ମାଥିଉଲିଖିତ ସୁସମାଚାର 5:42
ଯଦି କହେି ତୁମ୍ଭକୁ କିଛି ମାଗେ, ତବେେ ତାହା ତାହାକୁ ଦିଅ। କହେି ଯଦି ତୁମ୍ଭଠାରୁ ଧାର ନବୋକୁ ଇଚ୍ଛାକରେ, ତବେେ ତା ହକେୁ ମନା କରନାହିଁ।
ମାଥିଉଲିଖିତ ସୁସମାଚାର 26:52
ଯୀଶୁ ସହେି ଲୋକକୁ କହିଲେ, ତୁମ୍ଭ ଖଣ୍ଡାକୁ ଖୋଳ ଭିତ ରେ ରଖ। ଯେଉଁ ଲୋକମାନେ ଖଣ୍ଡା ବ୍ଯବହାର କରନ୍ତି. ସମାନଙ୍କେୁ ଖଣ୍ଡା ଦ୍ବାରା ହତ୍ଯା କରା ଯାଇଥାଏ।
ମାଥିଉଲିଖିତ ସୁସମାଚାର 27:3
ୟିହୂଦା ଦେଖିଲା ଯେ, ସମାନେେ ଯୀଶୁଙ୍କୁ ବଧ କରିବା ପାଇଁ ସ୍ଥିର କରିଛନ୍ତି। ୟିହୂଦାହିଁ ଯୀଶୁଙ୍କୁ ତାହାଙ୍କର ଶତୃମାନଙ୍କ ହାତ ରେ ଦଇେ ଦଇେଥିଲା। ତେଣୁ ସେ ଏସବୁ ଘଟଣା ଦେଖି ନିଜର କର୍ମ ପାଇଁ ବହୁତ ଦୁଃଖ କଲା। ସେ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନଙ୍କୁ ସହେି ତିରିଶଟି ରେ ୗପ୍ୟମୁଦ୍ରା ଫରୋଇ ଦଲୋ।
ଲୂକଲିଖିତ ସୁସମାଚାର 23:14
ପୀଲାତ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯୀଶୁଙ୍କୁ ମାେ ପାଖକୁ ଆଣିଛ। ତୁମ୍ଭମାମେେ କହୁଛ ଯେ ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତି ରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କ ଠା ରେ ମୁଁ କୌଣସି ଭୁଲ ଦେଖିପାରିଲି ନାହିଁ। ତୁମ୍ଭମାନେେ ଯାହା କହୁଛ, ଯୀଶୁ ସେଥି ରେ ଦୋଷୀ ନୁହଁନ୍ତି।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:26
ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 11:26
ଏହି ଭଳି ସମଗ୍ର ଇଶ୍ରାୟେଲ ଉଦ୍ଧାର ପାଇବ। ଶାସ୍ତ୍ର ରେ ଲଖାେଅଛି:
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:15
ତୁମ୍ଭେ ଜାଣ ଯେ ଏସିଆ 297 ପ୍ରଦେଶର ପ୍ରେତ୍ୟକକ ଲୋକ ମାେତେ ପରିତ୍ଯାଗ କରିଛନ୍ତି। ଏପରିକି ଫୁଗଇେ ଓ ହର୍ମଗନୋ ମଧ୍ଯ ମାେତେ ଛାଡ଼ିଗଲେ। ମୁଁ ପ୍ରାର୍ଥନା କରେ ଯେ, ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା ଦଖାେନ୍ତୁ। ଅନୀସିଫର ମାେତେ ଅନକେ ଥର ସାହାୟ୍ଯ କରିଛନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:4
ଲୋକେ ସତକଥା ଶୁଣିବା ବନ୍ଦ କରି ଦବେେ। ମଥ୍ଯା କାହାଣୀର ଶିକ୍ଷାଗୁଡ଼ିକ ଅନୁସରଣ କର। ସୁସମାଚାର ପ୍ରଚାର କାମ କରି ଚାଲିଥାଅ। ପରମେଶ୍ବରଙ୍କ ଜଣେ ସବେକ ଭାବରେ ସମସ୍ତ କର୍ତ୍ତବ୍ଯ କରିବାକୁ ସମାନେେ ଆରମ୍ଭ କରିବେ।
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 1:14
ତା' ହେଲେ ସମାନେେ ଯିହୂଦୀ ଗପଗୁଡ଼ିକୁ ଗ୍ରହଣ କରିବେ ନାହିଁ କି ସତ୍ଯକୁ ଗ୍ରହଣ କରୁ ନ ଥିବା ଲୋକଙ୍କ ଆଦେଶ ପାଳନ କରିବେ ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 12:25
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।
Occurences : 10
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்