ମାଥିଉଲିଖିତ ସୁସମାଚାର 4:4
ଯୀଶୁ ଉତ୍ତର ରେ କହିଲେ, ଶାସ୍ତ୍ର ରେ ଏହା ଲଖାେଅଛି, 'ମଣିଷକୁ କବଳେ ଖାଦ୍ୟ ରେ ବଞ୍ଚିବ ନାହିଁ, କିନ୍ତୁ ତା'ର ଜୀବନ ପରମେଶ୍ବରଙ୍କ ମହଁରୁ ବାହାରି ଥିବା ପ୍ରେତ୍ୟକକ ବାକ୍ଯ ରେ ହିଁ ବଞ୍ଚିବ।' ଦ୍ବିତୀୟ ବିବରଣ 8:3
ମାଥିଉଲିଖିତ ସୁସମାଚାର 4:19
ଯୀଶୁ ସମାନଙ୍କେୁ କହିଲେ, ଆସ, ମାେତେ ଅନୁସରଣ କର। ମୁଁ ତୁମ୍ଭକୁ ଏକ ଭିନ୍ନ ପ୍ରକାରର କେଉଟ କରିବି। ମାଛ ନ ଧରି ମଣିଷମାନଙ୍କୁ ତୁମ୍ଭେ ଏକତ୍ର ସଂଗ୍ରହ କରିବ।
ମାଥିଉଲିଖିତ ସୁସମାଚାର 5:13
ତୁମ୍ଭମାନେେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଦେ ସ୍ବାଦହୀନ ହାଇଯୋଏ, ତବେେ ତାକୁ ଆଉଥରେ ଲୁଣିଆ କରା ଯାଇ ନପା ରେ। ଲୁଣ ଆପଣା ଲୁଣିଆ ସ୍ବାଦ ହରାଇଲେ ଆଉ କୌଣସି କାମ ରେ ଲାଗିପାରିବ ନାହିଁ। ତାକୁ ବାହା ରେ ଫିଙ୍ଗି ଦିଆୟିବ। ଲୋକେ ତାକୁ ପାଦ ରେ ଚକଟି ଗ୍ଭଲିଯିବେ।
ମାଥିଉଲିଖିତ ସୁସମାଚାର 5:16
ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।
ମାଥିଉଲିଖିତ ସୁସମାଚାର 5:19
ଏଣୁ ଲୋକେ ପ୍ରେତ୍ୟକକ ଆଦେଶ ମାନିବା ଉଚିତ, ଏପରିକି ମହତ୍ବପୂର୍ଣ୍ଣ ଦଖାେ ଯାଉ ନଥିବା େଛାଟ ଆଦେଶଟିଏ ମଧ୍ଯ ମାନିବା ଉଚିତ। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ବର୍ଗ ରାଜ୍ଯ ରେ ଅତି ନ୍ଯୁନ ବୋଲି ଗଣିତ ହବୋ କିନ୍ତୁ ଯେଉଁଲୋକ ସେ ବ୍ଯବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ବର୍ଗ ରାଜ୍ଯ ରେ ମହାନ୍ ହବେ।
ମାଥିଉଲିଖିତ ସୁସମାଚାର 6:1
ସାବଧାନ ରୁହ। ଯେତବେେଳେ ଭଲ କାମକର, ଲୋକମାନଙ୍କୁ ଜଣାଇବା ପାଇଁ କରନାହିଁ। ଲୋକମାନେ ତାହା ଦେଖନ୍ତୁ ବୋଲି ତୁମ୍ଭେ ସଗେୁଡିକ କରନାହିଁ। ତାହାଲେ ତୁମ୍ଭେ ସ୍ବର୍ଗ ରେ ଥିବା ତୁମ୍ଭର ପରମପିତାଙ୍କ ଠାରୁ ପୁରସ୍କାର ପାଇ ପାରିବ ନାହିଁ।
ମାଥିଉଲିଖିତ ସୁସମାଚାର 6:2
ଏଣୁ ଯେତବେେଳେ ତୁମ୍ଭେ କୌଣସି ଦୀନ-ଦୁଃଖୀକୁ ଦାନ ଦାଉଛ, ସେତବେେଳେ ତାର ଘୋଷଣା କରନାହିଁ। ଲୋକଙ୍କ ପ୍ରଶଂସା ପାଇବା ପାଇଁ କପଟି ଲୋକେ ପ୍ରାର୍ଥନା-ଗୃହ ଓ ଗଳିମାନଙ୍କ ରେ ତୂରୀବଜାଇ ସଭେଳି ପ୍ରଚାର କରିଥାନ୍ତି। ମୁଁ ତୁମ୍ଭକୁ ସତ୍ଯକଥା କହୁଛି ଯେ ସମାନେେ ତାହାଙ୍କର ପ୍ରତିଫଳ ପାଇ ସାରିଲଣେି।
ମାଥିଉଲିଖିତ ସୁସମାଚାର 6:5
ତୁମ୍ଭେ ପ୍ରାର୍ଥନା କଲାବାଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସମାନେେ ୟିହୁଦୀ ସମାଜ ଗୃହ ଓଗଳି-ମୁଣ୍ଡ ରେ ଠିଆ ହାଇେ ବଡପାଟି ରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ତାର ପୂରା ପ୍ରତିଫଳ ଦିଆଯାଇ ସାରିଲାଣି।
ମାଥିଉଲିଖିତ ସୁସମାଚାର 6:14
ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।
ମାଥିଉଲିଖିତ ସୁସମାଚାର 6:15
କିନ୍ତୁ ତୁମ୍ଭେ ଯଦି ଲୋକଙ୍କୁ ତାହାଙ୍କ ପାପ ପାଇଁ କ୍ଷମା ଦବେ ନାହିଁ, ତବେେ ତୁମ୍ଭର ପରମପିତା ମଧ୍ଯ ତୁମ୍ଭ ଅପରାଧ ଗୁଡିକ ପାଇଁ ତୁମ୍ଭକୁ କ୍ଷମା ଦବେନୋହିଁ।
Occurences : 559
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்