Jeremiah 3:2
ନିଷ୍ଫଳ ପର୍ବତକୁ ଦେଖ। କେଉଁଠା ରେ ତୁମ୍ଭେ ବ୍ଯଭିଚାର କରି ନାହଁ ? ଯେପରି ଜଣେ ଆରବୀଯ ଲୋକ ପ୍ରାନ୍ତର ରେ ବ ସେ, ସହେିପରି ତୁମ୍ଭେ ସମାନଙ୍କେ ନିମନ୍ତେ ରାଜପଥରେ ବସିଅଛ। ଆଉ ତୁମ୍ଭେ ଆପଣା ଅବିଶ୍ବାସନୀଯତା ଓ ଦୁଷ୍କର୍ମ ଦ୍ବାରା ଦେଶକୁ 'ଅଶୁଚି' କରିଅଛ।
Jeremiah 3:2 in Other Translations
King James Version (KJV)
Lift up thine eyes unto the high places, and see where thou hast not been lien with. In the ways hast thou sat for them, as the Arabian in the wilderness; and thou hast polluted the land with thy whoredoms and with thy wickedness.
American Standard Version (ASV)
Lift up thine eyes unto the bare heights, and see; where hast thou not been lain with? By the ways hast thou sat for them, as an Arabian in the wilderness; and thou hast polluted the land with thy whoredoms and with thy wickedness.
Bible in Basic English (BBE)
Let your eyes be lifted up to the open hilltops, and see; where have you not been taken by your lovers? You have been seated waiting for them by the wayside like an Arabian in the waste land; you have made the land unclean with your loose ways and your evil-doing.
Darby English Bible (DBY)
Lift up thine eyes unto the heights and see, where hast thou not been lain with? In the ways hast thou sat for them, as an Arab in the wilderness; and thou hast polluted the land with thy fornications and with thy wickedness.
World English Bible (WEB)
Lift up your eyes to the bare heights, and see; where have you not been lain with? By the ways have you sat for them, as an Arabian in the wilderness; and you have polluted the land with your prostitution and with your wickedness.
Young's Literal Translation (YLT)
Lift thine eyes to the high places, and see, Where hast thou not been lain with? On the ways thou hast sat for them, As an Arab in a wilderness, And thou defilest the land, By thy fornications, and by thy wickedness.
| Lift up | שְׂאִֽי | śĕʾî | seh-EE |
| thine eyes | עֵינַ֨יִךְ | ʿênayik | ay-NA-yeek |
| unto | עַל | ʿal | al |
| places, high the | שְׁפָיִ֜ם | šĕpāyim | sheh-fa-YEEM |
| and see | וּרְאִ֗י | ûrĕʾî | oo-reh-EE |
| where | אֵיפֹה֙ | ʾêpōh | ay-FOH |
| thou hast not | לֹ֣א | lōʾ | loh |
| been lien | שֻׁגַּ֔לְתְּ | šuggalĕt | shoo-ɡA-let |
| In with. | עַל | ʿal | al |
| the ways | דְּרָכִים֙ | dĕrākîm | deh-ra-HEEM |
| sat thou hast | יָשַׁ֣בְתְּ | yāšabĕt | ya-SHA-vet |
| Arabian the as them, for | לָהֶ֔ם | lāhem | la-HEM |
| in the wilderness; | כַּעֲרָבִ֖י | kaʿărābî | ka-uh-ra-VEE |
| polluted hast thou and | בַּמִּדְבָּ֑ר | bammidbār | ba-meed-BAHR |
| the land | וַתַּחֲנִ֣יפִי | wattaḥănîpî | va-ta-huh-NEE-fee |
| whoredoms thy with | אֶ֔רֶץ | ʾereṣ | EH-rets |
| and with thy wickedness. | בִּזְנוּתַ֖יִךְ | biznûtayik | beez-noo-TA-yeek |
| וּבְרָעָתֵֽךְ׃ | ûbĕrāʿātēk | oo-veh-ra-ah-TAKE |
Cross Reference
Ezekiel 16:24
ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ରାସ୍ତାର ଛକରେ ଦବେତାଗଣ ନିମନ୍ତେ ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ।
Jeremiah 2:7
ପୁଣି ସଦାପ୍ରଭୁ କହନ୍ତି, ମୁଁ ତୁମ୍ଭମାନଙ୍କୁ ଏକ ଉର୍ବର ଦେଶକୁ ଆଣିଲି, ଯେଉଁଠା ରେ ତୁମ୍ଭମାନେେ ଅତି ଉତ୍ତମ ଖାଦ୍ୟ ଓ ଫଳ ଭୋଜନ କରିବ। ମାତ୍ର ତୁମ୍ଭମାନେେ ପ୍ରବେଶ କଲାପ ରେ ମାେ ଦେଶକୁ 'ଅଶୁଚି' ଓ ମାରେବିରୁଦ୍ଧାଚରଣ କର।
Genesis 38:14
ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।
Jeremiah 3:1
ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।
Jeremiah 2:20
ହେ ଯିହୁଦା, ବହୁବର୍ଷ ପୂର୍ବେ ଆମ୍ଭେ ତୁମ୍ଭର ୟୁଆଳି ଭାଙ୍ଗି ତୁମ୍ଭର ବନ୍ଧନ ସବୁ ଚ୍ଛଦନେ କରିଛୁଁ। ଆଉ ତୁମ୍ଭେ କହିଛ, 'ଆମ୍ଭେ ତୁମ୍ଭର ଦାସତ୍ବ କର୍ମ କରିବୁ ନାହିଁ।' ପ୍ରକୃତ ରେ ତୁମ୍ଭେ ପ୍ରେତ୍ୟକକ ଉଚ୍ଚ ପର୍ବତ ଉପ ରେ ଓ ପ୍ରେତ୍ୟକକ ସବୁଜ ବୃକ୍ଷ ତଳେ ତୁମ୍ଭର ବ୍ଯଭିଚାର କରି ଚାଲିଛ।
Deuteronomy 12:2
ତୁମ୍ଭମାନେେ ଯେଉଁ ଗୋଷ୍ଠୀଯମାନଙ୍କୁ ଅଧିକାର କରିବ, ସମାନଙ୍କେର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମକ୍ସ୍ଟହ ଉପରେ ଓ ପ୍ରେତ୍ୟକକ ସତଜେ ବୃକ୍ଷ ତଳେ, ଯେଉଁସବୁ ସ୍ଥାନ ରେ ନିଜ ନିଜ ଦବେତାମାନଙ୍କୁ ପୂଜା କଲେ, ସହେି ସକଳ ସ୍ଥାନ ନିଶ୍ଚଯ ବିନଷ୍ଟ କରିବ।
Luke 16:23
ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।
Ezekiel 20:28
ତଥାପି ମୁଁ ଆଗ ରେ ଯେଉଁ ଦେଶ ସମାନଙ୍କେୁ ଦବୋପାଇଁ ପ୍ରତିଜ୍ଞା କରିଥିଲି, ସହେି ଦେଶକୁ ସମାନଙ୍କେୁ ଆଣିଲି। ସେତବେେଳେ ସମାନେେ ପ୍ରେତ୍ୟକକ ଉଚ୍ଚପର୍ବତ ଓ ପ୍ରେତ୍ୟକକ ଗହଳିଆ ବୃକ୍ଷ ଦେଖି ସମାନଙ୍କେର ବଳିଦାନ କଲେ। ସମାନେେ ସମାନଙ୍କେର ବଳିଦାନ ଦ୍ବାରା ମାେତେ ବିରକ୍ତ କଲେ। ସମାନେେ ନିଜର ସୁଗନ୍ଧି ଦ୍ରବ୍ଯ ରଖିଲେ ଓ ନିଜ ନିଜର ପଯେ ନବୈେଦ୍ଯ ଢ଼ାଳିଲେ।
Ezekiel 16:16
ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନଇେ ଆପଣା ପାଇଁ ନାନା ରଙ୍ଗ ରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପ ରେ ବ୍ଯଭିଚାରିଣୀ କର୍ମ କଲ। ଏପରି କାର୍ୟ୍ଯ ଘଟିବା ଉଚିତ୍ ନୁହେଁ।
Ezekiel 8:4
ଉପତ୍ୟକା ରେ ମୁଁ ଦେଖିଥିବା ଦୃଶ୍ଯ ତୁଲ୍ଯ ସେ ସ୍ଥାନ ରେ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ବିଦ୍ଯମାନ ଥିଲା।
Jeremiah 7:29
ହେ ଯିରିମିୟ, ଆପଣା ମସ୍ତକର କେଶ କାଟି ପକାଇ ଦିଅ ଓ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀ ରେ ବିଳାପ କର। କାରଣ ସଦାପ୍ରଭୁ ଏହି ବଂଶପ୍ରତି କୋରଧଭାବ ଓ ବିମୁଖତା ପ୍ରକାଶ କରି ଏହି ବଂଶକୁ ଅଗ୍ରାହ୍ଯ ଓ ପରିତ୍ଯାଗ କରିଛନ୍ତି।
Jeremiah 3:21
ବୃକ୍ଷଶୂନ୍ଯ ପାହାଡ଼ ଉପ ରେ ଇଶ୍ରାୟେଲ ଲୋକମାନଙ୍କର ରୋଦନ ତୁମ୍ଭମାନେେ ଶୁଣିବ। ସମାନେେ ଜାରେ ରେ ଚିତ୍କାର କରୁଛନ୍ତି, ଏବଂ କରୁଣା ପାଇଁ ପ୍ରାର୍ଥନା କରୁଛନ୍ତି। କାରଣ ସମାନେେ କୁଟିଳ ପଥଗାମୀ ହାଇେଛନ୍ତି ଓ ସମାନଙ୍କେର ସଦାପ୍ରଭୁ ପରମେଶ୍ବରଙ୍କୁ ପାଶୋରି ଦଇେଛନ୍ତି।
Jeremiah 3:9
ଯିହୁଦା ବଖାେତିର କରି ବ୍ଯଭିଚାର କଲା ଓ ଦେଶକୁ 'ଅଶୁଚି' କଲା। ଆଉ ସେ ମଧ୍ଯ କାଠ ଓ ପଥର ସଙ୍ଗେ ବ୍ଯଭିଚାର କଲା।
Jeremiah 2:23
ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।
Proverbs 23:28
ଜଣେ ଖରାପ ସ୍ତ୍ରୀ ଲୋକ ଚୋର ପରି ଆକସ୍ମିକ ଆକ୍ରମଣ କରେ, ସେ ମନୁଷ୍ଯମାନଙ୍କ ମଧିଅରେ ଅବିଶ୍ବାସୀମାନଙ୍କର ସଂଖ୍ଯା ବଢ଼ାଏ।
Proverbs 7:11
ସେ ବଡ଼ ତୁଣ୍ଡଇେ ଓ ଅବାଧ୍ଯା ଥଲା। ତା'ର ପାଦ ଆଦୌ ଗୃହ ରେ ରହୁ ନ ଥିଲା।
2 Kings 23:13
ରାଜା ଉଚ୍ଚ ସ୍ଥଳଗୁଡିକ ଅଶୁଚି କଲେ, ଯେଉଁସବୁ ୟିରୁଶାଲମର ପୂର୍ବ ରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ବାରା ଗଢା ହାଇେଥିଲା। ଇଶ୍ରାୟେଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀଯମାନଙ୍କର ଭଣ୍ତ ଦବେୀଗଣ, କମାେଣ ପାଇଁ ମାୟୋବର ଭଣ୍ତ ଦବେତା ଏବଂ ମିଲ୍କମ ପାଇଁ ଅମାନେୀଯମାନଙ୍କର ଭଣ୍ତ ଦବେତା ପାଇଁ ତିଆରି ହାଇେଥିଲା।
1 Kings 11:3
ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।