No lexicon data found for Strong's number: 2634

ମାଥିଉଲିଖିତ ସୁସମାଚାର 20:25
ଯୀଶୁ ସବୁ ଶିଷ୍ଯଙ୍କୁ ଏକାଠି ଡ଼ାକି କହିଲେ, ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସମାନଙ୍କେ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ଯ ଜାଣ ଯେ, ସମାନଙ୍କେର ମହତ୍ତ୍ବପୂର୍ଣ୍ଣ ନେତାମାନେ ସମାନଙ୍କର କତ୍ତୃର୍ତ୍ବ ସମାନଙ୍କେ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି।

ମାର୍କଲିଖିତ ସୁସମାଚାର 10:42
ଯୀଶୁ ସମସ୍ତ ପ୍ ରରେିତମାନଙ୍କୁ ଏକାଠି ଡାକିଲେ। ସେ ସମାନଙ୍କେୁ କହିଲେ, ଅଣଯିହୂଦୀମାନଙ୍କ ଭିତ ରେ ଅନକେ ଲୋକ ଅଛନ୍ତି, ଯେଉଁମାନଙ୍କୁ ସମାନେେ ଶାସକ କହନ୍ତି। ତୁମ୍ଭେ ଜାଣ ଯେ, ଏହି ଶାସକମାନେ ଲୋକଙ୍କ ଉପରେ ପ୍ରଭୁତ୍ବ ଦଖାଇବୋକୁ ଭଲ ପାଆନ୍ତି। ତାହାଙ୍କର ମହତ୍ତ୍ବପୂର୍ଣ୍ଣ ନେତାମାନେ ମଧ୍ଯ ଲୋକଙ୍କ ଉପରେ ତାହାଙ୍କର ଅଧିକର ସାବ୍ଯସ୍ତ କରିବାକୁ ଭଲ ପାଆନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:16
ଏହା କହି ସହେି ଭୂତାତ୍ମା ଥିବା ଲୋକଟି ସମାନଙ୍କେ ଉପରେ ଡ଼ଇେଁ ପଡ଼ିଲା। ସେ ସମାନଙ୍କେୁ ମାରି ପରାସ୍ତ କଲା। ତେଣୁ ସମାନେେ ସମସ୍ତେ ସେ ଘରୁ ଉଲଗ୍ନ ଓ କ୍ଷତବିକ୍ଷତ ହାଇେ ଦୌଡ଼ି ଚ଼ାଲିଗଲେ।

ପିତରଙ୍କ ପ୍ରଥମ ପତ୍ 5:3
ଯେଉଁମାନଙ୍କର ଦାଯିତ୍ବ ତୁମ୍ଭେ ନଇେଛ, ସମାନଙ୍କେ ପ୍ରତି ନିଷ୍ଠୁର ହୁଅ ନାହିଁ। କିନ୍ତୁ ସମାନଙ୍କେ ନିକଟରେ ଆଦର୍ଶ ସ୍ବରୂପ ହୁଅ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்