Base Word
סָלָה
Short Definitionto hang up, i.e., weigh, or (figuratively) contemn
Long Definitionto make light of, toss aside
Derivationa primitive root
International Phonetic Alphabetsɔːˈlɔː
IPA modsɑːˈlɑː
Syllablesālâ
Dictionsaw-LAW
Diction Modsa-LA
Usagetread down (under foot), value
Part of speechv

ଆୟୁବ ପୁସ୍ତକ 28:16
ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।

ଆୟୁବ ପୁସ୍ତକ 28:19
କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ।

ଗୀତସଂହିତା 119:118
ସଦାପ୍ରଭୁ ଯେଉଁମାନେ ତୁମ୍ଭ ବ୍ଯବସ୍ଥାରୁ ଦୂରଇେ ୟାଆନ୍ତି ତୁମ୍ଭେ ତାଙ୍କୁ ଗ୍ରହଣ କର ନାହିଁ। କାରଣ ସମାନେେ ମିଥ୍ଯାବାଦୀ ଏବଂ ତୁମ୍ଭ ପ୍ରତି ବିଶ୍ବସ୍ତ ନୁହଁନ୍ତି।

ଯିରିମିୟଙ୍କ ବିଳାପ 1:15
ସଦାପ୍ରଭୁ ମଝି ରେ ଛିଡ଼ା ହାଇେଥିବା ଯୋଦ୍ଧାମାନଙ୍କୁ ପଠଇେ ଦଇେଛନ୍ତି। ସଦାପ୍ରଭୁ ମାରେ ୟୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡ ରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପଷେଣ କରିଅଛନ୍ତି।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்