No lexicon data found for Strong's number: 2570

ମାଥିଉଲିଖିତ ସୁସମାଚାର 3:10
ଗଛର ମୂଳ ଉପରେ କୁରାଢି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାଁନ୍ତି, ସଗେୁଡିକୁ କାଟି ନିଆଁ ରେ ପକଇେ ଦିଆୟିବ।

ମାଥିଉଲିଖିତ ସୁସମାଚାର 5:16
ଲୋକଙ୍କ ଆଗ ରେ ତୁମ୍ଭମାନେେ ଆଲୋକ ଭଳି ପ୍ରକାଶିତ ହୁଅ। ସମାନେେ ତୁମ୍ଭର ଭଲ କାମଗୁଡିକ ଦେଖନ୍ତୁ ଓ ସ୍ବର୍ଗ ରେ ରହୁଥିବା ତୁମ୍ଭ ପରମ ପିତାଙ୍କ ପ୍ରଶଂସା ଗାନ କରନ୍ତୁ।

ମାଥିଉଲିଖିତ ସୁସମାଚାର 7:17
ପ୍ରେତ୍ୟକକ ଭଲ ଗଛ ରେ ଭଲ ଫଳ ଫଳେ। କିନ୍ତୁ ଗୋଟିଏ ମନ୍ଦ ଗଛ ରେ ମନ୍ଦ ଫଳ ଫଳେ,

ମାଥିଉଲିଖିତ ସୁସମାଚାର 7:18
ଗୋଟିଏ ଭଲ ଗଛ ରେ ମନ୍ଦ ଫଳି ପାରିବନାହିଁ। କି ଗୋଟିଏ ମନ୍ଦ ଗଛ ରେ ଭଲ ଫଳ ଫଳି ପାରିବନାହିଁ।

ମାଥିଉଲିଖିତ ସୁସମାଚାର 7:19
ଯେଉଁ ଗଛ ରେ ଭଲ ଫଳ ଫଳେ ନାହିଁ, ତାହାକୁ କାଟି ଦିଆଯାଏ।

ମାଥିଉଲିଖିତ ସୁସମାଚାର 12:33
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।

ମାଥିଉଲିଖିତ ସୁସମାଚାର 12:33
ଭଲ ଫଳ ପାଇବାକୁ ହେଲେ ଭଲ ଗଛଟିଏ ଲଗାଇବାକୁ ପଡ଼େ। ତୁମ୍ଭର ଖରାପ ଗଛଟିଏ ଥିଲେ ସେଥିରୁ ତୁମ୍ଭେ ଖରାପ ଫଳ ପାଇବ। କାରଣ ଫଳଦ୍ବାରା ଗଛଟିକୁ ଚିହ୍ନି ହୁଏ।

ମାଥିଉଲିଖିତ ସୁସମାଚାର 13:8
ଆଉ କିଛି ବୀଜ ଭଲ ମାଟି ଉପରେ ପଡିଲା ଓ ତାହା ବଢି ସେଥି ରେ ଫଳ ଫଳିଲା। କେତକେ ଗଛ ରେ ଶ ହଗେୁଣ, କେତକରେେ ଷାଠିଏ ଗୁଣ ଓ ଆଉ କେତକରେେ ତିରିଶ ଗୁଣ ଅଧିକ ଫଳିଲା।

ମାଥିଉଲିଖିତ ସୁସମାଚାର 13:23
ଭଲ ମାଟି ଉପରେ ପଡିଥିବା ବୀଜର ଅର୍ଥ କ'ଣ? ସହେି ଲୋକ ଭଳି ସେ ସୁମାଚାର ଶୁଣେ ଓ ତାକୁ ବୁଝିପା ରେ। ସେ ଲୋକ ସଫଳ ହୁଏ। ସହେି ସଫଳତା େ ବେଳବେଳେ ଶ ହେ ଗୁଣ, ଷାଠିଏ ଗୁଣ ଓ ତିରିଶ ଗୁଣ ପର୍ୟ୍ଯନ୍ତ ମିଳିଥାଏ।

ମାଥିଉଲିଖିତ ସୁସମାଚାର 13:24
ଯୀଶୁ ସମାନଙ୍କେୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। ସ୍ବର୍ଗରାଜ୍ଯ ଜଣେ ବ୍ଯକ୍ତି ଭଳି ଯେ କି ନିଜ ଜମି ରେ ଭଲ ବୀଜ ବୁଣିଥିଲେ।

Occurences : 101

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்