No lexicon data found for Strong's number: 2346

ମାଥିଉଲିଖିତ ସୁସମାଚାର 7:14
ବାସ୍ତବ ଜୀବନ ପଥରେ ଥିବା ଫାଟକ ବହୁତ େଛାଟ। ବାସ୍ତବ ଜୀବନ ଆଡକୁ ୟିବା ରାସ୍ତା ବହୁତ କଠିନ। ଖୁବ୍ କମ୍ ଲୋକ ସେ ରାସ୍ତା ଖାଜେି ପାଆନ୍ତି।

ମାର୍କଲିଖିତ ସୁସମାଚାର 3:9
ଯୀଶୁ ଅନକେ ଲୋକଙ୍କୁ ଦେଖିଲେ, ଭିଡ ହାଇେ ୟିବାରୁ ଲୋକମାନେ ଯେପରି ତାହାଙ୍କ ଆଡକୁ ମାଡି ନ ଆସନ୍ତି ସେଥିପାଇଁ ସେ ନିଜ ଶିଷ୍ଯମାନଙ୍କୁ ଗୋଟିଏ େଛାଟ ଡଙ୍ଗା ତାହାଙ୍କ ପାଇଁ ପ୍ରସ୍ତୁତ କରିବାକୁ କହିଲେ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:6
ଯଦି ଆମ୍ଭେ କଷ୍ଟ ରେ ରହିଛୁ, ସଗେୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ବନା ଓ ପରିତ୍ରାଣ ନିମନ୍ତେ ଉଦ୍ଦିଷ୍ଟ। ଯଦି ଆମ୍ଭେ ସାନ୍ତ୍ବନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭମାନେେ ଯେଉଁ ଯାତନା ସହୁ, ସହେି ଯାତନା ର୍ଧୈୟ୍ଯ ପୂର୍ବକ ସହିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:8
ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 7:5
ଯେତବେେଳେ ଆମ୍ଭେ ମାକିଦନିଆ ଆସିଥିଲୁ, ସେତବେେଳେ ଆମ୍ଭ ପାଇଁ ବିଶ୍ରାମ ମିଳି ନ ଥିଲା। ଆମ୍ଭର ଚାରି ପଟେ ଅସୁବିଧାମାନ ଘରେି ରହିଥିଲା। ବାହାରର ସଂଗ୍ରାମ ଓ ଭିତରର ଭୟ ମଧିଅରେ ଆମ୍ଭେ ଥିଲୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:4
ଯେତବେେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହବୋକୁ ବାଧ୍ଯ। ତୁମ୍ଭମାନେେ ଜାଣିଛ ଯେ, ଆମ୍ଭେ ଯଭେଳି କହିଥିଲୁ, ସହେିଭଳି ସବୁ ଘଟିଛି।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:6
ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 1:7
ଦୁଃଖ ପାଇଥିବା ତୁମ୍ଭ ସମସ୍ତଙ୍କୁ ପରମେଶ୍ବର ଶାନ୍ତି ପ୍ରଦାନ କରିବେ। ସେ ଆମ୍ଭକୁ ମଧ୍ଯ ଶାନ୍ତି ଦବେେ। ଯେତବେେଳେ ପ୍ରଭୁ ଯୀଶୁ ନିଜର ଶକ୍ତିଶାଳୀ ସ୍ବର୍ଗଦୂତମାନଙ୍କ ସହିତ ସ୍ବର୍ଗରୁ ଆସିବେ, ସେତବେେଳେ ପରମେଶ୍ବର ଆମ୍ଭର ଦୁଃଖ ଉପଶମ କରି ଦବେେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:10
ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।

ଏବ୍ରୀମାନଙ୍କ ନିକଟକୁ ପତ୍ର 11:37
ସମାନଙ୍କେୁ ପଥର ମାରି ଦିଆ ହେଲା, ଓ କରତ ରେ ଦୁଇଫାଳ କରି ଚିରି ଦିଆ ହେଲା। କେତକଙ୍କେୁ ଖଡ୍ଗଦ୍ବାରା ମାରି ଦିଆ ହେଲା। ସମାନଙ୍କେ ଭିତରୁ କେତେ ଜଣ ମଷେ ଓ ଛଳେିର ଚମଡ଼ା ପିନ୍ଧିଲେ। ସମାନେେ ଗରିବ ଥିଲେ, ନିର୍ୟ୍ଯାତିତ ହେଲେ, ଓ ଅନ୍ୟମାନଙ୍କ ଦ୍ବାରା ମନ୍ଦ ବ୍ଯବହାର ପାଇଲେ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்