Base Word
זְכַרְיָה
Short DefinitionZecarjah, the name of twenty-nine Israelites
Long Definition11th in order of the minor prophets; a priest, son of Berechiah and grandson of Iddo, who, along with Haggai, directed the rebuilding of the temple in the days of Zerubbabel
Derivationor זְכַרְיָהוּ; from H2142 and H3050; Jah has remembered
International Phonetic Alphabetd͡zɛ̆.kɑrˈjɔː
IPA modzɛ̆.χɑʁˈjɑː
Syllablezĕkaryâ
Dictiondzeh-kahr-YAW
Diction Modzeh-hahr-YA
UsageZachariah, Zechariah
Part of speechn-pr-m
Base Word
זְכַרְיָה
Short DefinitionZecarjah, the name of twenty-nine Israelites
Long Definition11th in order of the minor prophets; a priest, son of Berechiah and grandson of Iddo, who, along with Haggai, directed the rebuilding of the temple in the days of Zerubbabel
Derivationor זְכַרְיָהוּ; from H2142 and H3050; Jah has remembered
International Phonetic Alphabetd͡zɛ̆.kɑrˈjɔː
IPA modzɛ̆.χɑʁˈjɑː
Syllablezĕkaryâ
Dictiondzeh-kahr-YAW
Diction Modzeh-hahr-YA
UsageZachariah, Zechariah
Part of speechn-pr-m

2 Kings 14:29
ଅନନ୍ତର ୟାରବିଯାମଙ୍କ ମୃତ୍ଯୁ ହେଲା ଓ ସେ ଇଶ୍ରାୟେଲର ରାଜାମାନଙ୍କ ସହିତ କବର ନେଲେ। ତାଙ୍କ ପଦର ରେ ତାଙ୍କ ପୁତ୍ର ଜିଖରିଯ ଇଶ୍ରାୟେଲର ରାଜା ହେଲେ।

2 Kings 15:8
ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ।

2 Kings 15:11
ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2 Kings 18:2
ହିଜକିଯ ପଚିଶ ବର୍ଷ ବଯସ୍କ ଥିଲେ ଯେତବେେଳେ ସେ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ ରେ ଅଣତିରିଶ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିଯଙ୍କର କନ୍ଯା ଥିଲେ।

1 Chronicles 5:7
ପରିବାରର ଇତିହାସ ରେ ଯେଉଁପରି ଲଖାେ ୟାଇଅଛି, ଠିକ୍ ସହେିପରି ଯାୟେଲଙ୍କ ଭ୍ରାତୃଗଣ ଓ ତାହାଙ୍କ ପରିବାରବର୍ଗ ତାଲିକା କରା ୟାଇଅଛି। ୟିଯିଯଲେ ପ୍ରଥମ ପୁତ୍ର ଥିଲେ, ତା'ପରେ ଜିଖରିଯ।

1 Chronicles 9:21
ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।

1 Chronicles 9:37
ଗଦୋର୍, ଅହିଯୋ, ଜିଖରିଯ ଓ ମିକ୍ଲୋତ୍।

1 Chronicles 15:18
ସହେି ଲବେୀୟମାନଙ୍କର ଆଉ ଏକ ଦ୍ବିତୀୟ ଦଳ ମଧ୍ଯ ଥିଲେ। ସମାନେେ ଥିଲେ ଜିଖରିଯ, ବନେ, ୟାସୀଯଲେ, ଶମୀରାମାେତ, ୟିହୀଯଲେ, ଉନ୍ନିକି, ଇଲୀଯାବ, ବନାଯ, ମା ସଯେ, ମତ୍ତଥିଯ, ଇଲୀଫଲହେୁ, ମିକ୍ନଯେ, ଓବଦେ-ଇଦୋମ ଓ ୟିଯୁଯଲେ। ଏହିମାନେ ଦ୍ବାରପାଳ ଥିଲେ।

1 Chronicles 15:20
ଜିଖରିଯ, ଅସୀଯଲେ, ଶମୀରାମାେତ୍, ୟିହିଯଲେ, ଉନ୍ନି, ଇଲୀଯାବ, ମା ସଯେ ଓ ବନାଯ ଅଲାମାେତ୍ ବୀଣା ବଜାଉଥିଲେ।

1 Chronicles 15:24
ଶବନିଯ, ୟୋଶାଫଟ୍, ନଥନଲେ, ଅମାସଯ, ଜିଖରିଯ, ବନାଯ ଓ ଇଲୀଯଷେର, ଏମାନଙ୍କର କାର୍ୟ୍ଯ ଥିଲା, ନିଯମସିନ୍ଦୁକର ସମ୍ମୁଖ ରେ ତୂରୀ ବଜାଇବା। ଓବେଦ୍-ଇଦୋମ୍ ଓ ୟିହିଯ ନିଯମସିନ୍ଦୁକର ଦ୍ବାରପାଳ ଥିଲେ।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்