| Base Word | |
| לָטַשׁ | |
| Short Definition | properly, to hammer out (an edge), i.e., to sharpen |
| Long Definition | to sharpen, hammer, whet |
| Derivation | a primitive root |
| International Phonetic Alphabet | lɔːˈt̪’ɑʃ |
| IPA mod | lɑːˈtɑʃ |
| Syllable | lāṭaš |
| Diction | law-TAHSH |
| Diction Mod | la-TAHSH |
| Usage | instructer, sharp(-en), whet |
| Part of speech | v |
ଆଦି ପୁସ୍ତକ 4:22
ସିଲ୍ଲାର ଗର୍ଭରୁ ତୁବଲ-କଯିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କଯିନର ନଯମା ନାମ୍ନୀ ଏକ ଭଉଣୀ ଥିଲା।
ପ୍ରଥମ ଶାମୁୟେଲ 13:20
ପଲେଷ୍ଟୀୟମାନେ କବଳେ ଲକ୍ସ୍ଟହା ଶାଣ ଦବୋ କାମ ଛକ୍ସ୍ଟରୀ, ଫାଳ, କକ୍ସ୍ଟରାଢି ଓ କୋଡି ପ୍ରଭୃତି ରେ ଇଶ୍ରାୟେଲୀୟମାନେ ସଠାେକକ୍ସ୍ଟ ଯାଉଥିଲେ।
ଆୟୁବ ପୁସ୍ତକ 16:9
ପରମେଶ୍ବର ମାେତେ ଆକ୍ରମଣ କରିଛନ୍ତି। ସେ ମାେ ଉପରେ କୋପ କରିବାକୁ ମାରେ ଶରୀର ଲୋତକରେ ଭିଜି ୟାଇଛି। ପରମେଶ୍ବର ମାେ ବିରୁଦ୍ଧ ରେ ତାଙ୍କ ଦାନ୍ତ ରଗଡ଼ନ୍ତି। ମାରେ ଶତ୍ରୁ ମାେତେ ଘୃଣା ଚକ୍ଷୁ ରେ ଦେଖନ୍ତି।
ଗୀତସଂହିତା 7:12
ୟଦି ପରମେଶ୍ବର କୌଣସି ନିଷ୍ପତ୍ତି ନିଅନ୍ତି ସେ ସହଜରେ ତାଙ୍କ ମନ ପରିବର୍ତ୍ତନ କରନ୍ତି ନାହିଁ।
ଗୀତସଂହିତା 52:2
ତୁମ୍ଭେ ଲୋକମାନଙ୍କୁ ଧ୍ବଂସ କରିବାକୁ ଚକ୍ରାନ୍ତ କରୁଅଛ। ତୁମ୍ଭର ଜିହ୍ବା କ୍ଷୁରତୁଲ୍ଯ ତିକ୍ଷ୍ମ। ତୁମ୍ଭେ ମିଥ୍ଯା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ !
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்