No lexicon data found for Strong's number: 851

ମାଥିଉଲିଖିତ ସୁସମାଚାର 26:51
ଯେଉଁ ଲୋକମାନେ ଯୀଶୁଙ୍କ ସହିତ ଥିଲେ, ସମାନଙ୍କେ ଭିତରୁ ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ମହାୟାଜକଙ୍କ ଚାକରକୁ ସେଥିଲେ ଆଘାତ କଲା। ଫଳ ରେ ଚାକରର କାନ କଟିଗଲା।

ମାର୍କଲିଖିତ ସୁସମାଚାର 14:47
ଯୀଶୁଙ୍କ ପାଖ ରେ ଠିଆ ହାଇେଥିବା ଜଣେ ଶିଷ୍ଯ ତାର ଖଣ୍ଡା ବାହାର କରି ଆଣି ମହା ଯାଜକଙ୍କର ଜଣେ ଚାକର ଉପରେ ଆଘାତ କଲା। ସହେି ଚାକରର କାନ କଟିଗଲା।

ଲୂକଲିଖିତ ସୁସମାଚାର 1:25
ଦେଖ, ଶଷେ ରେ ପରମେଶ୍ବର ମାେତେ ସାହାୟ୍ଯ କରିଛନ୍ତି। ଲୋକମାନଙ୍କ ମଧିଅରେ ମାରେ ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମାେ' ପ୍ରତି ସଦୟ ହାଇେଛନ୍ତି।

ଲୂକଲିଖିତ ସୁସମାଚାର 10:42
କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ସହତ୍ତ୍ବପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛ ଏବଂ ଏହା ତା'ଠାରୁ ଛଡଇେ ନିଆୟିବନାହିଁ।

ଲୂକଲିଖିତ ସୁସମାଚାର 16:3
ମାସ୍ତା ଜଣକ ମନେ ମନେ ଭବିଲା, 'ଏବେ ମୁଁ କ'ଣ କରିବି? ମାେ ମାଲିକ ମାେ ଚାକିରି ନଇେ ଯାଉଛନ୍ତି। ଗାତ ଖାେଳିବା ପାଇଁ ମାେ ପାଖ ରେ ବଳ ନାହିଁ। ଭିକ ମାଗିଲେ ମାେତେ ଲାଜ ମାଡିବ।'

ଲୂକଲିଖିତ ସୁସମାଚାର 22:50
ଏବଂ ଜଣେ ଶିଷ୍ଯ ଖଣ୍ଡା ବ୍ଯବହାର କଲା। ମହାୟାଜକଙ୍କର ଚାକରର ଡାହାଣ କାନଟି ସେ କାଟି ପକାଇଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:27
ଓ ଆମ୍ଭେ ସହେି ଲୋକମାନଙ୍କର ପାପଗୁଡିକୁ ହରଣ କଲା ପରେ ଏହି ଚୁକ୍ତି କରିବା। ୟିଶାଇୟ 59:20-21; 27:97

ଏବ୍ରୀମାନଙ୍କ ନିକଟକୁ ପତ୍ର 10:4
ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛଳେିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହଁନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:19
ଯଦି କୌଣସି ବ୍ଯକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକରୁ କିଛି କାଢ଼ି ଦିଏ, ତବେେ ପରମେଶ୍ବର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନବେେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:19
ଯଦି କୌଣସି ବ୍ଯକ୍ତି ଏହି ପୁସ୍ତକରେ ଲିଖିତ ଭବିଷ୍ଯଦ୍ ବାଣୀର ବାକ୍ଯଗୁଡ଼ିକରୁ କିଛି କାଢ଼ି ଦିଏ, ତବେେ ପରମେଶ୍ବର ଏହି ପୁସ୍ତକରେ ଲିଖିତ ଜୀବନବୃକ୍ଷ ଓ ପବିତ୍ର ନଗରୀରୁ ତାହାର ଅଧିକାର କାଢ଼ିନବେେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்