No lexicon data found for Strong's number: 3571

ମାଥିଉଲିଖିତ ସୁସମାଚାର 2:14
ତେଣୁ ଯୋଷଫେ ଉଠିଲେ। ସେ ଶିଶୁ ଓ ତା' ମାଆଙ୍କୁ ଧରି ମିଶର ଦେଶକୁ ୟିବା ପାଇଁ ରାତି ରେ ବାହାରି ପଡିଲେ।

ମାଥିଉଲିଖିତ ସୁସମାଚାର 4:2
ଯୀଶୁ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି କିଛି ଖାଇଲେ ନାହିଁ। ଏହା ପରେ ତାହାଙ୍କୁ ଖୁବ ଭୋକ ଲାଗୁଥିଲା।

ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ମାଥିଉଲିଖିତ ସୁସମାଚାର 14:25
ଯୀଶୁ ହ୍ରଦ ଉପରେ ଚାଲିକରି ରାତ୍ରିର ଚତୁର୍ଥ ପ୍ରହର ରେ ଶିଷ୍ଯମାନଙ୍କ ପାଖ ରେ ଯାଇ ପହନ୍ଚିଲେ।

ମାଥିଉଲିଖିତ ସୁସମାଚାର 25:6
ଅଧ ରାତି ରେ ଜଣେ କହେି ଘାଷେଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।

ମାଥିଉଲିଖିତ ସୁସମାଚାର 26:31
ଯୀଶୁ ସମାନଙ୍କେୁ କହିଲେ, ଆଜି ରାତି ରେ ତୁମ୍ଭମାନେେ ମାେ ଉପରୁ ବିଶ୍ବାସ ହ ରଇେ ବସିବ। ଶାସ୍ତ୍ରମାନଙ୍କ ରେ ଏକଥା ଲୋଖାଅଛି: 'ମୁଁ ମଷେପାଳକଙ୍କୁ ମାରି ଦବେି ଏବଂ ମେଣ୍ଢାମାନେ ଏଣତେଣେେ ପଳଇବେେ।' ୟିଖରୀୟ 13:7

ମାଥିଉଲିଖିତ ସୁସମାଚାର 26:34
ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଆଜି ରାତି ରେ ତୁମ୍ଭେ କହିବ ଯେ ମାେତେ ଚିହ୍ନିନାହଁ। କୁକୁଡ଼ା ଡ଼ାକିବା ପୂର୍ବରୁ ତୁମ୍ଭେ ତିନିଥର ଏହିକଥା କହିବ।

ମାଥିଉଲିଖିତ ସୁସମାଚାର 27:64
ତେଣୁ ତୃତୀୟ ଦିନ ପର୍ୟ୍ଯନ୍ତ କବରକୁ ପହରା ଦବୋ ପାଇଁ ଆପଣ ଆଦେଶ ଦିଅନ୍ତୁ। ତାହାଙ୍କର ଶିଷ୍ଯମାନେ ସଠାେକୁ ଆସି ତାହାଙ୍କ ମୃତ ଦହକେୁ ଚେ଼ାରୀ କରି ନବୋପାଇଁ ଚେଷ୍ଟା କରିବେ। ତା'ପରେ ସମାନେେ ଲୋକମାନଙ୍କୁ କହିବେ ଯେ ସେ ମୃତ୍ଯୁରୁ ଉଠିଛନ୍ତି। ତାହାହେଲେ ଏହୀ ଶଷେ ପ୍ରତାରଣା ଆଗ ପ୍ରତାରଣା ଅପେକ୍ଷା ଅଧିକ ଖରାପ ହବେ।

ମାଥିଉଲିଖିତ ସୁସମାଚାର 28:13
ସମାନେେ ସୈନ୍ଯମାନଙ୍କୁ କହିଲେ, ତୁମ୍ଭେ ଲୋକମାନଙ୍କୁ କହିବ ଯେ, ତୁମ୍ଭମାନେେ ସବୁ ଶାଇେ ପଡ଼ିଥିବା ସମୟରେ ଯୀଶୁଙ୍କ ଶିଷ୍ଯମାନେ ରାତି ରେ ଆସିଲେ ଓ ତାହାଙ୍କ ଶରୀରକୁ କବରସ୍ଥାନରୁ ଚୋ ରଇେ ନେଲେ।

Occurences : 65

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்