ଆଦି ପୁସ୍ତକ 28:1 in Oriya

ଓଡିଆ ଓଡିଆ ବାଇବେଲ ଆଦି ପୁସ୍ତକ ଆଦି ପୁସ୍ତକ 28 ଆଦି ପୁସ୍ତକ 28:1

Genesis 28:1
ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।

Genesis 28Genesis 28:2

Genesis 28:1 in Other Translations

King James Version (KJV)
And Isaac called Jacob, and blessed him, and charged him, and said unto him, Thou shalt not take a wife of the daughters of Canaan.

American Standard Version (ASV)
And Isaac called Jacob, and blessed him, and charged him, and said unto him, Thou shalt not take a wife of the daughters of Canaan.

Bible in Basic English (BBE)
Then Isaac sent for Jacob, and blessing him, said, Do not take a wife from among the women of Canaan;

Darby English Bible (DBY)
And Isaac called Jacob, and blessed him, and charged him, and said to him, Thou shalt not take a wife of the daughters of Canaan.

Webster's Bible (WBT)
And Isaac called Jacob, and blessed him, and charged him, and said to him, Thou shalt not take a wife of the daughters of Canaan.

World English Bible (WEB)
Isaac called Jacob, blessed him, and commanded him, "You shall not take a wife of the daughters of Canaan.

Young's Literal Translation (YLT)
And Isaac calleth unto Jacob, and blesseth him, and commandeth him, and saith to him, `Thou dost not take a wife of the daughters of Caanan;

And
Isaac
וַיִּקְרָ֥אwayyiqrāʾva-yeek-RA
called
יִצְחָ֛קyiṣḥāqyeets-HAHK

אֶֽלʾelel
Jacob,
יַעֲקֹ֖בyaʿăqōbya-uh-KOVE
and
blessed
וַיְבָ֣רֶךְwaybārekvai-VA-rek
charged
and
him,
אֹת֑וֹʾōtôoh-TOH
him,
and
said
וַיְצַוֵּ֙הוּ֙wayṣawwēhûvai-tsa-WAY-HOO
not
shalt
Thou
him,
unto
וַיֹּ֣אמֶרwayyōʾmerva-YOH-mer
take
ל֔וֹloh
a
wife
לֹֽאlōʾloh
daughters
the
of
תִקַּ֥חtiqqaḥtee-KAHK
of
Canaan.
אִשָּׁ֖הʾiššâee-SHA
מִבְּנ֥וֹתmibbĕnôtmee-beh-NOTE
כְּנָֽעַן׃kĕnāʿankeh-NA-an

Cross Reference

ଆଦି ପୁସ୍ତକ 24:3
ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।

ଆଦି ପୁସ୍ତକ 27:46
ଏହାପରେ ରିବିକା ଇସ୍ହାକକୁ କହିଲେ, ତୁମ୍ଭର ପୁତ୍ର ଏଷୌ ହିତ୍ତୀଯ କନ୍ଯାକୁ ବିବାହ କଲା, ଏହା ମାରେ ପ୍ରାଣକୁ କଷ୍ଟ ଦେଉଅଛି। କାହିଁକି? କାରଣ ସମାନେେ ଆମ୍ଭର ଲୋକ ନୁହଁନ୍ତି। ଯଦି ଯାକୁବ ଏହି ଦେଶର କନ୍ଯାକୁ ବିବାହ କରେ ତବେେ ମୁଁ ମରିୟିବି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:14
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

ଯିହୋଶୂୟ 22:7
ମାଶାେ ମନଃଶିର ଅର୍ଦ୍ଧବଂଶକକ୍ସ୍ଟ ବାଶନ ରେ ଅଧିକାର ଦଇେଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକକ୍ସ୍ଟ ଯିହାଶୂେୟ ୟର୍ଦ୍ଦନର ପଶ୍ଚିମ ପାରି ରେ ଅଧିକାର ଦେଲେ। ଆହକ୍ସ୍ଟରି ତୁମ୍ଭକୁ ବିଦାଯ କରିବା ସମୟରେ ଯିହାଶୂେୟ ଆଶୀର୍ବାଦ କରି ସମାନଙ୍କେୁ କହିଲେ।

ଦିତୀୟ ବିବରଣ 33:1
ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।

ଯାତ୍ରା ପୁସ୍ତକ 34:15
ସାବଧାନ, ତୁମ୍ଭେ ଯେଉଁ ଦେଶ ରେ ବାସ କରିବ ସମାନଙ୍କେ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର,, ତବେେ ତୁମ୍ଭମାନେେ ସମାନଙ୍କେ ଦବଗେଣମାନଙ୍କର ଅନୁଚର ଦବେ। କିମ୍ବା ସମାନେେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସମାନଙ୍କେ ସହିତ ୟୋଗ ଦବେ। ତୁମ୍ଭେ ସମାନଙ୍କେର ବଳିଦାନ ଭକ୍ଷଣ କରିବ।

ଆଦି ପୁସ୍ତକ 49:28
ଏମାନେ ଇଶ୍ରାୟେଲର ଦ୍ବାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହିକଥା କହି, ଏମାନଙ୍କର ପ୍ରତି ଜଣକୁ ବିଶଷେ ଆଶୀର୍ବାଦ କଲେ।

ଆଦି ପୁସ୍ତକ 48:15
ଅନନ୍ତର ଇଶ୍ରାୟେଲ ଯୋଷଫଙ୍କେୁ ଆଶୀର୍ବାଦ କରି କହିଲେ,

ଆଦି ପୁସ୍ତକ 34:16
ଏହାପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ। ଏହାପରେ ଆମ୍ଭମାନେେ ଏକା ସଙ୍ଗେ ବାସ କରି ଏକାପରି ହାଇପୋରିବା।

ଆଦି ପୁସ୍ତକ 34:9
ଏହି ବିବାହ ଆମ୍ଭ ମଧିଅରେ ଏକ ଚୁକ୍ତି ହବେ। ଏହାପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ଯାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ଯାମାନଙ୍କୁ ବିବାହ କରିପାରିବେ।

ଆଦି ପୁସ୍ତକ 28:3
ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।

ଆଦି ପୁସ୍ତକ 27:27
ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲା ଓ ତାଙ୍କୁ ନୁମ୍ବନ ଦଲୋ। ଇସ୍ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇସ୍ହାକ ତାଙ୍କୁ ଆଶୀର୍ବାଦ ଦେଲେ।

ଆଦି ପୁସ୍ତକ 27:4
ମୁଁ ଯେଉଁ ପିର ଖାଦ୍ୟକୁ ଭଲପାଏ ସହେିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମାେ ପାଇଁ ଆଣ। ତହିଁରେ ମାରେ ମୃତ୍ଯୁ ପୂର୍ବରୁ ତୁମ୍ଭକୁ ଆଶିର୍ବାଦ କରିବି।

ଆଦି ପୁସ୍ତକ 26:34
ଏହାପରେ ଏଷୌ ଚାଳିଷ ବର୍ଷ ବଯସ ରେ ହିତ୍ତୀଯ ବରେିର ୟିହୁଦୀତ୍ ନାମ୍ନୀ କନ୍ଯାକୁ ଓ ହିତ୍ତୀଯ ଏଲୋନର ବାସମତ୍ ନାମ୍ନୀ କନ୍ଯାକୁ ବିବାହ କଲେ।

ଆଦି ପୁସ୍ତକ 24:37
ମାରେ କର୍ତ୍ତା ମାେତେ ପ୍ରତିଜ୍ଞା କରାଇ କହିଲେ, ମାରେ ପୁତ୍ରଙ୍କୁ କୀଣାନୀଯ ସଙ୍ଗେ ବିବାହ ଦବେ ନାହିଁ। ଯେ ହତେୁ ଆମ୍ଭେ ସମାନଙ୍କେ ଦେଶ ରେ ବାସ କରୁଅଛୁ।

ଆଦି ପୁସ୍ତକ 6:2
ପରମେଶ୍ବରଙ୍କର ପୁତ୍ରଗଣ ଦେଖିଲେ,