Base Word
רָחֵל
Short DefinitionRachel, a wife of Jacob
Long Definitiondaughter of Laban, wife of Jacob, and mother of Joseph and Benjamin
Derivationthe same as H7353
International Phonetic Alphabetrɔːˈħel
IPA modʁɑːˈχel
Syllablerāḥēl
Dictionraw-HALE
Diction Modra-HALE
UsageRachel
Part of speechn-pr-f

ଆଦି ପୁସ୍ତକ 29:6
ଏହାପରେ ଯାକୁବ ତାଙ୍କୁ ପଚାରିଲେ, ସେ କିପରି ଅଛନ୍ତି।

ଆଦି ପୁସ୍ତକ 29:9
ଯେତବେେଳେ ଯାକୁବ ମଷେପାଳକମାନଙ୍କ ସହିତ କଥା ହେଉଥିଲେ ସହେି ସମୟରେ ରାହେଲ ତାଙ୍କ ପିତାଙ୍କର ମଷେପଲ ସହିତ ଉପସ୍ଥିତ ହେଲେ। ନିଜ ପାତାଙ୍କ ମଷେମାନଙ୍କର ଯତ୍ନ ନବୋ ଏହା ରାହେଲଙ୍କର କାର୍ୟ୍ଯ ଥିଲା।

ଆଦି ପୁସ୍ତକ 29:10
ରାହେଲ ଥିଲା ଲାବନ୍ର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତବେେଳେ ମାତୁଳ ଲାବନର କନ୍ଯା ମଷେ ସହିତ ରାହେଲକୁ ଦେଖିଲା, ସେ ୟାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମଷେମାନେ ଜଳପାନ କଲେ।

ଆଦି ପୁସ୍ତକ 29:11
ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।

ଆଦି ପୁସ୍ତକ 29:12
ଯାକୁବ ରାହେଲକୁ କହିଲେ, ଯେ ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିୟାଇ ତାଙ୍କ ପିତାଙ୍କୁ କହିଲେ।

ଆଦି ପୁସ୍ତକ 29:16
ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅ ନାମ ଲୟୋ ଓ ସାନ ଝିଅର ନାମ ରାହେଲ।

ଆଦି ପୁସ୍ତକ 29:17
ରାହେଲ ବହୁତ ସୁନ୍ଦରୀ, ରୂପବତି ଥିଲେ ଏବଂ ଲୟୋର କୋମଳ ଦୁର୍ବଳ ଥିଲା

ଆଦି ପୁସ୍ତକ 29:18
ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।

ଆଦି ପୁସ୍ତକ 29:18
ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।

ଆଦି ପୁସ୍ତକ 29:20
ତେଣୁ ଯାକୁବ ତାଙ୍କ ସହ ସଠାେରେ ସାତବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ କମ ସମୟ ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।

Occurences : 47

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்