Zechariah 7:1
ରାଜା ଦାରିଯାବସଙ୍କ ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁ ଏହି ବାର୍ତ୍ତା ୟିଖରିଯଙ୍କୁ ପଠାଇଲେ। ଏହା ତାଙ୍କ ରାଜତ୍ବର ଚତୁର୍ଥ ବର୍ଷର କିଷ୍ଲବେ ନାମକ ନବମ ମାସର ଚତୁର୍ଥ ଦିବସ ଥିଲା।
And it came to pass | וַֽיְהִי֙ | wayhiy | va-HEE |
in the fourth | בִּשְׁנַ֣ת | bišnat | beesh-NAHT |
year | אַרְבַּ֔ע | ʾarbaʿ | ar-BA |
of king | לְדָרְיָ֖וֶשׁ | lĕdoryāweš | leh-dore-YA-vesh |
Darius, | הַמֶּ֑לֶךְ | hammelek | ha-MEH-lek |
that the word | הָיָ֨ה | hāyâ | ha-YA |
Lord the of | דְבַר | dĕbar | deh-VAHR |
came | יְהוָ֜ה | yĕhwâ | yeh-VA |
unto | אֶל | ʾel | el |
Zechariah | זְכַרְיָ֗ה | zĕkaryâ | zeh-hahr-YA |
in the fourth | בְּאַרְבָּעָ֛ה | bĕʾarbāʿâ | beh-ar-ba-AH |
ninth the of day | לַחֹ֥דֶשׁ | laḥōdeš | la-HOH-desh |
month, | הַתְּשִׁעִ֖י | hattĕšiʿî | ha-teh-shee-EE |
even in Chisleu; | בְּכִסְלֵֽו׃ | bĕkislēw | beh-hees-LAVE |
Cross Reference
Nehemiah 1:1
ଏଗୁଡିକ ନିହିମିଯାଙ୍କର ବାକ୍ଯ ଅଟେ। ନିହିମିଯା ଥିଲେ ହଖଲିଯର ପୁତ୍ର। ବିଂଶତିତମ ବର୍ଷର କିଶ୍ଲେବ୍ ମାସ ରେ ମୁଁ ଶୂଶନର ରାଜଧାନୀ ରେ ଥିଲି।
Zechariah 1:1
ସଦାପ୍ରଭୁ ବରେିଖିଯଙ୍କ ପୁତ୍ର ଭବିଷ୍ଯଦ୍ବକ୍ତା ୟିଖରିଯଙ୍କୁ ଏହି ବାର୍ତ୍ତା ପଠାଇଲେ। ପାରସ୍ଯର ରାଜା ଦାରିଯାବସଙ୍କ ଦ୍ବିତୀୟ ବର୍ଷର ଅଷ୍ଟମ ମାସ ରେ ଏହା ଘଟିଥିଲା। ୟିଖରିଯ ବରେିଖିଯଙ୍କ ପୁତ୍ର ଥିଲେ। ବରେିଖିଯ ଇଦ୍ଦୋଙ୍କ ପୁତ୍ର ଥିଲେ।
Ezra 6:14
ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।
Haggai 2:10
ପାରସ୍ଯ ରାଜା ଦାରିଯାବସଙ୍କର ରାଜତ୍ବର ଦ୍ବିତୀୟ ବର୍ଷର ନବମ ମାସର ଚତୁର୍ବଂଶ ଦିବସ ରେ ଭବିଷ୍ଯଦ୍ବକ୍ତା ହାଗଯ ସଦାପ୍ରଭୁଙ୍କର ଏହି ବାର୍ତ୍ତା ପାଇଲେ।
Haggai 2:20
ମାସର ଚତୁର୍ବିଂଶ ଆଉ ଏକ ବାର୍ତ୍ତା ସଦାପ୍ରଭୁଙ୍କଠାରୁ ହାଗଯ ନିକଟକୁ ଆସିଲା। ବାର୍ତ୍ତାଟି ହେଉଛି।