ମାଥିଉଲିଖିତ ସୁସମାଚାର 2:8
େ ହରୋଦ ସମାନଙ୍କେୁ ବେଥ୍ଲହେିମ ପଠାଇଲେ ଓ କହିଲେ, ତୁମ୍ଭମାନେେ ବେଥ୍ଲହେିମ ଯାଇ ଶିଶୁଟି ବିଷୟ ରେ ଯତ୍ନ ଭାବରେ ଖାଜେ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତବେେ ମାେତେ ଜଣାଅ। ତା'ପରେ ମୁଁ ମଧ୍ଯ ଯାଇ ତାହାଙ୍କୁ ପ୍ରଣାମ କରିବି।
ମାଥିଉଲିଖିତ ସୁସମାଚାର 11:2
ପ୍ତିଜକ ଯୋହନ କାରାଗାର ରେ ଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ କାର୍ୟ୍ଯକଳାପ ବିଷୟ ରେ ଶୁଣିଲେ। ସେ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ।
ମାଥିଉଲିଖିତ ସୁସମାଚାର 14:10
ସେ କାରାଗାର ରେ ଯୋହନଙ୍କ ମୁଣ୍ଡକାଟ କରିବା ପାଇଁ ଲୋକ ପଠାଇଲେ।
ମାଥିଉଲିଖିତ ସୁସମାଚାର 22:7
ରାଜା ଖୁବ୍ ରାଗିଗଲେ। ତାହାଙ୍କ ଚ଼ାକରମାନଙ୍କୁ ଯେଉଁମାନେ ମାରି ଦେଲେ, ସମାନଙ୍କେୁ ମାରିଦବୋପାଇଁ ରାଜା ସୈନ୍ଯ ପଠାଇଲେ। ସୈନ୍ଯମାନେ ସହେି ହତ୍ଯାକାରୀମାନଙ୍କୁ ମାରି ଦେଲେ ଓ ତାହାଙ୍କ ନଗରକୁ ପୋଡ଼ି ଦେଲେ।
ମାର୍କଲିଖିତ ସୁସମାଚାର 5:12
ଦୁଷ୍ଟାତ୍ମାମାନେ ଯୀଶୁଙ୍କୁ ଅନୁରୋଧ କଲେ, ଆମ୍ଭକୁ ଘୁଷୁରିମାନଙ୍କ ପାଖକୁ ପଠଇେ ଦିଅ, ତାହାଲେ ଆମ୍ଭେ ସମାନଙ୍କେ ଦହେ ଭିତ ରେ ପ୍ରବେଶ କରିୟିବୁ।
ଲୂକଲିଖିତ ସୁସମାଚାର 4:26
କିନ୍ତୁ ଏଲିୟଙ୍କୁ ସମାନଙ୍କେ ମଧ୍ଯରୁ କୌଣସି ବିଧବାଙ୍କ ପାଖକୁ ପଠାଗଲା ନାହିଁ। ଏଲିୟଙ୍କୁ କବଳେ ସୀଦୋନ ଅଞ୍ଚଳର ସାରିଫତ ରେ ରହୁଥିବା ଜଣେ ବିଧବା ପାଖକୁ ପଠାଗଲା।
ଲୂକଲିଖିତ ସୁସମାଚାର 7:6
ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।
ଲୂକଲିଖିତ ସୁସମାଚାର 7:10
ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସମାନେେ ଘରକୁ ଫରେିୟିବା ପରେ ଦେଖିଲେ ଯେ ଚାକରଟି ସୁସ୍ଥ ହାଇେ ଯାଇଛି।
ଲୂକଲିଖିତ ସୁସମାଚାର 7:19
ଯୋହନ ସମାନଙ୍କେୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଚାରି ପଠାଇଲେ: ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷା ରେ ରହିବୁ?
ଲୂକଲିଖିତ ସୁସମାଚାର 15:15
ତେଣୁ ସେ ସହେି ଦେଶ ରେ ଗୋଟିଏ ଲୋକ ପାଖକୁ ମୂଲ ଲାଗିବାକୁ ଗଲା, ସେ ଲୋକଟି ତାହାକୁ ତା ପଡିଆ ରେ ଘୁଷୁରି ଚ ରଇବୋକୁ ପଠାଇଲା।
Occurences : 81
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்