ମାଥିଉଲିଖିତ ସୁସମାଚାର 4:3
ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।
ମାଥିଉଲିଖିତ ସୁସମାଚାର 4:11
ତେଣୁ ଶୟତାନ ତାହାଙ୍କୁ ଛାଡି ଗ୍ଭଲିଗଲା, ଏବଂ ତା'ପରେ ସ୍ବର୍ଗଦୂତମାନେ ଆସି ତାହାଙ୍କର ଯତ୍ନ ନେଲେ।
ମାଥିଉଲିଖିତ ସୁସମାଚାର 5:1
ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ଯା କ୍ରମଶଃ ବଢିବାକୁ ଲାଗିଲା। ଏହା ଦେଖି ଯୀଶୁ ଗୋଟିଏ ପାହାଡ ଉପରକୁ ଗଲେ ଏବଂ ସଠାେରେ ବସିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ପାଖକୁ ଆସିଲେ।
ମାଥିଉଲିଖିତ ସୁସମାଚାର 8:5
ତାପରେ ଯୀଶୁ କଫର୍ନାହୂମକୁ ଗଲେ। ନଗର ଭିତ ରେ ପ୍ରବେଶ କଲା ବେଳେ ଜଣେ ରୋମୀୟ ସନୋପତି ତାହାଙ୍କ ପାଖକୁ ଆସିଲେ।
ମାଥିଉଲିଖିତ ସୁସମାଚାର 8:19
ତା'ପରେ ଜଣେ ଧର୍ମଶାସ୍ତ୍ରୀ ତାହାଙ୍କ ପାଖକୁ ଆସି କହିଲେ, ଗୁରୁ, ଆପଣ ଯେଉଁଆଡେ ଯିବେ, ମୁଁ ଆପଣଙ୍କ ଅନୁସରଣ କରିବି।
ମାଥିଉଲିଖିତ ସୁସମାଚାର 8:25
ଶିଷ୍ଯମାନେ ଯୀଶୁଙ୍କ ପାଖ ରେ ଥିଲେ। ସମାନେେ ଯୀଶୁଙ୍କୁ ଉଠାଇଲେ। ସମାନେେ କହିଲେ, ପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର। ଆମ୍ଭେ ବର୍ତ୍ତମାନ ବୁଡି ମରିୟିବା ଉପରେ।
ମାଥିଉଲିଖିତ ସୁସମାଚାର 9:14
ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ। କିନ୍ତୁ ଆପଣଙ୍କ ଶିଷ୍ଯମାନେ ଉପବାସ କରନ୍ତି ନାହିଁ କାହିଁକି?
ମାଥିଉଲିଖିତ ସୁସମାଚାର 9:20
ସଠାେରେ ଜଣେ ସ୍ତ୍ରୀ ଲୋକ ଥିଲା। ତାର ବାରବର୍ଷ ଧରି ରକ୍ତସ୍ରାବ ହେଉଥିଲା। ସେ ସ୍ତ୍ରୀ ଲୋକଟି ଯୀଶୁଙ୍କ ପଛ ପଟକୁ ଆସି ତାହାଙ୍କ ପିନ୍ଧା ବସ୍ତ୍ରର ଧାରକୁ ଛୁଇଁ ଦଲୋ।
ମାଥିଉଲିଖିତ ସୁସମାଚାର 9:28
ଯୀଶୁ ପୁଣି ଭିତରକୁ ଗଲେ, ଅନ୍ଧ ଦୁଇଟି ମଧ୍ଯ ତାହାଙ୍କ ସଙ୍କ ରେ ଗଲେ। ଯୀଶୁ ସମାନଙ୍କେୁ ପଚାରିଲେ, ତୁମ୍ଭେ କ'ଣ ବିଶ୍ବାସ କରୁଛ ଯେ, ମୁଁ ତୁମ୍ଭକୁ ଆଖି ଦାନ କରି ପାରିବି? ସମାନେେ ଉତ୍ତର ଦେଲେ, ହଁ, ପ୍ରଭୁ।
ମାଥିଉଲିଖିତ ସୁସମାଚାର 13:10
ଶଷ୍ଯମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତୁମ୍ଭେ ସମାନଙ୍କେୁ ଦୃଷ୍ଟାନ୍ତ ମାଧ୍ଯମ ରେ କାହିଁକି ଶିକ୍ଷା ଦେଉଛ?
Occurences : 86
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்