No lexicon data found for Strong's number: 2495

ମାଥିଉଲିଖିତ ସୁସମାଚାର 12:39
ଯୀଶୁ କହିଲେ, ମନ୍ଦ ଓ ପାପୀ ଲୋକମାନେ ପ୍ରମାଣ ପାଇଁ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚ଼ାହାଁନ୍ତି। କିନ୍ତୁ ତାହାଙ୍କୁ କୌଣସି ପ୍ରମାଣ ଦଖାଇେ ଦିଆୟିବନାହିଁ। କବଳେ ଭବିଷ୍ଯଦ୍ବକ୍ତା ୟୂନସଙ୍କ କ୍ଷେତ୍ର ରେ ଘଟିଥିବା ଆଶ୍ଚର୍ୟ୍ଯକାର୍ୟ୍ଯ ହିଁ ସମାନଙ୍କେ ପାଇଁ ଏକମାତ୍ର ଚ଼ିହ୍ନ ହବେ।

ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ମାଥିଉଲିଖିତ ସୁସମାଚାର 12:41
ଯେଉଁ ଦିନ ବିଚ଼ାର ହବେ, ସହେିଦିନ ନୀନିବୀର ଲୋକମାନେ ବର୍ତ୍ତମାନ ଜୀବିତ ଥିବା ଲୋକଙ୍କ ସହିତ ଠିଆ ହବେେ ଏବଂ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ଯେତବେେଳେ ୟୂନସ ସମାନଙ୍କେୁ ଉପଦେଶ ଦେଲେ ନୀନିବୀର ଲୋକେ ନିଜ ନିଜର ହୃଦୟ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ଅଧିକ ମହାନ୍।

ମାଥିଉଲିଖିତ ସୁସମାଚାର 16:4
ମନ୍ଦ ଓ ପାପୀ ଲୋକ ହିଁ ପ୍ରମାଣ ଚିହ୍ନ ସ୍ବରୂପ ଆଶ୍ଚର୍ୟ୍ଯକାର୍ୟ୍ଯ ଦେଖିବାକୁ ଚାହାଁନ୍ତୁ। ଏଭଳି ଲୋକଙ୍କୁ ୟୂନୁସଙ୍କ ଚ଼ିହ୍ନ ବ୍ଯତୀତ ଅନ୍ୟ କୌଣସି ଚ଼ିହ୍ନ ଦିଆୟିବ ନାହିଁ। ତାପରେ ଯୀଶୁ ସମାନଙ୍କେୁ ସଠାେରେ ଛାଡ଼ି ଚ଼ାଲିଗଲେ।

ମାଥିଉଲିଖିତ ସୁସମାଚାର 16:17
ଉତ୍ତର ରେ ଯୀଶୁ କହିଲେ, ହେ ଶିମାନେ! ୟୂନସଙ୍କ ପୁତ୍ର! ତୁମ୍ଭେ ଧନ୍ଯ! ଏକଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମାେ ସ୍ବର୍ଗୀୟ ପିତା ତୁମ୍ଭକୁ ଏକଥା ଶିଖାଇଛନ୍ତି।

ଲୂକଲିଖିତ ସୁସମାଚାର 11:29
ଧୀ ରେ ଧୀ ରେ ଭିଡ ବଢିବାକୁ ଲାଗିଲା। ଯୀଶୁ କହିଲେ, ବର୍ତ୍ତମାନ ୟୁଗର ଲୋକେ ବଡ ମନ୍ଦ। ସମାନେେ ପରମେଶ୍ବରଙ୍କଠାରୁ ପ୍ରମାଣ ସ୍ବରୁପ ଏକ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏମାନଙ୍କୁ ଚିହ୍ନ ସ୍ବରୂପ କୌଣସି ଆଶ୍ଚର୍ୟ୍ଯକର୍ମ ଦଖାଇେ ଦିଆୟିବ ନାହିଁ। ୟୂନସଙ୍କ ସମ୍ବନ୍ଧ ରେ ଘଟିଥିବା ଆଶ୍ଚର୍ୟ୍ଯକର୍ମ ହେଉଛି ଏକମାତ୍ର ଚିହ୍ନ।

ଲୂକଲିଖିତ ସୁସମାଚାର 11:30
ୟୂନସ ଯେପରି ନୀନିବୀୟମାନଙ୍କ ପାଇଁ ଚିହ୍ନ ସ୍ବରୂପ ହେଲେ, ସହେିଭଳି ଏହି ସମୟର ଲୋକମାନଙ୍କ ପାଇଁ ମନୁଷ୍ଯପୁତ୍ର ମଧ୍ଯ ଚିହ୍ନ ସ୍ବରୂପ ହବେେ।

ଲୂକଲିଖିତ ସୁସମାଚାର 11:32
ବିଚାର ହବୋ ଦିନ ନିନିବୀର ଲୋକମାନେ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କ ବିରୁଦ୍ଧ ରେ ଠିଆ ହାଇେ ସମାନଙ୍କେୁ ଦୋଷୀ ସାବ୍ଯସ୍ତ କରିବେ। କାରଣ ସମାନେେ ୟୂନସଙ୍କ ଉପଦେଶ ଶୁଣି ନିଜର ହୃଦୟ ଓ ଜୀବନଯାପନ ପ୍ରଣାଳୀ ପରିବର୍ତ୍ତନ କରିଥିଲେ। ମୁଁ ତୁମ୍ଭମାନଙ୍କୁ କହୁଛି ଯେ, ମୁଁ ୟୂନସଙ୍କ ଅପେକ୍ଷା ମହାନ୍ ଅଟେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்