Esther 5:13 in Oriya

Oriya Oriya Bible Esther Esther 5 Esther 5:13

Esther 5:13
କିନ୍ତୁ ମୁଁ ପ୍ରେତ୍ୟକକଥର ୟିହୁଦୀ ମର୍ଦ୍ଦଖଯକୁ ରାଜାଙ୍କ ଫାଟକରେ ବସିବାର ଦେଖେ, ଏହାସବୁ ମାରେକିଛି ଭଲ କରେ ନାହିଁ।

Esther 5:12Esther 5Esther 5:14

Esther 5:13 in Other Translations

King James Version (KJV)
Yet all this availeth me nothing, so long as I see Mordecai the Jew sitting at the king's gate.

American Standard Version (ASV)
Yet all this availeth me nothing, so long as I see Mordecai the Jew sitting at the king's gate.

Bible in Basic English (BBE)
But all this is nothing to me while I see Mordecai the Jew seated by the king's doorway.

Darby English Bible (DBY)
Yet all this is of no avail to me so long as I see Mordecai the Jew sitting at the king's gate.

Webster's Bible (WBT)
Yet all this availeth me nothing, so long as I see Mordecai the Jew sitting at the king's gate.

World English Bible (WEB)
Yet all this avails me nothing, so long as I see Mordecai the Jew sitting at the king's gate.

Young's Literal Translation (YLT)
and all this is not profitable to me, during all the time that I am seeing Mordecai the Jew sitting in the gate of the king.'

Yet
all
וְכָלwĕkālveh-HAHL
this
זֶ֕הzezeh
availeth
אֵינֶ֥נּוּʾênennûay-NEH-noo
nothing,
me
שׁוֶֹ֖הšôeshoh-EH
so
long
לִ֑יlee
as
בְּכָלbĕkālbeh-HAHL
I
עֵ֗תʿētate
see
אֲשֶׁ֨רʾăšeruh-SHER

אֲנִ֤יʾănîuh-NEE
Mordecai
רֹאֶה֙rōʾehroh-EH
the
Jew
אֶתʾetet
sitting
מָרְדֳּכַ֣יmordŏkaymore-doh-HAI
at
the
king's
הַיְּהוּדִ֔יhayyĕhûdîha-yeh-hoo-DEE
gate.
יוֹשֵׁ֖בyôšēbyoh-SHAVE
בְּשַׁ֥עַרbĕšaʿarbeh-SHA-ar
הַמֶּֽלֶךְ׃hammelekha-MEH-lek

Cross Reference

Philippians 4:11
ମୁଁ ଏପରି କହିବାର କାରଣ ନୁହେଁ ଯେ ମୁଁ କୌଣସି ବିଷୟ ଚାହୁଁଛି। କାରଣ ମାରେବର୍ତ୍ତମାନ ଯାହା ଅଛି ଏବଂ ଯାହା ମାେ ପାଇଁ ଘଟୁଛି, ସେଥି ରେ ସନ୍ତୁଷ୍ଟ ରହିବାକୁ ମୁଁ ଶିଖିଛି।

1 Kings 21:4
ନାବୋତଙ୍କ କଥା ଆହାବ୍ଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, ପୈତୃକ ସମ୍ପତ୍ତି ଦବେେ ନାହିଁ ବୋଲି ମନା କଲେ। ତେଣୁ ଏପରି ଖରାପ ମିଜାସ ରେ ସେ ଘରକୁ ଫରେିଲେ। ଏଣୁ ଆହାବ୍ ନ ଖାଇ ନ ପିଇ ଶୟ୍ଯା ରେ ପଡି ରହିଲେ।

Esther 5:9
ସଦେିନ ହାମନ୍ ଆନନ୍ଦିତ ହାଇେ ଗ୍ଭଲିଗଲା। ମାତ୍ର ହାମନ, ରାଜଦ୍ବାର ରେ ନିଜ ସମ୍ମୁଖ ରେ ମର୍ଦ୍ଦଖଯଙ୍କୁ ଉଠି ଠିଆ ନ ହବୋର କି ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖଯ ବିରୁଦ୍ଧ ରେ କୋରଧ ରେ ପରିପୂର୍ଣ୍ଣ ହେଲା।

Job 15:20
ସହେି ଜ୍ଞାନୀ ଲୋକମାନେ କହିଥିଲେ, ଦୁଷ୍ଟଲୋକ ଆପଣାର କୁକର୍ମକୁ ସାରାଜୀବନ ଭୋଗ କରେ। ଜଣେ ନିଷ୍ଠୁର ବ୍ଯକ୍ତି ତା'ର ପ୍ରେତ୍ୟକକ ଗଣିତ ବର୍ଷ ରେ କ୍ଲେଶ ଭୋଗ କରେ।

Job 18:4
ଆୟୁବ, ତୁମ୍ଭର ରାଗ କବଳେ ତୁମ୍ଭକୁ ଆଘାତ କରିବ। କବଳେ ତୁମ୍ଭ ପାଇଁ କ'ଣ ଲୋକେ ପୃଥିବୀକୁ ପରିତ୍ଯାଗ କରିବେ ? ତୁମ୍ଭେ କ'ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ବର ପର୍ବତକୁ ଘୁଞ୍ଚାଇ ଦବେେ?

Ecclesiastes 1:2
ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।

Ecclesiastes 1:14
ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।