ମାଥିଉଲିଖିତ ସୁସମାଚାର 4:1
ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।
ମାଥିଉଲିଖିତ ସୁସମାଚାର 4:3
ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।
ମାଥିଉଲିଖିତ ସୁସମାଚାର 16:1
ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କ କୌଣସି ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋକୁ କହିଲେ, କାରଣ ଯୀଶୁ ଆଶ୍ଚର୍ୟ୍ଯ କାର୍ୟ୍ଯ ଦଖାଇବୋ ଫଳ ରେ ପ୍ରମାଣିତ ହାଇେ ପାରିବ ଯେ ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି।
ମାଥିଉଲିଖିତ ସୁସମାଚାର 19:3
କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?
ମାଥିଉଲିଖିତ ସୁସମାଚାର 22:18
କିନ୍ତୁ ଯୀଶୁ ସମାନଙ୍କେ ଦୁଷ୍ଟତା ବୁଝି ପାରିଲେ। ସେ କହିଲେ, ହେ କପଟୀଗଣ! ମାେତେ ଫାନ୍ଦ ରେ ପକାଇବାକୁ କାହିଁକି ଚେ଼ଷ୍ଟା କରୁଛ?
ମାଥିଉଲିଖିତ ସୁସମାଚାର 22:35
ଜଣେ ଫାରୂଶୀ ମାଶାଙ୍କେ ବ୍ଯବସ୍ଥା ବିଷୟ ରେ ଦକ୍ଷ ଥିଲା। ସେ ଯୀଶୁଙ୍କୁ ପରୀକ୍ଷା ରେ ପକାଇବା ପାଇଁ ମନସ୍ଥ କରି ତାହାଙ୍କୁ ଗୋଟିଏ ପ୍ରଶ୍ନ ପଚ଼ାରିଲା।
ମାର୍କଲିଖିତ ସୁସମାଚାର 1:13
ଯୀଶୁ ସଠାେରେ ଚାଳିଶ ଦିନ ପର୍ୟ୍ଯନ୍ତ ଉପବାସ ପାର୍ଥନା ସହିତ ରହିଲେ। ସଠାେରେ ସେ ଶୟତାନ ଦ୍ବାରା ପରୀକ୍ଷିତ ହେଲେ। ତା'ପରେ ସ୍ବର୍ଗଦୂତମାନେ ଆସି ଯୀଶୁଙ୍କର ସବୋ କଲେ।
ମାର୍କଲିଖିତ ସୁସମାଚାର 8:11
ଫୀରୂଶୀମାନେ ଯୀଶୁଙ୍କ ପାଖକୁ ଆସି ଯୀଶୁଙ୍କୁ ପରୀକ୍ଷା କରିବାକୁ ପ୍ରଶ୍ନ ପଚାରିଲେ। ସମାନେେ ଯୀଶୁଙ୍କୁ ପରୀକ୍ଷା କରିବାକୁ ଚାହୁଁଥିଲେ। ତେଣୁ ସମାନେେ ଯୀଶୁଙ୍କୁ, ସେ ପରମେଶ୍ବରଙ୍କ ପାଖରୁ ଆସିଛନ୍ତି ବୋଲି ପ୍ରମାଣିତ କରୀବା ପାଇଁ ଆଶ୍ଚର୍ୟ୍ଯ-କର୍ମ କରିବାକୁ କହିଲେ।
ମାର୍କଲିଖିତ ସୁସମାଚାର 10:2
କେତକେ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ଭୁଲ ଧରିବା ପାଇଁ ଚେଷ୍ଟାକଲେ। ସମାନେେ ଯୀଶୁଙ୍କୁୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଚାରିଲେ, ଜଣେ ପୁରୁଷ ତାର ସ୍ତ୍ରୀକୁ ଛାଡପତ୍ର ଦବୋ କ'ଣ ଆଇନ ସଙ୍ଗତ କାର୍ୟ୍ଯ?
ମାର୍କଲିଖିତ ସୁସମାଚାର 12:15
ଯୀଶୁ ସମାନଙ୍କେ ଚାଲବାଜି ବୁଝିଗଲେ। ସେ ସମାନଙ୍କେୁ ପଚାରିଲେ, ତୁମ୍ଭମାନେେ ମାେତେ ଭଲ କଥା କହି କାହିଁକି ଫାନ୍ଦ ରେ ପକାଇବାକୁ ଚେଷ୍ଟା କରୁଛ? ମାେ ପାଖକୁ ରୂପା ଟଙ୍କାଟିଏ ଆଣ, ମୁଁ ତାକୁ ଦେଖେ।
Occurences : 39
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்