Joshua 17:12
ତଥାପି ମନଃଶିର ସନ୍ତାନଗଣ ସହେିସବୁ ନଗରବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ସହେି ଦେଶ ରେ ବାସ କରିବାକୁ ମନସ୍ଥ କଲେ।
Joshua 17:12 in Other Translations
King James Version (KJV)
Yet the children of Manasseh could not drive out the inhabitants of those cities; but the Canaanites would dwell in that land.
American Standard Version (ASV)
Yet the children of Manasseh could not drive out `the inhabitants of' those cities; but the Canaanites would dwell in that land.
Bible in Basic English (BBE)
But the children of Manasseh were not able to make the people of those towns go out; but the Canaanites would go on living in that land.
Darby English Bible (DBY)
But the children of Manasseh could not dispossess [the inhabitants of] those cities; and the Canaanites would dwell in that land.
Webster's Bible (WBT)
Yet the children of Manasseh could not expel the inhabitants of those cities; but the Canaanites would dwell in that land.
World English Bible (WEB)
Yet the children of Manasseh couldn't drive out [the inhabitants of] those cities; but the Canaanites would dwell in that land.
Young's Literal Translation (YLT)
And the sons of Manasseh have not been able to occupy these cities, and the Canaanite is desirous to dwell in this land,
| Yet the children | וְלֹ֤א | wĕlōʾ | veh-LOH |
| of Manasseh | יָֽכְלוּ֙ | yākĕlû | ya-heh-LOO |
| could | בְּנֵ֣י | bĕnê | beh-NAY |
| not | מְנַשֶּׁ֔ה | mĕnašše | meh-na-SHEH |
| drive out | לְהוֹרִ֖ישׁ | lĕhôrîš | leh-hoh-REESH |
of inhabitants the | אֶת | ʾet | et |
| those | הֶֽעָרִ֣ים | heʿārîm | heh-ah-REEM |
| cities; | הָאֵ֑לֶּה | hāʾēlle | ha-A-leh |
| Canaanites the but | וַיּ֙וֹאֶל֙ | wayyôʾel | VA-yoh-EL |
| would | הַֽכְּנַעֲנִ֔י | hakkĕnaʿănî | ha-keh-na-uh-NEE |
| dwell | לָשֶׁ֖בֶת | lāšebet | la-SHEH-vet |
| in that | בָּאָ֥רֶץ | bāʾāreṣ | ba-AH-rets |
| land. | הַזֹּֽאת׃ | hazzōt | ha-ZOTE |
Cross Reference
Exodus 23:29
ମାତ୍ର ଏକ ବର୍ଷ ରେ ତୁମ୍ଭ ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବୋ ନାହିଁ। ତାହାହେଲେ ଦେଶ ଶୁନ୍ଯ ହାଇଯେିବଓ ତୁମ୍ଭ ପ୍ରତିକୂଳ ରେ ବନ୍ଯ ପଶୁମାନଙ୍କ ସଂଖ୍ଯା ବୃଦ୍ଧି ପାଇବ।
Judges 1:27
କିଣାନୀଯ ବୈଥିସାନର ସହରଗକ୍ସ୍ଟଡିକରେ, ତାନକ, ଦୋରା, ୟିବ୍ଲଯିମ, ମମିଦ୍ଦୋ ଏବଂ ସମାନଙ୍କେ ଚତକ୍ସ୍ଟଃପାଶର୍ବ ରେ ଅଧିକ େଛାଟ ସହରମାନଙ୍କ ରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସହେି ସହରରକ୍ସ୍ଟ ସହେି ଲୋକମାନଙ୍କୁ ତଡିବାକକ୍ସ୍ଟ ସକ୍ଷମ ହେଲେ ନାହିଁ। ତେଣୁ ସଠାେରେ କିଣାନୀଯମାନେ ବାସ କଲେ।
Numbers 33:52
ତୁମ୍ଭମାନେେ ନିଜ ସମ୍ମୁଖରୁ ସହେି ଦେଶନିବାସୀ ସମସ୍ତଙ୍କୁ ତଡି ବାହାର କରିଦବେ ଓ ସମାନଙ୍କେର ସମସ୍ତ ଖାଦେିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡିକ ନଷ୍ଟ କରିଦବୋ ଉଚିତ୍ ଓ ସମାନଙ୍କେ ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କରିବା ଉଚିତ୍।
Joshua 15:63
ମାତ୍ର ୟିହକ୍ସ୍ଟଦା ସନ୍ତାନଗଣ ୟିରକ୍ସ୍ଟଶାଲମ ନିବାସୀମାନଙ୍କୁ ତଡିଦଇେ ପାରିଲେ ନାହିଁ। ଏହି ହତେକ୍ସ୍ଟ ୟିବୂଷୀଯମାନେ ଆଜି ପର୍ୟ୍ଯନ୍ତ ୟିହକ୍ସ୍ଟଦା ସନ୍ତାନଗଣ ସହିତ ୟିରକ୍ସ୍ଟଶାଲମ ରେ ବାସ କରୁଛନ୍ତି।
Joshua 16:10
କିଣାନୀଯମାନଙ୍କୁ ଗଷେରକକ୍ସ୍ଟ ତଡିବା ପାଇଁ। କିନ୍ତୁ ଇଫ୍ରଯିମ ଲୋକମାନେ ସକ୍ଷମ ହେଲେ ନାହିଁ। ତେଣୁ କିଣାନୀଯ ଲୋକମାନେ ଆଜି ପର୍ୟ୍ଯନ୍ତ ମଧ୍ଯ ଇଫ୍ରଯିମ ଲୋକମାନଙ୍କ ସହିତ ବାସ କରୁଛନ୍ତି। କିନ୍ତୁ କିଣାନୀଯ ଲୋକମାନେ ଇଫ୍ରଯିମ ଲୋକମାନଙ୍କର ଦାସ ହାଇେ ରହିଲେ।
Romans 6:12
କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ବ ନକରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ବଭାବ ଦ୍ବାରା ତୁମ୍ଭମାନେେ ଯେପରି ଶାସିତ ନହୁଅ।