)
`I have known that ye are seed of Abraham, but ye seek to kill me, because my word hath no place in you;
| I know | οἶδα | oida | OO-tha |
| that | ὅτι | hoti | OH-tee |
| ye are | σπέρμα | sperma | SPARE-ma |
| Abraham's | Ἀβραάμ | abraam | ah-vra-AM |
| seed; | ἐστε· | este | ay-stay |
| but | ἀλλὰ | alla | al-LA |
| ye seek | ζητεῖτέ | zēteite | zay-TEE-TAY |
| to kill | με | me | may |
| me, | ἀποκτεῖναι | apokteinai | ah-poke-TEE-nay |
| because | ὅτι | hoti | OH-tee |
| ὁ | ho | oh | |
| my | λόγος | logos | LOH-gose |
| word hath | ὁ | ho | oh |
| ἐμὸς | emos | ay-MOSE | |
| no | οὐ | ou | oo |
| place | χωρεῖ | chōrei | hoh-REE |
| in | ἐν | en | ane |
| you. | ὑμῖν | hymin | yoo-MEEN |
Cross Reference
ଯୋହନଲିଖିତ ସୁସମାଚାର 7:1
ଏହାପରେ ଯୀଶୁ ଗାଲିଲୀ ପ୍ରଦେଶ ରେ ଭ୍ରମଣ କରିବାକୁ ଲାଗିଲେ। ସେ ୟିହୂଦା ରେ ଯାତ୍ରା କରିବା ପାଇଁ ଚାହୁଁ ନଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ଯା କରିବା ପାଇଁ ଚାହୁଁଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 2:14
ଯେଉଁଲୋକ ଆଧ୍ଯାତ୍ମିକ ନୁହେଁ, ସେ ପରମେଶ୍ବରଙ୍କ ଆତ୍ମିକ ସତ୍ଯଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ଯଗୁଡ଼ିକୁ ବୁଝିପା ରେ ନାହିଁ, କାରଣ ସଗେୁଡ଼ିକୁ କବଳେ ଆଧ୍ଯାତ୍ମିକ ଭାବରେ ବିଚାର କରି ହବେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:7
ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 13:26
ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।
ଯୋହନଲିଖିତ ସୁସମାଚାର 12:39
ସମାନେେ ବିଶ୍ବାସ କରି ପାରି ନଥିଲେ, କାରଣ ୟିଶାଇୟ ଆହୁରି ମଧ୍ଯ କହିଥିଲେ:
ଯୋହନଲିଖିତ ସୁସମାଚାର 11:53
ସହେି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ଯା କରିବା ପାଇଁ ଯୋଜନା କଲେ।
ଯୋହନଲିଖିତ ସୁସମାଚାର 10:31
ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉେଠଇଲେ।
ଯୋହନଲିଖିତ ସୁସମାଚାର 8:59
ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।
ଯୋହନଲିଖିତ ସୁସମାଚାର 8:45
ମୁଁ ସତ୍ଯ କ ହେ। ସେଥିପାଇଁ ତୁମ୍ଭେ ମାେତେ ବିଶ୍ବାସ କରୁନାହଁ।
ଯୋହନଲିଖିତ ସୁସମାଚାର 8:43
ମୁଁ ଯାହା ସବୁ କହୁଛି, ତାହା ତୁମ୍ଭେ ବୁଝି ପାରୁନାହଁ। ଏହାର କାରଣ ହେଲା ତୁମ୍ଭେ ମାେ ଉପଦେଶ ଗ୍ରହଣ କରି ପାରୁ ନାହଁ।
ଯୋହନଲିଖିତ ସୁସମାଚାର 8:39
ଯିହୂଦୀମାନେ କହିଲେ, ଅବ୍ରହାମ ଆମ୍ଭମାନଙ୍କର ପିତା।
ଯୋହନଲିଖିତ ସୁସମାଚାର 8:33
ଯିହୂଦୀମାନେ ଉତ୍ତର ଦେଲେ, ଆମ୍ଭମାନେେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କବେେ ହେଲେ କ୍ରୀତଦାସ ହାଇେ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହବେୁ?
ଯୋହନଲିଖିତ ସୁସମାଚାର 8:6
ଯିହୂଦୀୟମାନେ ଯୀଶୁଙ୍କୁ ହଇରାଣ କରିବା ପାଇଁ ଏଭଳି ପ୍ରଶ୍ନ ପଚାରୁଥିଲେ। ସମାନେେ ଯୀଶୁଙ୍କର ଭୁଲ ଧରିବାକୁ ଚାହୁଁଥିଲେ। ତାହାହେଲେ ସମାନେେ ତାହାଙ୍କ ବିରୁଦ୍ଧ ରେ ଅଭିଯୋଗ ଆଣିପାରିବେ। କିନ୍ତୁ ଯୀଶୁ ଆଣ୍ଠଇେ ଆଙ୍ଗୁଳି ସାହାୟ୍ଯ ରେ ଭୂମି ଉପରେ କିଛି ଲେଖିବା ରେ ଲାଗିଲେ।
ଯୋହନଲିଖିତ ସୁସମାଚାର 7:25
ୟିରୁଶାଲମ ରେ ବାସ କରୁଥିବା କେତକେ ଲୋକ କହିଲେ, ଏହି ଲୋକକୁ ସମାନେେ ମାରିବା ପାଇଁ ଚାହାଁନ୍ତି।
ଯୋହନଲିଖିତ ସୁସମାଚାର 7:19
ଏହା ସତ୍ଯ ଯେ ମାଶାେ ତୁମ୍ଭକୁ ନିୟମ (ବ୍ଯପସ୍ଥା) ଦଇେଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ କହେି ସେ ନିୟମ ମାନୁ ନାହଁ। ତୁମ୍ଭେ ମାେତେ କାହିଁକି ମାରି ଦବୋ ପାଇଁ ଚେଷ୍ଟା କରୁଛ?
ଯୋହନଲିଖିତ ସୁସମାଚାର 5:44
ତୁମ୍ଭମାନେେ ସରସ୍ପରଠାରୁ ପ୍ରଶଂସା ପାଇବା ପାଇଁ ଭଲ ପାଅ। କିନ୍ତୁ ଏକମାତ୍ର ପରମେଶ୍ବରଙ୍କ ପାଖରୁ ଯେଉଁ ପ୍ରଶଂସା ଆ ସେ, ତାହା ପାଇବା ପାଇଁ ତୁମ୍ଭେ ଆଦୌ ଚେଷ୍ଟା କରୁନାହଁ। ତାହାହେଲେ ତୁମ୍ଭେ ଏକଥା କିପରି ବିଶ୍ବାସ କରି ପାରିବ।
ଯୋହନଲିଖିତ ସୁସମାଚାର 5:16
ଯୀଶୁ ବିଶ୍ରାମବାର ରେ ଏହିସବୁ (ସୁସ୍ଥ) କାର୍ୟ୍ଯ କରୁଥିଲେ। ତେଣୁ ଯିହୂଦୀମାନେ ଯୀଶୁଙ୍କ ପ୍ରତି ଖରାପ ବ୍ଯବହାର କରିବା ଆରମ୍ଭ କଲେ।
ମାଥିଉଲିଖିତ ସୁସମାଚାର 13:15
କାରଣ ସମାନଙ୍କେର (ଲୋକମାନଙ୍କର) ହୃଦୟ କଠାେର ହାଇେ ଯାଇଛି। ସମାନଙ୍କେର କାନ ଅଛି କିନ୍ତୁ ଶୁଣନ୍ତି ନାହଁ ଏବଂ ସତ୍ଯକୁ ଦେଖିବା ପାଇଁ ମନା କରି ଦଇେଛନ୍ତି। ଫଳ ରେ ସମାନେେ ତାହାଙ୍କ ଆଖି ରେ କିଛି ଦେଖି ପାରିବେ ନାହିଁ। କିମ୍ବା ତାହାଙ୍କ କାନ ରେ କିଛି ଶୁଣି ପାରିବେ ନାହିଁ। କିମ୍ବା ହୃଦୟ ରେ କିଛି ବୁଝି ପାରିବେ ନାହିଁ। ଏହା ଘଟିଅଛି କାରଣ ସୁସ୍ଥ ହବୋ ପାଇଁ ସମାନେେ ମାେ ପାଖକୁ ଆସିବେ ନାହିଁ।'ୟିଶାଇୟ 6 :9-10
ମାଥିଉଲିଖିତ ସୁସମାଚାର 13:19
ରାସ୍ତା ରେ ପଡି ଯାଇଥିବା ବୀଜର ଅର୍ଥ କଣ? ମଞ୍ଜିଟି ସହେି ଲୋକପରି ସେ ସ୍ବର୍ଗରାଜ୍ଯର ସୁସମାଚାର ଶୁଣେ, ଓ ତାହା ବୁଝି ପା ରନୋହିଁ। ଶୟତାନ ଆ ସେ ଓ ତା ହୃଦୟ ରେ ଯାହା କିଛି ବୁଣା ହାଇେଥାଏ, େସତକେ ନଇେ ଚାଲିଯାଏ।