Obadiah 1:10
ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
Obadiah 1:10 in Other Translations
King James Version (KJV)
For thy violence against thy brother Jacob shame shall cover thee, and thou shalt be cut off for ever.
American Standard Version (ASV)
For the violence done to thy brother Jacob, shame shall cover thee, and thou shalt be cut off for ever.
Bible in Basic English (BBE)
Because you were the cause of violent death and because of your cruel behaviour to your brother Jacob, you will be covered with shame and will be cut off for ever.
Darby English Bible (DBY)
Because of violence against thy brother Jacob, shame shall cover thee, and thou shalt be cut off for ever.
World English Bible (WEB)
For the violence done to your brother Jacob, shame will cover you, and you will be cut off forever.
Young's Literal Translation (YLT)
For slaughter, for violence `to' thy brother Jacob, Cover thee doth shame, And thou hast been cut off -- to the age.
| For thy violence | מֵחֲמַ֛ס | mēḥămas | may-huh-MAHS |
| against thy brother | אָחִ֥יךָ | ʾāḥîkā | ah-HEE-ha |
| Jacob | יַעֲקֹ֖ב | yaʿăqōb | ya-uh-KOVE |
| shame | תְּכַסְּךָ֣ | tĕkassĕkā | teh-ha-seh-HA |
| cover shall | בוּשָׁ֑ה | bûšâ | voo-SHA |
| off cut be shalt thou and thee, | וְנִכְרַ֖תָּ | wĕnikrattā | veh-neek-RA-ta |
| for ever. | לְעוֹלָֽם׃ | lĕʿôlām | leh-oh-LAHM |
Cross Reference
Amos 1:11
ସଦାପ୍ରଭୁ ଏହିକଥା କୁହନ୍ତି: ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦବୋ କାରଣ ସମାନେେ ବହୁ ଅପରାଧ ରେ ଲିପ୍ତ ଥିଲେ। ସମାନେେ ମଧ୍ଯ ସମାନଙ୍କେର ଭାଇମାନଙ୍କୁ ଖଡ୍ଗଧରି ଗୋଡାଇଲେ। ଏବଂ ଟିକିଏ ହେଲେ ଦୟା ଦଖାଇେ ନଥିଲେ। ଇଦୋମ ନିଜର କୋରଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କୋର୍ଧ ବନ୍ଦ କଲେ ନାହିଁ। ଇଶ୍ରାୟେଲୀୟମାଙ୍କୁ ସମାନେେ ବନ୍ଯପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।
Genesis 27:41
ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।
Numbers 20:14
ଅନନ୍ତର ମାଶାେ କାଦେଶରୁ ଇଦୋମୀଯ ରାଜା ନିକଟକୁ ଦୂତମାନଙ୍କ ଦ୍ବାରା କହି ପଠାଇଲେ, ତୁମ୍ଭର ଭ୍ରାତା ଇଶ୍ରାୟେଲ କହିଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେଉଁସବୁ କ୍ଲେଶ ଘଟି ଅଛି ଜାଣ।
Psalm 89:45
ତୁମ୍ଭେ ତା'ର ଜୀବନକୁ କ୍ଷୀଣ କଲ। ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।
Psalm 137:7
ମୁଁ ପ୍ରତିଜ୍ଞା କରୁଅଛି ୟେ, ୟିରୁଶାଲମ ସର୍ବଦା ମାରେ ଆନନ୍ଦ ଧାମ ହାଇେ ରହିବ। ହେ ସଦାପ୍ରଭୁ, ଇଦୋମୀଯମାନଙ୍କୁ ସ୍ମରଣ କର ଏବଂ ୟିରୁଶାଲମ ଅବରୋଧ ହବୋ ସମୟ ସମାନେେ ୟାହା କଲେ ସେଥିପାଇଁ ସମାନଙ୍କେୁ ଦଣ୍ଡିତ କର। ସ୍ମରଣ କର ସମାନେେ କିପରି ଚିତ୍କାର କଲେ, ଏହି କୋଠାଘରକୁ ଧ୍ବଂସ କର !ସମାନଙ୍କେୁ ଟାଣିଆଣି ଧୂଳିରେ ମିଶାଇ ଦିଅ।
Ezekiel 35:9
ମୁଁ ଚିରକାଳ ଶୂନ୍ଯସ୍ଥାନ କରିବି ଓ ତୁମ୍ଭର ନଗରଗୁଡ଼ିକ ଜନଶୂନ୍ଯ ହବେ। ତାହା ହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।
Malachi 1:3
ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡିକୁ ଧ୍ବଂସ କଲୁ। ଏଷୌର ମାତୃଭୂମି ଧ୍ବଂସ ପାଇଲା ଏବଂ ସଠାେ ରେ କବଳେ ଶୃଗାଳ ବାସ କରିଲେ।
Micah 7:10
ମାରେ ଶତୃ କହୁଥିଲେ, ତୁମ୍ଭର ସଦାପ୍ରଭୁ ପରମେଶ୍ବର କେଉଁଠା ରେ ଅଛନ୍ତି? ମାତ୍ର ଯେତବେେଳେ ସେ ଏହା ଦେଖିବ ସେ ଲଜ୍ଜିତ ହବେ। ସେତବେେଳେ ମୁଁ ଶତୃକୁ ଉପହାସ କରିବି। ଲୋକମାନେ ପଥର କାଦୁଅ ପରି ତାକୁ ଦଳିବେ।
Joel 3:19
ମିଶର ଗୋଟିଏ ନିର୍ଜନ ସ୍ଥାନ ହବେ ଏବଂ ଶୂନ୍ଯ ମରୁଭୂମି ହବେ। କାରଣ ସମାନେେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହାଇେଥିଲେ। ସମାନେେ ସହେି ଦେଶର ନିରୀହ ଲୋକମାନଙ୍କୁ ହତ୍ଯା କରିଥିଲେ।
Ezekiel 35:12
ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ବିରୁଦ୍ଧ ରେ ଯେଉଁସବୁ ନିନ୍ଦାର କଥା କହିଅଛ ଅର୍ଥାତ୍ ' ସେସବୁ ଧ୍ବଂସସ୍ଥାନ ହବେ ଓ ଆମ୍ଭମାନେେ ତାହାକୁ ଖାଦ୍ୟପରି ଚର୍ବଣ କରିବୁ।' ମୁଁ ସଦାପ୍ରଭୁ ଶୁଣିଅଛି।
Ezekiel 35:5
କାରଣ ତୁମ୍ଭର ଚିରନ୍ତନ ଶତ୍ରୁତା ଅଛି। ତୁମ୍ଭେ ଇଶ୍ରାୟେଲୀୟମାନଙ୍କୁ ସମାନଙ୍କେର ଦୁର୍ଦ୍ଦିନ, ସମୟରେ ଖଡ୍ଗ ରେ ହତ୍ଯା କର, ଯେତବେେଳେ ସମାନଙ୍କେର ଦୋଷ ସର୍ବୋଚ୍ଚ ହେଲା।'
Ezekiel 25:12
ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, କାରଣ ଇଦୋମ ଯିହୁଦା ଉପ ରେ ପ୍ରତିଶୋଧ ନଇେଛି ଏବଂ ତାହା କରି ଦୋଷୀ ହାଇେଛି।
Ezekiel 7:18
ଏବଂ ସମାନେେ ଚଟବସ୍ତ୍ର ପରିଧାନ କରିବେ। ସମାନେେ ଭୟ ରେ ଥରିବେ। ସମସ୍ତଙ୍କର ମୁଖ ଲଜ୍ଜା ରେ ଆଚ୍ଛାଦିତ ହବେ ଓ ଦୁଃଖର ଚିହ୍ନ ସ୍ବରୂପ ସମାନେେ ସମାନଙ୍କେର ମସ୍ତକ ଲଣ୍ଡିତ କରିବେ।
Psalm 69:7
ମାରେ ମୁହଁ ଲଜ୍ଜ୍ଯାରେ ନଇଁ ପଡ଼ୁଛି। ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ଯ କରିଛି।
Psalm 83:5
ହେ ପରମେଶ୍ବର, ସମାନେେ ସମାନଙ୍କେର ଯୋଜନାରେ ଏକତ୍ରୀତ ହାଇେଛନ୍ତି। ସମାନେେ ତୁମ୍ଭ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
Psalm 109:29
ମାରେ ଶତ୍ରୁମାନଙ୍କୁ ଲଜ୍ଜିତ କରାଅ। ସମାନେେ ଉତ୍ତରୀଯ ବସ୍ତ୍ରତୁଲ୍ଯ ନିଜ ଇଚ୍ଛାରେ ଆଚ୍ଛାଦିତ ହୁଅନ୍ତୁ।
Psalm 132:18
ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।
Jeremiah 3:25
ଆମ୍ଭମାନେେ ନିଜ ଲଜ୍ଜ୍ଯା ରେ ଅବନତ ହେଉ। ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ। କାରଣ ଆମ୍ଭମାନେେ ଓ ଆମ୍ଭମାନଙ୍କର ପୂର୍ବପୁରୁଷଗଣ ବାଲ୍ଯକାଳରୁ ଅଦ୍ଯାବଧି ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଅଛୁ। ଆଉ ଆମ୍ଭମାନେେ ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କ ବାକ୍ଯକୁ ଅବମାନନା କରିଅଛୁ।
Jeremiah 49:13
ଆଉ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜ ନାମ ରେ ଶପଥ କରିଅଛୁ, ବସ୍ରା ଧ୍ବଂସ ପାଇବ। ସହେି ନଗର ଏକ ପ୍ରସ୍ତର ଗଦା ରେ ପରିଣତ ହବେ। ତାହା ଅନ୍ୟ ଦୃଷ୍ଟି ରେ ବିସ୍ମଯ ଓ ନିନ୍ଦାର ପାତ୍ର ହବେ। ସହେି ନଗରଗୁଡ଼ିକ ଚିରକାଳ ଧ୍ବଂସସ୍ଥାନ ହବେ।
Jeremiah 49:17
ଇଦୋମ ଧ୍ବଂସ ହବେ ଓ ଅନ୍ୟମାନଙ୍କ ନିକଟରେ ବିସ୍ମଯର ପାତ୍ର ହବେ। ତାହା ନିକଟ ଦଇେ ଗମନକାରୀ ବିସ୍ମିତ ହବେେ ଓ ତା'ର ଦୂରାବସ୍ଥା ଦେଖି ଶୀସ୍ ଶବ୍ଦ କରିବେ।
Jeremiah 51:51
ଆମ୍ଭେ ଯିହୁଦାବାସୀ ନିନ୍ଦା କଥା ଶୁଣିବାରୁ ଲଜ୍ଜିତ ହାଇେଅଛୁ, ଆମ୍ଭମାନେେ ଅପମାନିତ ହାଇେଅଛୁ। କାରଣ ବିଦେଶୀମାନେ ସଦାପ୍ରଭୁଙ୍କର ମନ୍ଦିର ସକଳ ପବିତ୍ର ସ୍ଥାନ ରେ ପ୍ରବେଶ କରିଅଛନ୍ତି।
Lamentations 4:21
ହେ ଇଦୋମର କନ୍ଯ ଓ ଉଷ ଦେଶ ନିବାସିନୀ, ତୁମ୍ଭମାନେେ ଆନନ୍ଦ କର ଓ ପୁଲକିତା ହୁଅ। ସଦାପ୍ରଭୁଙ୍କର ସହେି କୋରଧରୂପକ ପାନପାତ୍ର ତୁମ୍ଭମାନଙ୍କ ନିକଟକୁ ୟିବ। ତୁମ୍ଭମାନେେ ତାହା ପାନ କରି ମତ୍ତ ହବେ ଓ ଉଲଗ୍ନା ହବେ।
Genesis 27:11
କିନ୍ତୁ ଯାକୁବ ତା'ର ମାତା ରିବିକାକୁ କହିଲେ, ମାରେ ଭାଇ ଏଷୌ ଲୋମଶ ଶରୀର। ମୁଁ ତାଙ୍କ ପରି ଲୋମଶ ନୁହେଁ।