Base Word
יַעֲקֹב
Short DefinitionJaakob, the Israelitish patriarch
Long Definitionson of Isaac, grandson of Abraham, and father of the 12 patriarchs of the tribes of Israel
Derivationfrom H6117; heel-catcher (i.e., supplanter)
International Phonetic Alphabetjɑ.ʕə̆ˈk’ob
IPA modjɑ.ʕə̆ˈko̞wv
Syllableyaʿăqōb
Dictionya-uh-KOBE
Diction Modya-uh-KOVE
UsageJacob
Part of speechn-pr-m

ଆଦି ପୁସ୍ତକ 25:26
ତା'ପରେ, ତାହାର ଭ୍ରାତା ଏଷୌର ଗୋଇଠି ଧରି ଜନ୍ମ ହେଲା। ଏଣୁକରି ତାହାର ନାମ ଯାକୁବ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବଯସ ରେ ଏହି ୟାଆଁଳା ପୁତ୍ର ଜନ୍ମ ହେଲେ।

ଆଦି ପୁସ୍ତକ 25:27
ଏହାପରେ ବାଳକମାନେ ବଢ଼ିଲେ ଏବଂ ଏଷୌ ମୃଗଯା ରେ ଜଣେ ନିପୁଣ ଓ ବନବିହାରୀ ହେଲା। ଯାକୁବ ଜଣେ ମୃଦୁ ମନୁଷ୍ଯ ବ୍ଯକ୍ତି ତମ୍ବୁ ରେ ବାସ କଲା।

ଆଦି ପୁସ୍ତକ 25:28
ଇସ୍ହାକ ମୃଗଯା ମାଂସ ଅତି ସୁସ୍ବାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲେ।

ଆଦି ପୁସ୍ତକ 25:29
ସହେି ସମୟରେ ଏଷୌ ବହୁତ କ୍ଲାନ୍ତ ହାଇେ କ୍ଷେତ୍ରରୁ ଆସିଲା।

ଆଦି ପୁସ୍ତକ 25:30
ତହୁଁ ସେ ଯାକୁବକୁ କହିଲା, ମୁଁ ବହୁତ ଥକି ୟାଇଛି ମତେ ଦୟାକରି ସହେି ଲାଲ ପଦାର୍ଥରୁ କିଛି ଦିଅ। ଏହି ନାମନ୍ତେ ତା'ର ନାମ ଇଦୋମ ନାମ ରେ ଖ୍ଯାତ ହେଲେ।

ଆଦି ପୁସ୍ତକ 25:31
କିନ୍ତୁ ଯାକୁବ କହିଲା, ଆଜି ତୁମ୍ଭେ ମତେ ଆପଣାର ପ୍ରଥମଜାତ ପୁତ୍ର ଅଧିକାର ବିକ୍ରଯ କର।

ଆଦି ପୁସ୍ତକ 25:33
କିନ୍ତୁ ଯାକୁବ କହିଲା, ପ୍ରଥମେ ତୁମ୍ଭେ ମାେତେ ଦବୋ ପାଇଁ ପ୍ରତିଜ୍ଞା କର। ତେଣୁ ସେ ପ୍ରତିଜ୍ଞା କଲା। ଏବଂ ତାଙ୍କର ଜେଷ୍ଠତା ତାଙ୍କୁ ଦଲୋ।

ଆଦି ପୁସ୍ତକ 25:33
କିନ୍ତୁ ଯାକୁବ କହିଲା, ପ୍ରଥମେ ତୁମ୍ଭେ ମାେତେ ଦବୋ ପାଇଁ ପ୍ରତିଜ୍ଞା କର। ତେଣୁ ସେ ପ୍ରତିଜ୍ଞା କଲା। ଏବଂ ତାଙ୍କର ଜେଷ୍ଠତା ତାଙ୍କୁ ଦଲୋ।

ଆଦି ପୁସ୍ତକ 25:34
ଏହାପରେ ଯାକୁବ ଏଷୌକୁ ରୋଟି ଏବଂ ମସୁରଡ଼ାଲି ରାନ୍ଧି ଖାଇବାକୁ ଦଲୋ ଓ ସେ ସ୍ଥାନ ପରିତ୍ଯାଗ କଲା। ଏହିପରି ଏଷୌ ନିଜର ଜେଷ୍ଠ ଭ୍ରାତାର ଅଧିକାର ବିଷଯ ରେ ପୁନର୍ବାର ଭାବିଲା ନାହିଁ।

ଆଦି ପୁସ୍ତକ 27:6
ରିବିକା ତା'ର ପୁତ୍ର ଯାକୁବକୁ କହିଲେ, ଶୁଣ, ତୁମ୍ଭର ପିତା ଏଷୌକୁ କହିବାର କଥା ମୁଁ ଶୁଣିଛି।

Occurences : 349

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்