Base Word
כְּנַעַנִי
Short Definitiona Kenaanite or inhabitant of Kenaan
Long Definition(adj) descendant of inhabitant of Canaan
Derivationpatrial from H3667
International Phonetic Alphabetkɛ̆.n̪ɑ.ʕɑˈn̪ɪi̯
IPA modkɛ̆.nɑ.ʕɑˈniː
Syllablekĕnaʿanî
Dictionkeh-na-ah-NEE
Diction Modkeh-na-ah-NEE
UsageCanaanite, merchant, trafficker
Part of speechn-m
Base Word
כְּנַעַנִי
Short Definitiona Kenaanite or inhabitant of Kenaan; by implication, a pedlar (the Canaanites standing for their neighbors the Ishmaelites, who conducted mercantile caravans)
Long Definition(adj) descendant of inhabitant of Canaan
Derivationpatrial from H3667
International Phonetic Alphabetkɛ̆.n̪ɑ.ʕɑˈn̪ɪi̯
IPA modkɛ̆.nɑ.ʕɑˈniː
Syllablekĕnaʿanî
Dictionkeh-na-ah-NEE
Diction Modkeh-na-ah-NEE
UsageCanaanite, merchant, trafficker
Part of speechn-m

Genesis 10:18
ଅର୍ବଦୀଯ, ସାମରୀଯ ଓ ହମାତୀଯ, ଏହିପରି କିଣାନିଯମାନଙ୍କର ବଂଶ ବ୍ଯାପିଲା।

Genesis 10:19
ତହିଁରେ ସୀଦୋନଠାରୁ ଗରା ରେ ଦିଗକୁ ହସା ପ୍ରର୍ୟ୍ଯନ୍ତ ପୁଣି ସଦୋମ୍, ହ ମାରୋ ଓ ଅଦ୍ମା, ସବୋଯୀମ ଦିଗ ରେ ଲୋଶା ପର୍ୟ୍ଯନ୍ତ କିଣାନୀଯମାନଙ୍କ ବସତିର ସୀମା ଥିଲା।

Genesis 12:6
ଅବ୍ରାମ ସହେି ଦେଶ ମଧ୍ଯ ଦଇେ ଗଲେ, ଶିଖିମ ରେ ପହଞ୍ଚିବା ପର୍ୟ୍ଯନ୍ତ, ମାରେିର ଆଲୋନ୍ ବୃକ୍ଷମୂଳ ରେ ରହିଲେ। ସହେି ସମୟରେ କିଣାନୀଯମାନେ ସହେି ସ୍ଥାନ ରେ ବାସ କଲେ।

Genesis 13:7
ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।

Genesis 15:21
ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।

Genesis 24:3
ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।

Genesis 24:37
ମାରେ କର୍ତ୍ତା ମାେତେ ପ୍ରତିଜ୍ଞା କରାଇ କହିଲେ, ମାରେ ପୁତ୍ରଙ୍କୁ କୀଣାନୀଯ ସଙ୍ଗେ ବିବାହ ଦବେ ନାହିଁ। ଯେ ହତେୁ ଆମ୍ଭେ ସମାନଙ୍କେ ଦେଶ ରେ ବାସ କରୁଅଛୁ।

Genesis 34:30
କିନ୍ତୁ ଯାକୁବଶିମିଯୋନ ଓ ଲବେୀକୁ କହିଲେ, ତୁମ୍ଭମାନେେ ମାେତେ ବହୁ ଅସୁବିଧା ରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମାେତେ ଘୃଣା କରିବେ। ସମସ୍ତ କିଣାନୀଯ ସମସ୍ତ ପିରିଜୀଯ ସମସ୍ତ ଲୋକେ ମାରେ ବିରଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ୟୁଦ୍ଧ କରିବା ପାଇଁ ଏକତ୍ରିତ ହବେେ। ତବେେ ଆମ୍ଭେ ଧ୍ବଂସ ପାଇୟିବା। ଏବଂ ଆମ୍ଭର ସମସ୍ତ ଲୋକେ ମାେ ସହିତ ଶଷେ ହାଇଯେିବେ।

Genesis 38:2
ସଠାେରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା'ର ପିତା ଜଣେ କିଣାନୀଯ ଥିଲେ। ତାଙ୍କର ନାମ ଥିଲା ଶୂଯ।

Genesis 46:10
ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ।

Occurences : 74

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்