No lexicon data found for Strong's number: 4704

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:10
ସସମାଲନ ଆମ୍ଭକୁସଗାଟିଏ କଥା କହିବା ଉପଲରସଜାରସଦଲଲସଯ, ଆମ୍ଲଭସଯପରି ଅଭାବଲର ଥିବା ଗରୀବସଲାକମାନଙ୍କୁ ସାହାୟ୍ଯ କରିବା କଥା ମଲନ ରଖୁ। ଏହି କାମଟି କରିବା ପାଇଁ ମୁଁସଯ କଲବଳ ଇଚ୍ଛା କରୁଥିଲି ତା ନୁଲହଁ, ବରଂ ଏଥିପାଇଁସମାର ଉଦ୍ୟୋଗ ମଧ୍ଯ ଥିଲା।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:3
ତୁମ୍ଭେ ସମସ୍ତେ ପବିତ୍ର ଆତ୍ମାଙ୍କ ଦ୍ବାରା ଶାନ୍ତିର ବନ୍ଧନ ରେ ଏକତ୍ର ହାଇେ ରୁହ। ଏହିଭଳି ରହିବା ପାଇଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କର। ଆତ୍ମାଦତ୍ତ ଶାନ୍ତି ତୁମ୍ଭକୁ ବାନ୍ଧି ରଖୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:17
ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂର ରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସଠାେରେ ନ ଥିଲେ ମଧ୍ଯ, ଆମ୍ଭର ଚିନ୍ତାଗୁଡ଼ିକ ସଠାେରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ଯଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ଯ କରିଥିଲୁ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 2:15
ପରମେଶ୍ବରଙ୍କ ସୁଗ୍ରାହ୍ଯ ବ୍ଯକ୍ତି ହବୋ ଲାଗି ଯଥାସାଧ୍ଯ ଚେଷ୍ଟା କର। ନିଜକୁ ତାହାଙ୍କଠା ରେ ସମର୍ପଣ କର। ତାହାଙ୍କ କାମ ପାଇଁ କୌଣସି ପ୍ରକାର ଲଜ୍ଜାବୋଧ ନ କରି ଏପରି ସବେକ ହୁଅ ୟିଏ ସତ୍ ଶିକ୍ଷା ଠିକ୍ ଭାବରେ କାମ ରେ ଲଗାଉଛି।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:9
ଯେତେଶୀଘ୍ର ସମ୍ଭବ ମାେ ସହିତ ଦଖାେ କରିବାକୁ ଆସିବା ପାଇଁ ଚେଷ୍ଟା କର।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 4:21
ଶୀତଦିନ ପୂର୍ବରୁ ମାେ ପାଖକୁ ଆସିବା ପାଇଁ ପୂର୍ଣ୍ଣ ଚେଷ୍ଟା କର।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:12
ମୁଁ ତୁମ୍ଭମାନଙ୍କ ପାଖକୁ ଆର୍ତ୍ତମାେ ଓ ତୁଖିକଙ୍କୁ ପଠାଇବି। ସମାନଙ୍କେୁ ପଠାଇଲା ପରେ ତୁମ୍ଭେ ନିକପଲିଠା ରେ ମାେ ପାଖକୁ ଆସିବା ପାଇଁ ପ୍ରାଣପଣେ ଚେଷ୍ଟା କରିବ। ମୁଁ ଠିକ୍ କରିଛି ଯେ ଶୀତକାଳ ସଠାେରେ କଟାଇବି।

ଏବ୍ରୀମାନଙ୍କ ନିକଟକୁ ପତ୍ର 4:11
ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।

ପିତରଙ୍କ ଦିତୀୟ ପତ୍ର 1:10
ମାେ ଭାଇ ଭଉଣୀମାନେ, ପରମେଶ୍ବର ତୁମ୍ଭକୁ ଡ଼ାକି ମନୋନୀତ କରି ନିଜର କରିଛନ୍ତି। ତୁମ୍ଭର ସର୍ବୋତ୍ତମ କାର୍ୟ୍ଯ ଦ୍ବାରା ପ୍ରମାଣିତ କରିବାକୁ ଚେଷ୍ଟା କର ଯେ, ତୁମ୍ଭେ ପରମେଶ୍ବରଙ୍କ ଦ୍ବାରା ଡ଼କା ଯାଇଛ ଓ ବଚ୍ଛା ଯାଇଛ ଏବଂ ଏପରି କାର୍ୟ୍ଯ କଲେ ତୁମ୍ଭେ କବେେ ହେଲେ ଝୁଣ୍ଟିବ ନାହିଁ।

ପିତରଙ୍କ ଦିତୀୟ ପତ୍ର 1:15
ତୁମ୍ଭମାନେେ ଏହିକଥା ସର୍ବଦା ମନରେଖିବା ପାଇଁ ମୁଁ ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି। ମୁଁ ଚାଲିଗଲା ପରେ ମଧ୍ଯ ତୁମ୍ଭେ ଯେପରି ଏକଥା ମନେ ରଖିବ, ଏହା ମୁଁ ଚା ହେଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்