Genesis 46:19
ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷଫେ ଏହଂ ବିନ୍ଯାମୀନ।
Genesis 46:19 in Other Translations
King James Version (KJV)
The sons of Rachel Jacob's wife; Joseph, and Benjamin.
American Standard Version (ASV)
The sons of Rachel Jacob's wife: Joseph and Benjamin.
Bible in Basic English (BBE)
The sons of Jacob's wife Rachel: Joseph and Benjamin.
Darby English Bible (DBY)
The sons of Rachel Jacob's wife: Joseph and Benjamin.
Webster's Bible (WBT)
The sons of Rachel Jacob's wife; Joseph, and Benjamin.
World English Bible (WEB)
The sons of Rachel, Jacob's wife: Joseph and Benjamin.
Young's Literal Translation (YLT)
Sons of Rachel, Jacob's wife: Joseph and Benjamin.
| The sons | בְּנֵ֤י | bĕnê | beh-NAY |
| of Rachel | רָחֵל֙ | rāḥēl | ra-HALE |
| Jacob's | אֵ֣שֶׁת | ʾēšet | A-shet |
| wife; | יַֽעֲקֹ֔ב | yaʿăqōb | ya-uh-KOVE |
| Joseph, | יוֹסֵ֖ף | yôsēp | yoh-SAFE |
| and Benjamin. | וּבִנְיָמִֽן׃ | ûbinyāmin | oo-veen-ya-MEEN |
Cross Reference
ଆଦି ପୁସ୍ତକ 44:27
ଏହାପରେ ଆମ୍ଭର ପିତା ଆମ୍ଭକୁ କହିଲେ, 'ତୁମ୍ଭେ ଜାଣ ମାରେସ୍ତ୍ରୀ ରାହେଲଠାରୁ ମାତ୍ର ଦୁଇଟି ପୁତ୍ର ଜନ୍ମ ନଇେଥିଲେ।
ପ୍ରଥମ ବଂଶାବଳୀ 2:2
ଦାନ୍, ଯୋଷଫେ, ବିନ୍ଯାମୀନ, ନପ୍ତାଲୀ, ଗାଦ୍ ଓ ଆଶରେ,
ଦିତୀୟ ବିବରଣ 33:12
ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।
ଗଣନା ପୁସ୍ତକ 26:38
ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ।
ଗଣନା ପୁସ୍ତକ 1:36
ବିନ୍ଯାମୀନ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁ ମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋ ପାଇଁ ୟୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।
ଯାତ୍ରା ପୁସ୍ତକ 1:5
ମାଟେ ରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷଫଙ୍କେ ଆଗରୁ ମିଶରର ଥିଲେ।
ଯାତ୍ରା ପୁସ୍ତକ 1:3
ଇଷାଖର, ସବୂଲୂନ୍, ବିନ୍ଯାମୀନ,
ଆଦି ପୁସ୍ତକ 50:1
ଇଶ୍ରାୟେଲ ମରିୟିବା ପରେ, ଯୋଷଫେ ବହୁତ ଦଃୁଖ କଲେ ଏବଂ ସେ ରୋଦନ କଲେ ଓ ପିତାଙ୍କୁ ଚୁମ୍ବନ କଲେ।
ଆଦି ପୁସ୍ତକ 49:22
ଯୋଷଫେ ଫଳଦାଯୀ ବୃକ୍ଷର ପଲ୍ଲବ। ସେ ନିର୍ଝର ଫଳଦାଯୀ ବୃକ୍ଷର ପଲ୍ଲବ ସ୍ବରୂପ। ତା'ର ଶାଖା ସକଳ ପ୍ରାଚୀର ଉପରେ ଚଢ଼ିବ।
ଆଦି ପୁସ୍ତକ 47:1
ଯୋଷଫେ ଫାରୋଙ୍କ ନିକଟକୁ ୟାଇ କହିଲେ, ମାରେ ପିତା, ଭାଇମାନେ ଓ ସମାନଙ୍କେର ସମସ୍ତ ପରିବାର ଏବେ ସମାନେେ କିଣାନ ଦେଶରୁ ଆସିଛନ୍ତି। ସମାନଙ୍କେର ସର୍ବସ୍ବ ଓ ପଶୁପଲ ସହ ସମାନେେ ଏହିଠା ରେ ଅଛନ୍ତି। ସମାନେେ ବର୍ତ୍ତମାନ ଗୋଶନ ପ୍ରଦେଶ ରେ ଅଛନ୍ତି।
ଆଦି ପୁସ୍ତକ 39:1
ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା।
ଆଦି ପୁସ୍ତକ 37:1
ଯାକୁବ କିଣାନ ଦେଶ ରେ ବାସ କଲେ। ଯେଉଁ ସ୍ଥାନ ରେ ତାଙ୍କର ପିତା ବାସ କରିଥିଲେ।
ଆଦି ପୁସ୍ତକ 35:24
ଯୋଷେଫ୍ ଓ ବିନ୍ଯାମିନ୍ ରାହେଲର ସନ୍ତାନ।
ଆଦି ପୁସ୍ତକ 35:16
ଯାକୁବ ଏବଂ ତାଙ୍କର ଦଳ ବୈଥଲେ ଛାଡ଼ିଲେ, ସମାନେେ ଇଫ୍ରାଥା ରେ ଉପସ୍ଥିତ ହବୋପାଇଁ ଅଳ୍ପ ବାଟ ଥିଲା। ରାହେଲର ପ୍ରସବ ବଦନୋ ହେଲା ଏବଂ ତା'ର ପ୍ରସବ କରିବ ରେ ଅତିଶଯ କଷ୍ଟ ହେଲା।
ଆଦି ପୁସ୍ତକ 30:24
ସେ ମଧ୍ଯ କହିଲା, ପରମେଶ୍ବର ମାେତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ। ସେଥିପାଇଁ ରାହେଲ ତା'ର ନାମ ଯୋଷଫେ ରଖିଲା।
ଆଦି ପୁସ୍ତକ 29:18
ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।